Latest Odisha News

BREAKING NEWS

ଅରୁଣାଚଳ ସୀମା ଛୁଇଁବ ଚୀନ୍‌ ରେଳପଥ

ନୂଆଦିଲ୍ଲୀ: ଚାଇନାର ସାମରିକ ଏବଂ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସିଚୁଆନ୍-ତିବ୍ଦତ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ଏହି ରେଳ ଲାଇନ ଦକ୍ଷିଣ-ପଶ୍ଚିମ ସିଚୁଆନ୍ ପ୍ରଦେଶର ୟାନ୍ ଠାରୁ ଆରମ୍ଭ ହୋଇ ତିବ୍ଦତର ଲିଞ୍ଜିକୁ ଯିବ। ଏହି ରେଳ ଲାଇନ ନିର୍ମାଣ ସହିତ…

ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ପତ୍ନୀ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜଭବନରେ କରୋନା । ଭୂତାଣୁ ସଂକ୍ରମିତ ହୋଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହା ପତ୍ନୀଙ୍କର ରିପୋର୍ଟ ବି ପଜିଟିଭ୍ ଆସିଛି । ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏହାସହ ରାଜ୍ୟପାଳ ଅନୁରୋଧ କରିଛନ୍ତି, ଯେଉଁମାନେ ନିକଟ…

ଦେଶରେ ୮୨ ଲକ୍ଷ କରୋନା ସଂକ୍ରମିତ, ଲକ୍ଷେ ୨୨ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା । ସଂକ୍ରମିତଙ୍କ ସଂଖ୍ୟା ୮୨ ଲକ୍ଷ ପାର କରିଛି । ମୃତ୍ୟୁସଂଖ୍ୟା ଲକ୍ଷେ ୨୨ ହଜାର ଡେଇଁଲାଣି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୫ ହଜାର ୨୩୦ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୮୨ ଲକ୍ଷ ୨୯ ହଜାର ୩୧୩କୁ…

ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଥିଲେ ଭିକାରୀ ବଳ

ଭିକାରୀ ବଳ ଥିଲେ ଭକ୍ତି ସଂଗୀତର ସମ୍ରାଟ। ସେ ଶତାଧିକ ଭଜନ ଓ ଜଣାଣ ଗାନ କରିଛନ୍ତି। ୨୫ ମେ ୧୯୨୯ରେ, କେନ୍ଦ୍ରାପଡ଼ା ଅନ୍ତର୍ଗତ ସୋବଳା ଗ୍ରାମରେ, ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ ଭିକାରୀ ବଳ। ପିତା ଓ ମାତାଙ୍କ ନାମ ଥିଲା- ରାମଚନ୍ଦ୍ର ବଳ ଏବଂ ଗେହ୍ଲାରାଣୀ ଦେବୀ।…

କାର୍ତ୍ତିକ ମାସ ପ୍ରଥମ ସୋମବାର: ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଭକ୍ତିମୟ ପରିବେଶ

ପୁରୀ: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏଥର କରୋନା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି । କାର୍ତ୍ତିକ ସୋମବାରରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚତ ହୋଇଛନ୍ତି ଶ୍ରଦ୍ଧାଳୁ ।  ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଭକ୍ତଙ୍କ ଭିଡ଼ ହୋଇଛି ।…

ହାପି ବାର୍ଥ ଡେ ଶାହାରୁଖ୍‌

ନୂଆଦିଲ୍ଳୀ: ବଲିଉଡର କିଙ୍ଗ୍‌ ଖାନ ଶାହାରୁଖ୍‌ ଆଜି ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ଶାହାରୁଖ ୨ ନଭେମ୍ବର ୧୯୬୫ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ତାଜ୍‌ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଏବଂ ମାତାଙ୍କ ନାମ ଫାତିମା। ତାଙ୍କର ଏକ ବଡ ଭଉଣୀ ମଧ୍ୟ…

ଟ୍ରକକୁ ପିଟିଲା ଟ୍ରକ, ଦୁଇ ଜଣଙ୍କର ମୃତ୍ୟୁ

କୋନ୍ଦୁଝର: ଆନନ୍ଦପୁର ନିକଟକରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ଆଉ ଗୋଟିଏ ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ୨୦ ନମ୍ବର ଜାତୀୟ ରାଜପଥ ବୀରଗୋବିନ୍ଦପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ ଖରାପ ହୋଇଥିବାରୁ…

ସେଲଫ୍‌ କ୍ୱାରେଣ୍ଟାଇନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ

ଜେନେଭା: ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ସେଲଫ୍‌ କ୍ୱାରେଣ୍ଟାଇନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଘେବ୍ରିୟସ । ଗତକାଲିଠାରୁ ସେ ନିଜକୁ ପୃଥକବାସରେ ରଖିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି WHO ମହାନିର୍ଦ୍ଦେଶକ । ସେ…

କଟକରେ ଆଜିଠୁ ସେରୋ ସର୍ଭେ, ୨୫ ଓ୍ୱାର୍ଡରୁ ନମୁନା ସଂଗ୍ରହ

କଟକ: ଆଜିଠୁ କଟକ ସହରରେ ଆରମ୍ଭ ହେଉଛି ସେରୋ ସର୍ଭେ । କଟକ ମହାନଗର ନିଗମର ୨୫ଟି ୱାର୍ଡରେ ଏହି ସର୍ଭେ ଆସନ୍ତା ୫ ତାରିଖ ଯାଏ ଚାଲିବ । ଲୋକଙ୍କଠାରୁ ସଂଗ୍ରହ କରାଯିବ ରକ୍ତ ନମୁନା । ପ୍ରତି ୱାର୍ଡରୁ ୬୦ ଜଣ ଲେଖାଏଁ ଲୋକଙ୍କୁ ଚିହ୍ନଟ କରାଯିବ । ନାବାଳକ ଓ ଗର୍ଭବତୀଙ୍କୁ ଏଥିରେ ସାମିଲ…

ଅଶୁଭ ସୋମବାର: ବୌଦ୍ଧରେ ସଡ଼କ ଦୁର୍ଘଟଣାରେ ୨ ମୃତ, ୨୫ରୁ ଅଧିକ ଆହତ

ବୌଦ୍ଧ: ରାସ୍ତାରେ ଠିଆ ହୋଇଥିବା ଇନୋଭାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବୌଦ୍ଧ ଜିଲ୍ଲାର କିଆକଟା ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁର୍ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ଦୁଇ ଜଣ । ଗତକାଲି…