Latest Odisha News

ଆଜି ଜନ୍ମଦିନରେ ଜାଣନ୍ତୁ, କଲାମଙ୍କ ବିଷୟରେ ୧୨ଟି ଅଜଣା କଥା

ଭୁବନେଶ୍ୱର: ମହାମାନବ 'ମିସାଇଲ ମ୍ୟାନ୍' ଏପିଜେ ଅବଦୁଲ କଲାମଙ୍କର ଆଜି ହେଉଛି ଜନ୍ମଦିବସ । ସେଥିଲେ ଜଣେ ଶିକ୍ଷକ, ବୈଜ୍ଞାନିକ, ରାଷ୍ଟ୍ରପତି ଆହୁରି ଅନେକ କିଛି । ସର୍ବୋପରେ ସେ ଥିଲେ ଭାରତ ମାତାର ସୁଯୋଗ୍ୟ ସନ୍ତାନ । ଭାରତରତ୍ନ ପ୍ରାପ୍ତ ଏହି ମାହାନ ବ୍ୟକ୍ତିଙ୍କ ବିଷରେ ଜାଣନ୍ତୁ ୧୨ଟି…

ଅବିବାହିତ ଥାଇ ମଧ୍ୟ ଅବଦୁଲ୍ କଲାମଙ୍କର ଅଛନ୍ତି ୩ ପୁଅ !

ନୂଆଦିଲ୍ଲୀ: ସାରା ଦେଶରେ ଭାରତର ମିସାଇଲ୍ ମ୍ୟାନ୍ ତଥା ୧୧ତମ ରାଷ୍ଟ୍ରପତି ଏପିଜେ ଅବୁଦୁଲ୍ କଲାମଙ୍କର ୮୮ତମ ଜନ୍ମ ବାର୍ଷିକୀ ପାଳିତ କରାଯାଉଛି । ଭାରତୀୟ ମହାକାଶ ବିଜ୍ଞାନରେ ତାଙ୍କର ଅତୁଳନୀୟ ଦାନ ପାଇଁ ତାଙ୍କୁ 'ମିସାଇଲ ମ୍ୟାନ୍' ଭାବେ ସାରାଦେଶ ଜାଣିଛି । ଭାରତର ଅନେକ…

ଆଇନଜୀବୀଙ୍କ ଆନ୍ଦୋଳନ: ସରକାରଙ୍କ ସମେତ ସମସ୍ତ ବାର୍ ଅସୋସିଏସନକୁ ହାଇକୋର୍ଟଙ୍କ ନୋଟିସ

କଟକ: ଆଜି ପ୍ରଥମଥର ଲାଗି ଓଡ଼ିଶା ହାଇକୋର୍ଟଙ୍କ ଫୁଲ୍ ବେଞ୍ଚ ବସି ଓଡ଼ିଶା ସରକାରଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲା ବାର୍ ଆସୋସିଏସନଗୁଡ଼ିକୁ ଆଇନଜୀବୀମାନଙ୍କ ଆନ୍ଦୋଳନ ବିରୋଧରେ ନୋଟିସ ଜାରି କରିଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ସମେତ ଯେଉଁ ୧୩ ଜଣ ବିଚାରପତିଙ୍କୁ ନେଇ…

ଭୁବନେଶ୍ୱର ବିମାନବନ୍ଦରରୁ ବିଦେଶୀ ବ୍ରାଣ୍ଡର ସିଗାରେଟ୍ ଜବତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ)ର ଅଧିକାରୀମାନେ ମଙ୍ଗଳବାର ଦିନ ୪୦୦ ପ୍ୟାକେଟ ବିଦେଶୀ ବ୍ରାଣ୍ଡର ସିଗାରେଟ୍ ଜବତ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଡିଆରଆଇର ଅଧିକାରୀମାନେ ଏୟାର ଏସିଆ…

ସୋସିଆଲ ମିଡିଆର ବହୁଳ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ବର: ଆଜିର ଇଣ୍ଟରନେଟ ଯୁଗରେ ଯୁବ ପିଢି ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ) ସହ ନିଜକୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ କରି ସାରିଲାଣି । ଦୈନନ୍ଦିନ ଜୀବନର ପ୍ରତ୍ୟେକଟି ଘଟଣା ଦୁର୍ଘଟଣାକୁ ସେୟାର କରିବା ପାଇଁ ହେଉ ଅଥବା ଅନ୍ୟାନ୍ୟ କାର୍ଯ୍ୟକଳାପ ମାନ ପାଇଁ ସୋସିଆଲ ମିଡ଼ିଆକୁ ଆମେ ଏକ…

ପ୍ରତିଦିନ କାହିଁକି କରାଯାଏ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ର ଅନୁଯାୟୀ ପୂଜା ପାଉଥିବା ଦେବଦେବୀଙ୍କ ମଧ୍ୟରୁ ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ । କାରଣ ସୂର୍ଯ୍ୟ ଏମିତି ଜଣେ ଦେବତା ଯାହାଙ୍କୁ ପ୍ରତ୍ୟେକ ଦିନ ପ୍ରତ୍ୟେକ ଲୋକ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରୁଛନ୍ତି । ଆହୁରି ମଧ୍ୟ କୁହାଯାଏ ସମସ୍ତ…

ତେଲୁଗୁ ଫିଲ୍ମ ‘ଜର୍ସି’ର ରିମେକରେ ନଜର ଆସିବେ ଶାହିଦ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ବଲିଉଡ ସିନେମା 'କବୀର ସିଂ'ର ଅଦ୍ଭୁତ ପୂର୍ବ ସଫଳତା ପରେ ଭାରତୀୟ କ୍ରିକେଟ ଦଳର ଜର୍ସିରେ ନଜର ଆସିବେ ଶାହିଦ । ଆପଣ ଭାବୁଥିବେ ଶାହିଦ ସିନେମାରୁ ସନ୍ୟାସ ନେଇ ଖେଳରେ କାହିଁକି ଯୋଗ ଦେଲେ ! କିନ୍ତୁ ଆମେ ଆପଣଙ୍କୁ କହି ରଖୁଛୁ ଶାହିଦ ଏହି ଜର୍ସି ଖେଳ ପାଇଁ…

ନନ୍ଦନକାନନରେ ଧଳା ବାଘ ‘ଶୁଭ୍ରାଂଶୁ’ର ମୃତ୍ୟୁ

ଭୁବନେଶ୍ୱର: ସହରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ଦିନ ଶୁଭ୍ରାଂଶୁ ନାମକ ଏକ ଅଣ୍ଡିରା ଧଳା ବାଘର ମୃତ୍ୟୁ ଘଟିଛି । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଏହି ୫ ବର୍ଷର୍ୀୟ ଧଳା ବାଘଟି ଗତ କିଛି ଦିନ ହେବ କିଡନୀ ଜନିତ ସମସ୍ୟା ଓ ଡାଇରିଆରେ ପିଡିତ…

ଏୟାର ଇଣ୍ଡିଆକୁ ଶକ୍ତ ଧକ୍କା; ଇସ୍ତଫା ଦେଲେ ୧୨୦ ପାଇଲଟ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୧୨୦ ପାଇଲଟ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦରମା ଏବଂ ଚାକିରୀରେ ପଦୋନ୍ନତିକୁ ନେଇ ଏହି ପାଇଲଟମାନେ ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । 'ଏ-୩୨୦ ଏୟାରବସ'ର ୧୨୦ ପାଇଲଟଙ୍କ ଦାବି ପୂରଣ…