ଗ୍ରୀନ କରିଡରରେ ରାଜଧାନୀ; ୮ ମିନିଟରେ ଏୟାରପୋର୍ଟ ପହଞ୍ଚିଲେ ଗୁରୁତର ରୋଗୀ
ଭୁବନେଶ୍ୱର: ଜଣେ ଗୁରୁତର ରୋଗୀଙ୍କ ପାଇଁ ଭୁବନେଶ୍ୱରର ନୟାପଲ୍ଲୀରୁ ଏୟାରପୋର୍ଟ ଯାଏଁ କରାଯାଇଥିଲା ଗ୍ରୀନ କରିଡର। ଯାହା ଫଳରେ କେବଳ ମାତ୍ର ୮ ମି.ରେ ଏୟାରପୋର୍ଟରେ ପହଞ୍ଚିଥିଲା ଆମ୍ବୁଲାନ୍ସ ।
ସୂଚନାନୁସାରେ ସମ୍ପୃକ୍ତ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ନିଆଯିବା ନେଇ…