Latest Odisha News

BREAKING NEWS

ଅଢ଼େଇ କିଲୋର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ସୁନା ଦୋକନାରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଲୁଟିନେଲେ ଅଢ଼େଇ କିଲୋର ସୁନା ଗହଣା । ବ୍ରହ୍ମପୁର ବଡବଜାର ଅଂଚଳରେ ଘଟିଛି ଏଭଳି ବଡ ଧରଣର ଲୁଟ୍ । ବଡ଼ବଜାର ମୁଖ୍ୟ ରାସ୍ତାରେ ଥିବା ବିନୋଦ ଜୁଏଲର୍ସରେ ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି  । ଦୋକାନର ଆଇରନ୍ ଚେଷ୍ଟରେ ଥିବା…

ମୁମ୍ବାଇର ବିଜୟଧାରା ଜାରି, ଚିନ୍ତାରେ ଦିଲ୍ଲୀ

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ ଜାରି କରିଛି । ଶନିବାର ମୁମ୍ବାଇ ୯ ୱିକେଟରେ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି । ମୁମ୍ବାଇ ପ୍ଲେ ଅଫରେ ପ୍ରବେଶ କରି ସାରିଥିବା ବେଳେ ଦିଲ୍ଲୀର ଚିନ୍ତା ବଢ଼ାଇଛି । ମୁମ୍ବାଇ ୧୧୧ ରନର ବିଜୟ ଲକ୍ଷ୍ୟ ମାତ୍ର ଗୋଟିଏ…

ଭାଷଣ ଦେବା ବେଳେ ମଞ୍ଚରୁ ଖସି ପଡିଲେ ନେତା

ମୁଜଫରପୁର: ସରଗରମ ରହିଛି ବିହାର ନିର୍ବାଚନୀ ମାହୋଲ । ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଗକୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିପାଇଁ ଚାଲିଛି ପ୍ରଚାର ଜୋରଦାର । ଏପରି ସମୟରେ ଜଣେ ବାହୁବଳୀ ନେତା ମଂଚାରୁ ଗଳିବଡିବା ଘଟଣା ସାମ୍ନାକୁ ଆସିଛି । ଯାହା ଲୋକଙ୍କୁ ବେଶ୍ ଚର୍ଚ୍ଚାର…

ୱେବ୍ ସିରିଜ୍ ପାଇଁ ସଜବାଜ ହେଉଛନ୍ତି ସୋନାକ୍ଷୀ

ମୁମ୍ବାଇ: ଲକ୍‌ଡାଉନ୍ ପୂର୍ବରୁ ସୋନାକ୍ଷୀ ୱେବ୍ ସିରିଜ୍‌ରେ କାମ କରିବା ନେଇ ଖବର ଆସିଥିଲା । ରିମା କାଗ୍‌ତୀଙ୍କ ନିର୍ଦ୍ଦେଶିତ ଫଲେନ୍‌ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଦବଙ୍ଗ ଗାର୍ଲ । ଅନ୍ୟପଟେ ସପୋର୍ଟିଂ ରୋଲ୍‌ରେ ଗଲ୍ଲି ବୟ ଫେମ୍ ବିଜୟ ବର୍ମା, ଗୁଲଶନ୍ ଦେବିଆହ ଓ ସୋହୁମ ଶାହଙ୍କୁ ବି…

ଇଣ୍ଡିଆନ ଏୟାର ଲାଇନ୍ସରେ ପ୍ରଥମଥର ପାଇଁ ମହିଳା ସିଇଓ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ବିମାନ କ୍ଷେତ୍ରରେ ଇତିହାସ ରଚିଲେ ହରିପ୍ରିତ ସିଂହ । ଏୟାର ଲାଇନ୍ସର ପ୍ରଥମ ମହିଳା ସିଇଓ ଭାବରେ ସେ ନିଯୁକ୍ତ ହୋଇଛନ୍ତି। ହରପ୍ରିତଙ୍କୁ ଏୟାର ଇଣ୍ଡିଆର ସହାୟକ ଆଲାୟନ୍ସ ଏୟାରର ସିଇଓ ଭାବେ ନିଯୁକ୍ତ କରାଯାଇଛି । ଏବେ ସେ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ (ଉଡାଣ…

ଭୁବନେଶ୍ୱରରେ ଡେଲିଭରି ବଏଙ୍କୁ ଲୁଟିଲେ ଦୁବୃର୍ତ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ପଥରବନ୍ଧ ନିକଟରେ ଶନିବାର ଦିନ ୩ ଜଣ ଦୁବୃର୍ତ୍ତ ଜଣେ ଅନଲାଇନ୍ ଡେଲିଭରି ବଏଙ୍କୁ ଆକ୍ରମଣ କରିବା ପରେ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ଅର୍ଡର ଡେଲିଭରି କରିବାକୁ ଯାଉଥିବା ବେଳେ ଦୁବୃର୍ତ୍ତ ମାନେ ତାଙ୍କୁ…

ତୁମର ପଳାୟନର ଦିନ

ତୁମର ପଳାୟନର ଦିନ ଆକାଶରେ ପଦ୍ମ ଫୁଟେ ଓ ମୁଁ ପୁଣି ଆଉଥରେ ଚାଲିପାରେ, ମୋ ଦୁଃଖର ପତଳା ପାରଦ ଉପରେ । ତୁମର ପଳାୟନର ଦିନ ମୋ ବଗିଚାର ସୂର୍ଯ୍ୟମୁଖୀମାନେ ଠୋ ଠୋ ହୋଇ ହସନ୍ତି, ଯେପରି ଦଳେ ବେଶ୍ୟା ନିର୍ଲଜ ନିର୍ମମ । ଏବଂ ସେମାନଙ୍କର କଣ୍ଠସ୍ୱର ଶୁଭେ, ତୁମ ନିରବତାର ବିଷ୍ଫୋରଣର…

ଆଉ ନାହାନ୍ତି ‘ଜେମ୍ସ ବଣ୍ଡ’

ଲଣ୍ଡନ: ସାତ ସାତ ଥରର ‘ଜେମ୍ସ ବଣ୍ଡ’ ଆଉ ନାହାନ୍ତି । କିମ୍ବଦନ୍ତୀ ହଲିଉଡ ଅଭିନେତା ସିନ୍ କନେରୀଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ସହ ଅଭିନେତା ଭାବେ ସିନ୍ କନେରୀ ଓସ୍କାର ପୁରସ୍କାର ଜିତିଥିଲେ । ଏଥିସହ ୨ଟି ବାଫ୍ଟା ଓ ୩ଟି ଗୋଲ୍ଡେନ୍ ଗ୍ଲୋବ…

ଦୁଇ ଓଟିଭି କର୍ମଚାରୀ ଗିରଫ

ଭୁବନେଶ୍ୱର: ସାରୁଆ ଜମି ବିବାଦରେ ଗିରଫ ହେଲେ ଓଟିଭିର ଦୁଇ କର୍ମଚାରୀ । ଇଂଜିନିୟର ଓ ସୁପରଭାଇଜରଙ୍କୁ ପୋଲିସ ଗିରଫ କରିଛି । ଠିକା କର୍ମଚାରୀଙ୍କୁ ଧମକ ଦେବା ଅଭିଯୋଗରେ ଏ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୋଗ ଅନୁଯାୟୀ, ଆଜି ସାରୁଆ ଅଂଚଳରେ ଠିକା କର୍ମଚାରଙ୍କୁ ଓଟିଭିର ଇଂଜିନିଅର ଓ…

ବିଜେପିର ମାଗଣା କରୋନା ଟିକା ପ୍ରତିଶ୍ରୁତି, କ୍ଲିନଚିଟ୍ ଦେଲା ଇସି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପିର ମାଗଣା କରୋନା ଟିକା ପ୍ରତିଶ୍ରୁତିକୁ କ୍ଲିନଚିଟ୍ ଦେଲେ ନିର୍ବାଚନ କମିଶନର । ବିଜେପିର ମାଗଣା କରୋନା ଟିକା ପ୍ରତିଶ୍ରୁତି କୌଣସି ପ୍ରକାରର ଆଚରଣ ବିଧି ଉଲ୍ଲଂଘନ କରୁନାହିଁ ବୋଲି ଆଜି ନିର୍ବାଚନ କମିଶନର କହିଛନ୍ତି । ନିକଟରେ…