ଗୋଟିଏ ଦିନରେ ୩୦ଟି ସିଗାରେଟ୍ ଟାଣୁଥିବା ମିଲିନ୍ଦ୍ ଏବେ ସମସ୍ତଙ୍କ ପାଇଁ ସାଜିଛନ୍ତି ଫିଟ୍ନେସ୍ କିଙ୍ଗ୍
ନୂଆଦିଲ୍ଲୀ: ଅଭିନେତା ମିଲିନ୍ଦ୍ ସୋମାନ ତାଙ୍କ ଫିଟନେସ୍ ମନ୍ତ୍ର ସାହାଯ୍ୟରେ ୨ ଦଶନ୍ଧିରୁ ଅଧିକ ସମୟ ଧରି ଲୋକଙ୍କୁ ପ୍ରଭାବିତ କରିଛନ୍ତି। ସେ ୫୫ ବର୍ଷ ବୟସରେ ମଧ୍ୟ ଜଣେ ଫିଟନେସ୍ ଆଇକନ୍ ସାଜିଛନ୍ତି। ସେ ଏବେ ଅନେକ ସମୟରେ ନିଜର ଫିଟନେସ୍ ହେତୁ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି…