Latest Odisha News

BREAKING NEWS

ଗପ : ଆଜିବି ଅପେକ୍ଷା ତୁମର

ଦେବବ୍ରତ ବାରିକ ସେଦିନ ଥାଏ ସୋମବାର ସନ୍ଧ୍ୟା ୭ଟା ଆଦିତ୍ୟ ତାର କିଛି ସାଙ୍ଗ ମାନଙ୍କ ସହ ଘରକୁ ଆସୁଥାଏ। ଚାଲୁ ଚାଲୁ କିଛି ବାଟ ଗଲା ପରେ ସେମାନେ ମନ୍ଦିର ପାଖରେ ଥିବା ଏକ ମଣ୍ଡପ ପାଖରେ ବସିଲେ। ଆଦିତ୍ୟ ଦେଖିବାକୁ ବହୁତ ସୁନ୍ଦର ଆଉ ଶାନ୍ତ ଥିଲା ଖୁବ ଶୀଘ୍ର ସମସ୍ତ ଙ୍କ ସହ…

ରାଜ୍ୟର ଏହିସବୁ ସହରକୁ ସମ୍ପ୍ରସାରିତ ହେଲା ଜିଓଫାଇବର ସେବା 

ଭୁବନେଶ୍ୱର: ସାମ୍ପ୍ରତିକ ଆହ୍ୱାନମୂଳକ ପରିସ୍ଥିତିରେ ଅନ୍‌ଲାଇନ କ୍ଲାସ ଏବଂ ୱାର୍କିଂ ଫ୍ରମ ହୋମ୍ (ନିଜଘରେ ରହି କାର୍ଯ୍ୟ କରିବା) ସ୍ୱାଭାବିକତା ପାଲଟିଥିବାରୁ ଅନେକଙ୍କ ପାଇଁ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଣ୍ଟରନେଟ ସଂଯୋଗ ଏକ ପ୍ରକାର ନିତାନ୍ତ ଆବଶ୍ୟକତା ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି…

ବିହାର ନିର୍ବାଚନ: ଭୟଙ୍କର ଅଭିଯୋଗ ଆଣିଲେ ଅମୀଷା ପଟେଲ

ପାଟନା:ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ବିହାର ନିର୍ବାଚନ ପ୍ରଚାର ନେଇ କି ଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ ନେଇ ମୁହଁ ଖୋଲିଛନ୍ତି । ସେ କରିଥିବା ଅଭିଯୋଗ ସମସ୍ତଙ୍କୁ ଚକିତ କରିଛି ।  ଲୋକ ଜନଶକ୍ତି ପାର୍ଟି ନେତା ପ୍ରକାଶ ଚନ୍ଦ୍ରାଙ୍କ ନିର୍ବାଚନୀ ପ୍ରଚାର ବାବଦରେ ଏହି ଭାଇରାଲ ଅଡିଓ…

ଅକ୍ଟୋବର ୩୧ରେ ଆରମ୍ଭ ହେବାକୁ ଯାଉଛି ଦେଶର ପ୍ରଥମ ସି ପ୍ଲେନ୍‌ ସେବା; ମାତ୍ର ୧୫୦୦ଟଙ୍କାରେ ପାଇପାରିବେ ବିମାନ…

ନୂଆଦିଲ୍ଲୀ: ଦେଶର ପ୍ରଥମ ସମୁଦ୍ର ବିମାନ ସେବା ୩୧ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସେବାର ଶୁଭାରମ୍ଭ କରିବେ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ସି ପ୍ଲେନ୍‌ରେ ଅହମ୍ମଦାବାଦର ସାବରମତି ନଦୀ କୂଳକୁ କେଭାଡିଆର ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଯାତ୍ରା…

‘ଭୁୁବନେଶ୍ୱରରେ କମୁଛି ସଂକ୍ରମଣ’

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମୁଛି ସଂକ୍ରମଣ । ତଳମୁହାଁ ହେଉଛି କରୋନା ଗ୍ରାଫ । ଏଠାରେ ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଗତ ୧୦ ଦିନ ହେଲା ରାଜଧାନୀରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଏମ୍‌ସି କମିଶନର…

[ଭିଡିଓ] ଭସାଣୀରେ ବୋହିଲା ଭକ୍ତଙ୍କ ରକ୍ତ !

ବିହାର: କରୋନା କଟକଣା ଭିତରେ ମିଳିଥିଲା ଦୁର୍ଗାପୂଜା ଉତ୍ସବ ପାଳନର ଅନୁମତି । ସାରା ଦେଶରେ ଶାନ୍ତିପୁର୍ଣ୍ଣ ଭାବେ ମା' ଶକ୍ତିଙ୍କ ପୂଜାର୍ଚ୍ଚନା ହୋଇଥିଲା । ହେଲେ ବିହାରର ମୁଙ୍ଗେରରେ ବୋହିଥିଲା ଭକ୍ତଙ୍କ ରକ୍ତ । ଯାହାକୁ ନେଇ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଛି । ଭିଡିଓ…

[ଭିଡିଓ] ପ୍ରଥମେ ଗୁଳି ମାରିଲା, ପରେ ଫଟୋ ଉଠାଇଲା !

ନୂଆଦିଲ୍ଲୀ: କରୋନା କଟକଣା ପାଇଁ ବୋଧ ହୁଏ କିଛି ମାସ ପାଇଁ ଥମିଥିଲା ଅପରାଧର କାୟା ବିସ୍ତାର । ଏବେ ପୁଣିଥରେ ଅପରାଧୀଙ୍କ ମନରେ ସକ୍ରିୟ ହୋଇଉଠିଛି କ୍ରୁର ମାନସିକତା । ମାତ୍ର ଦିନକ ତଳେ ଫରିଦାବାଦରେ ଘଟିଥିଲା ଦିନ ଦ୍ୱିପହରେ ହତ୍ୟାକାଣ୍ଡ । ଆଉ ଏବେ ସାମ୍ନାକୁ ଆସିଛି ଭାରତର ରାଜଧାନୀ…

ତିର୍ତ୍ତୋଲ ପାଇଁ ନବୀନଙ୍କ ଡିଜିଟାଲ ପ୍ରଚାର

ଭୁବନେଶ୍ୱର: ତିର୍ତ୍ତୋଲ ଉପନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡିଜିଟାଲ ପ୍ରଚାର କରିଛନ୍ତି । ତିର୍ତ୍ତୋଲ ବାସୀଙ୍କୁ ସମ୍ବୋଧନ କରି ବିଜେଡି ସୁପ୍ରିମୋ କହିଛନ୍ତି ଯେ, ତିର୍ତ୍ତୋଲ ବାସୀ ସବୁବେଳେ ବିଜୁ ପରିବାର ସହ ରହିଛନ୍ତି । ସେଠାରେ ଅନେକ ବିକାଶ ମୂଳକ ପଦକ୍ଷେପ…

‘ସେଲ୍‌ଫ ହେଲ୍‌ପ ଗୁରୁ’ କିଥ୍ ରେନିୟର୍‌ଙ୍କୁ ୧୨୦ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଆମେରିକାରେ ନିଜକୁ 'ସେଲ୍ଫ୍ ହେଲପ୍ ଗୁରୁ' ବୋଲି ବର୍ଣ୍ଣନା କରୁଥିବା କିଥ୍ ରେନିୟର୍‌ ଦଣ୍ଡିତ କରାଯାଇଛି। ନିରୀହ ମହିଳାମାନଙ୍କୁ ଯୌନ ଦାସ କରିବା ଅଭିଯୋଗରେ କିଥ୍ ରେନିୟର୍‌ଙ୍କୁ ଆମେରିକାର କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ଅପରାଧ ପାଇଁ କୋର୍ଟ ଦୋଷୀ ସାବ୍ୟସ୍ତ…

ଧର୍ମାନୁଷ୍ଠାନ ଖୋଲିବା ଦାବିରେ ବିଭିନ୍ନ ମନ୍ଦିର ସମ୍ମୁଖରେ ଘଣ୍ଟ ଘଣ୍ଟା ବଜାଇ ସେବାୟତଙ୍କ ପ୍ରତିବାଦ 

ପୁରୀ: ପୁରୀ ଜିଲ୍ଲା ତଥା ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ଏବଂ ସେବାୟତଙ୍କୁ କୋଭିଡ୍ ସହାୟତା ମିଳିବା ଦାବିରେ ପୁରୀ ଜଗନ୍ନାଥ ମନ୍ଦିର ସମେତ ଓଡ଼ିଶାର ବିଭିନ୍ନ ମନ୍ଦିର ସମ୍ମୁଖରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ଡାକରାରେ ଘଣ୍ଟ, ଘଣ୍ଟି ବଜାଇ ସେବାୟତ ଓ ଧାର୍ମିକ ଅନୁଷ୍ଠାନ କର୍ମକର୍ତ୍ତା…