କାର୍ତ୍ତିକ ମାସ ପୂର୍ବରୁ ଆକାଶ ଛୁଆଁ ପରିବା ଦର; ହାଣ୍ଡିଶାଳ ପ୍ରଭାବିତ
ବେଗୁନିଆପଡା: ପରିବା ଦର ଆକାଶ ଛୁଆଁ ହେବାରେ ଲାଗିଛି। ଯେଉଁ ପରିବାରେ ହାତ ମାରିବେ ତାହାର ଦର ୫୦ଟଙ୍କା ଉପରେ ରହିଛି।
ଆଗକୁ କାର୍ତ୍ତିକ ମାସ ଓ ପଞ୍ଚୁକ ଆସୁଥିବାରୁ ବହୁ ଘରେ ନିରାମିଷ ଭୋଜନ ପାଇଁ ପରିବା ନିହାତି ଆବଶ୍ୟକ ଥିବା ବେଳେ, ପରିବା ଦରରେ ଅହେତୁକ ବୃଦ୍ଧି ଖାଉଟିଙ୍କ ପେଟରେ ଲାତ…