Latest Odisha News

BREAKING NEWS

ଟ୍ରକରେ ଲାଗିଲା ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଶୁକ୍ରବାର ଦିନ ଏକ ଟ୍ରକରେ ଅଗ୍ନିକାଣ୍ଡ ଘଟିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ତେବେ…

କେକ୍ କାଟିଲେ ଖଣ୍ଡାରେ, ରସିକିଆ ବାବୁ ଜେଲରେ !

ମହାରାଷ୍ଟ୍ର: ଜନ୍ମଦିନ ପାଳନ କରିବାର ଇଛା ଓ ଉତ୍ସାହ ସମସ୍ତଙ୍କର ଥାଏ । ହେଲେ ଆଇନ୍ କାନୁନ୍‌ର ସୀମା ପାର କରି ଜନ୍ମଦିନ ପାଳିବା ସମସ୍ତଙ୍କୁ ମହଙ୍ଗା ପଡିଥାଏ । ଏହି ଧାରାରେ ନାଗପୁରର ଜଣେ ଯୁବକ ଅତ୍ୟଧିକ ଉତ୍ସାହିତ ହୋଇ ଭିନ୍ନ ଧରଣର ଜନ୍ମଦିନ ପାଳିଥିଲେ । ହେଲେ ପରେ ସେହି ଉତ୍ସାହ ଓ…

ରେଳବାଇ ତରଫରୁ ନୂଆ ସେବା ଆରମ୍ଭ; ଯାତ୍ରୀଙ୍କ ସୁବିଧା ପାଇଁ ‘ବ୍ୟାଗ ଅନ୍‌ ହ୍ୱିଲ୍‌ ସେବା’

ନୂଆଦିଲ୍ଲୀ: ରେଳବାଇ ଦୀପାବଳି ପୂର୍ବରୁ ରେଳଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆଣିଛି। ରେଲ୍‌ୱେ ଯାତ୍ରୀଙ୍କ ପାଇଁ 'ବ୍ୟାଗ ଅନ୍‌ ହ୍ୱିଲ୍‌ ସେବା’ ଆରମ୍ଭ କରିବାକୁ ଯାଉଛି। ଏହି ସେବା ଦ୍ୱାରା ରେଳ ଯାତ୍ରା ସମୟରେ  ଯାତ୍ରୀମାନଙ୍କୁ ଆଉ ଘରୁ ଜିନିଷପତ୍ର ବୋହି ଆଣିବାକୁ ପଡ଼ିବନି। ଏଥିରେ…

ବେଗୁନିଆପଡା ଓ ଏଲ୍ ଏମ୍ ବିଭାଗରେ ବିନା ବିଜ୍ଞାପନରେ ନିଯୁକ୍ତି ଅଭିଯୋଗ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଥିବା ଓଡିଶା ଜୀବିକା ମିଶନ (OLM)ବିଭାଗରେ ଚାଲୁଛି ଆଇନକୁ ଆଖି ଠାର l ନା ଅଛି ପ୍ରତିବନ୍ଧକ ନା ଅଛି ଡର କି ଭୟ l ସରକାରୀ ବ୍ୟବସ୍ଥାକୁ ଅବମାନନା କରି ଚାଲିଛି ରାବଣ ରାଜ l ପ୍ରାପ୍ତ ସୂଚନା ଅନୁଯାୟୀ ଓ ଏଲ୍ ଏମ୍ ବିଭାଗରେ ୫ ମାସ…

ମାଆ ପାଇଁ ବାପାକୁ ହତ୍ୟା, ଅନିଶ୍ଚିତତା ଘେରରେ ଝିଅର ଭବିଷ୍ୟତ !

ମଧ୍ୟପ୍ରଦେଶ: ଭୋପାଳରେ ସାମ୍ନାକୁ ଆସିଛି ଲୋମହର୍ଷଣକାରୀ ଘଟଣା । ମାଆ ପାଇଁ ବାପାକୁ ଅତି ନିର୍ମମ ଭାବେ ହତ୍ୟା । ହେଲେ ଜେଲ ଦଣ୍ଡାଦେଶ ମିଳିଛି ନାବାଳିକା ଝିଅକୁ । ଏହି ଖବର ମଧ୍ୟପ୍ରଦେଶରେ ଚାଂଚଲ୍ୟ ଖେଳାଇଥିଲାବେଳେ ପ୍ରଛଦପଟ୍ଟ କାହାଣୀ ତଦନ୍ତକାରୀ ପୋଲିସକୁ ବି ତାଜୁବ କରିଛି ।…

ନବ ରୂପେ ମା ନବ ଦୁର୍ଗା

✍️ସୁପ୍ରିୟା ପଣ୍ଡା ପାର୍ବଣ ଋତୁର ଦୁନ୍ଦୁଭି ବାଜିବ                                                          ତୁମ ଆଗମନୀ ହୋଇବ ଅବତରୀ ଆସି ଏ ଧରା ପୃଷ୍ଠରେ ଜୀବନରେ ପ୍ରାଣ ସଞ୍ଚିବ । ନବ ଦିନେ ନିତ୍ୟ ନବ ରୂପରେ ଦର୍ଶନ ତୁମର ହୋଇବ ମହିଷାମର୍ଦ୍ଧିନି ହେ…

ଓଲଟି ପଡିଲା ମାଛ ବୋଝେଇ ଗାଡି: ସାହାଯ୍ୟ ବଦଳରେ ମନଇଚ୍ଛା ଲୁଟି ନେଲେ ଲୋକେ

ପାରାଦୀପ: ପାରାଦୀପ ମାଛଧରା ବନ୍ଦରରୁ ଦିଘା ଯାଉଥିବା ଏକ ପିକପ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ରାସ୍ତା ମଝିରେ ବିଛାଡି ହୋଇ ପଡିଥିଲା ୪ ଲକ୍ଷ ଟଙ୍କାର ମାଛ। ମାତ୍ର ସାହାଯ୍ୟ ବଦଳରେ ଯିଏ ପାଇଲା ସେ ବୋହି ନେଇ ଚାଲିଲେ। ବାଟରେ ଯାଉଥିବା ଲୋକମାନେ ପଲିଥିନ୍ ଓ ବ୍ୟାଗରେ ଭର୍ତ୍ତି…

ହିମାଳୟରେ ବଡ଼ ଧରଣର ଭୂକମ୍ପ ନେଇ ପୂର୍ବାନୁମାନ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ସମଗ୍ର ହିମାଳୟ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂକମ୍ପ ହେବାର ସମ୍ଭାବନା ରହିଛି ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୮ ପର୍ଯ୍ୟନ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଯଦି ଏହା ଘଟେ ତେବେ ତେବେ ଏହାର ପ୍ରଭାବ ଭାରତରୁ ପାକିସ୍ଥାନ ପର୍ଯ୍ୟନ୍ତ ଦେଖାଯିବ।…

ଭୁବନେଶ୍ୱରରେ ୧୮୯ କରୋନା ଆକ୍ରାନ୍ତ; ସେଥିରୁ ୧୪୨ ଲୋକାଲ୍ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୮୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଭୁବନେଶ୍ୱରରେ ମୋଟ୍ ୨୮,୨୯୯ କରୋନା ପଜିଟିଭ ମାମଲା ରହିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର…

ଆର୍ଟ ହଜ ଗ୍ୟାଲେରୀରେ ସ୍ଥାନ ପାଇଲା ଚିତ୍ରଶିଳ୍ପୀ ଆଦିତ୍ୟଙ୍କ ଚିତ୍ର

ବାଲେଶ୍ୱର: ଯୁବ ଚିତ୍ରଶିଳ୍ପୀ ଆଦିତ୍ୟ କୁମାର ଜେନାଙ୍କ ଚିତ୍ରକଳା ନେଚର ଫାଣ୍ଟାସି ଦକ୍ଷିଣ ଭାରତର ପ୍ରସିଦ୍ଧ ଆର୍ଟ ଗ୍ୟାଲେରୀ ଆର୍ଟ ହଜରେ ସ୍ଥାନ ପାଇଛି । ସେ ବାଲେଶ୍ୱର ଜିଲ୍ଲା ଗୋହିରାପଦା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି। ଏହା ବ୍ୟତୀତ ଆଦିତ୍ୟଙ୍କ ଚିତ୍ରକଳା ସଂପର୍କରେ ଏକ…