Latest Odisha News

BREAKING NEWS

ପାରାଦୀପରେ ଟ୍ରଲର ବୁଡି ୪ ନିଖୋଜ

ଭୁବନେଶ୍ୱର: ପାରାଦୀପର ଗଭୀର ସମୁଦ୍ରରେ ଟ୍ରଲର ବୁଡି ଯିବାରୁ ୪ ଜଣ ମତ୍ସଜୀବୀ ନିଖୋଜ ହୋଇ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ପ୍ରାୟ ୯ ଜଣ ମତ୍ସଜୀବୀ ଏକ ଟ୍ରଲରରେ ଯାଉଥିବା ବେଳେ କୌଣସି କାରଣବଶତଃ ଟ୍ରଲରଟି ଏମଭି ବ୍ଲାକ୍ ରୋଜ୍ ସହ ଧକ୍କା…

କଟକଣା ଭିତରେ କଟକରେ ୪ଟି ପର୍ଯ୍ୟାୟରେ ହେବ ଭସାଣ

କଟକ: କରୋନା କଟକଣା ଭିତରେ ସାରା ରାଜ୍ୟରେ ପାଳିତ ହେଉଛି ଦଶହରା । ଆଜି ଦଶମୀ ଆସନ୍ତାକାଲି ଭସାଣ ଉତ୍ସବ । ଏଥିପାଇଁ କଟକରେ ଲାଗୁ ହୋଇଛି କଟକଣା । ଭସାଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଛି । ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି କଟକରେ ୧୪ଟି…

ବଟି ମାଗି ବନ୍ଧା ହେଲେ ସାମ୍ବାଦିକ

ଭୁବନେଶ୍ୱର: ଦାଦା ବଟି ମାଗିବା ପଡିଲା ମହଙ୍ଗା । ବନ୍ଧା ହେଲେ ସାମ୍ବାଦିକ । ଖବର ପ୍ରସାରଣ କରିଦେବା ନାମରେ ଚାନ୍ଦା ଆଦାୟ କରୁଥିବା ୬ ଜଣ ସାମ୍ବାଦିକଙ୍କୁ ଗିରଫ୍ କରିଛି କମିଶନରେଟ୍ ପୋଲିସ। ଏକ ଘିଅ କମ୍ପାନୀର ମାଲିକଙ୍କୁ ଧମକ ଦେଇ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା…

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୪ ଲକ୍ଷରୁ ଅଧିକ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୂତାଣୁ କାୟା ବିସ୍ତାର କରି ଚାଲିଛି। ଏହି ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଇଛି। ଦୁନିଆରେ କରୋନା ସଂକ୍ରମଣ ସଂଖ୍ୟା ୪୩ ନିୟୁତ ଅତିକ୍ରମ କରିଛି। ଏଥିମଧ୍ୟରୁ ପ୍ରାୟ ୧୧ ଲକ୍ଷ ୫୯ ହଜାର ରୋଗୀ ପ୍ରାଣ ହରାଇଛନ୍ତି। ସାରା ବିଶ୍ୱରେ ଗତ ୨୪ ଘଣ୍ଟାରେ…

ଆସିଲା ‘ଫୌଜି’ର ଫାଷ୍ଟ ଲୁକ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର ଖୁବ୍ ଶୀଘ୍ର ଲଞ୍ଚ କରିବାକୁ ଯାଉଛନ୍ତି ମଲ୍ଟିପ୍ଲେୟର୍ ଆକ୍ସନ୍ ଗେମ୍ ‘ଫୌଜି’। ଏନେଇ ଅକ୍ଷୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ଫୌଜି’ର ଏକ ଟିଜର ଜାରି କରିଛନ୍ତି ।…

ରିଲାଏନ୍ସ କର୍ମଚାରୀଙ୍କ ପାଇଁ ଖୁସି ଖବର; ଦୀପାବଳୀ ପୂର୍ବରୁ କର୍ମଚାରୀଙ୍କୁ ମାଲାମାଲ୍‌ କରିବାକୁ ନିଷ୍ପତ୍ତି ନେଇଛି…

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛି ରିଲାଏନ୍ସ କମ୍ପାନୀ। ଦୀପାବଳି ପୂର୍ବରୁ ଏକ ବଡ ଉପହାର ପାଇବାକୁ ଯାଉଛନ୍ତି ରିଲାଏନ୍ସ କର୍ମଚାରୀ। କର୍ମଚାରୀଙ୍କ ବେତନକୁ କରୋନା ପୂର୍ବର ବେତନକୁ ଫେରାଇ ଆଣିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଏହା ସହିତ…

ଦୀର୍ଘ ୨୫ ବର୍ଷ ପରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ

ପୁରୀ: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ମହାବାହୁ ଭକ୍ତଙ୍କୁ ଦର୍ଶନ ଦେବେ। ସୂଚନା ଅନୁଯାୟୀ ଏ ବର୍ଷ ପଞ୍ଚକ…

୪୮ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଅଭିନେତ୍ରୀ ମନ୍ଦିରା ବେଦୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀ ୪୮ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା ହୋଇଛନ୍ତି। ବାସ୍ତବରେ ମନ୍ଦିରା ବେଦୀ ଏବଂ ତାଙ୍କ ସ୍ୱାମୀ ରାଜ କୌଶଲ ଏକ ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏହି ଶିଶୁଟିର ନାଁ ତାରା ବେଦୀ ରଖାଯାଇଛି। ମନ୍ଦିରା ସୋସିଆଲ ମିଡିଆ…

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି ଓ ଦିଲ୍ଲୀପ ରାୟଙ୍କ ଭୂମିକା

ନୂଆଦିଲ୍ଲୀ: ୧୯୯୯ରେ ଦିଲ୍ଲୀପ ରାୟ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ଝାଡ଼ଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନରେ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା । ୧୯୯୮ରେ ଝାଡଖଣ୍ଡର ବ୍ରହ୍ମଡିହା କୋଲବ୍ଲକ ପାଇଁ ଆବେଦନ କରିଥିଲା କାଷ୍ଟ୍ରୋନ ମାଇନିଂ ଲିମିଟେଡ । କମ୍ପାନୀ…

‘ଟୁ ପ୍ଲସ୍ ଟୁ’ ମନ୍ତ୍ରୀସ୍ତରୀୟ ଆଲୋଚନା ପୂର୍ବରୁ ଭାରତକୁ ଆମେରିକାର ସ୍ୱାଗତ ବାର୍ତ୍ତା

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଟି ଏସପର୍ 'ଟୁ ପ୍ଲସ୍ ଟୁ' ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଆସନ୍ତା ୨୦୨୧ ଜାନୁୟାରୀ ୧ ରୁୁ ଆରମ୍ଭ…