Latest Odisha News

BREAKING NEWS

ଅକ୍ଟୋବର ୩ରେ ଓଡିଶା ଆସୁଛନ୍ତି ଏନ୍ଆଇଏ ଡିଜି

ଭୁବନେଶ୍ବର:  ଆସନ୍ତା ଅକ୍ଟୋବର ୩ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଏନ୍ଆଇଏ ଡିଜି ଯୋଗେଶ ମୋଦି। ଶ୍ରୀ ମୋଦି ଏନ୍ଆଇଏର  ବରିିିଷ୍ଠ ଅଧିକାରୀଙ୍କ ଏକ ଟିମ୍ ସହ ଓଡିଶା ଗସ୍ତରେ ଆସି ଆତଙ୍କବାଦ, ଉଗ୍ରଵାଦ, ଆତଙ୍କବାଦୀ ଫଣ୍ଡ ମାମଲାର ତଦନ୍ତ ସମ୍ପର୍କରେ ବରିିିଷ୍ଠ ପୋଲିସ…

ମଙ୍ଗଳବାର ଠାରୁ ଲାଗୁହେବ ନୂଆ ବ୍ୟାଙ୍କିଂ ସମୟ; ସକାଳ ୧୦ଟାରୁ ଦିନ ୪ଟା ଯାଏଁ ଗ୍ରାହକ ପାଇବେ ସେବା

ଭୁବନେଶ୍ୱର: ଓଡ଼ିଶାରେ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି ନୂଆ ବ୍ୟାଙ୍କିଂ ସମୟ ନିର୍ଘଣ୍ଟ । ସମସ୍ତ ସରକାରୀ ବ୍ୟାଙ୍କ ଗୁଡ଼ିକରେ ଏବେ ସକାଳ ୧୦ରୁ ବ୍ୟାଙ୍କ କାର୍ଯ୍ୟ ଆରମ୍ଭ ହେବ ଏବଂ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କ ଉପଭୋକ୍ତାମାନେ ସେବା ପାଇପାରିବେ । ଏସମ୍ପର୍କରେ ସୂଚନା ପ୍ରଦାନ କରି ୟୁକୋ…

ଏମିତି ହୁଏ ପ୍ରଥମ ଥର

ଏମିତି ହୁଏ ପ୍ରଥମ ଥର ଫିର୍ଦୋଷୀ ତବସୁମ୍‍ ଏମିତି କିଛି ହୁଏ ପ୍ରଥମ ଥର ତୁମେ ଦେଖି ମତେ ବୋଧେ ଆଉ କିଛି ଦେଖିବା ଭୁଲିଯାଇଥିଲ ଚକିତ ଥିଲ ତୁମେ ଅପଲକ ଅନାଇ ମଜ୍ଜି କହିଥିଲ,"ତୋ ସୁଢ଼ଳ ନୟନର ପ୍ରେମ ପିଆଲାରେ ମତୁଆଲା ମୋର ଏ ମନ।" ରୋମାଞ୍ଚରେ ଭରିଯାଇଥିଲା ମୋର ମନ ସବୁଜ ଦିଗନ୍ତ…

ଆଦାନୀ ଫାଉଣ୍ଡେସନ ପକ୍ଷରୁ ‘ସ୍ୱଚ୍ଛାଗ୍ରହ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧାମରା: ‘ସ୍ୱଚ୍ଛାଗ୍ରହ’– ଶିକ୍ଷାରେ ଏକ ବ୍ୟବହାରିକ ପରିବର୍ତ୍ତନ, ଯାହା ଆଦାନୀ ଫାଉଣ୍ଡେସନର ଏକ ନିଆରା ପଦକ୍ଷେପ । ସ୍ୱାଧୀନତା ସଂଗ୍ରାମ ସମୟରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସତ୍ୟାଗ୍ରହରୁ ଅନୁପ୍ରାଣିତ ହୋଇ ଏବେ ବି ଭାରତୀୟଙ୍କୁ ପ୍ରେରଣା ଯୋଗାଉଛି । ସ୍ୱଚ୍ଛାଗ୍ରହକୁ…

ଓଡ଼ିଶାର ଦୁଇଟି ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତ

ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂତନ କୁଳପତିଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଓଡ଼ିଶା ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ଗୋବିନ୍ଦ ଜେ…

ଓଡ଼ିଆ ଘରର ସୁଆଦିଆ ‘ଆରିସା ପିଠା’ର ଇତିହାସ ଓ ପ୍ରସ୍ତୁତି ପ୍ରଣାଳୀ

ଭୁବନେଶ୍ୱର: ଓଡ଼ିଆ ଘରର ପିଠା ମାନଙ୍କ ମଧ୍ୟରେ ଆରିସା ପିଠାର ରହିଛି ସ୍ୱତନ୍ତ୍ର ପରିଚୟ । ଏହାର ରଙ୍ଗ ଓ ବାସ୍ନାରେ ହିଁ ଖାଇବାବାଲାର ପାଟିରୁ ଲାଳ ବୋହି ଆସେ । ଏହା ପ୍ରାୟତଃ ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଏହା ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ…

ସରଗରମ ହେଲା ବିଜେପୁର ରାଜନୀତି: ତିନି ପ୍ରମୁଖ ଦଳର ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ ପତ୍ର

ବିଜେପୁର: ବିଜେପୁର ନିର୍ବାଚନ ପାଇଁ ସୋମବାର ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହୋଇଥିବା ବେଳେ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ଦାଖଲ କରିସାରିଥିବା ସୂଚନା ମିଳିଛି । ପ୍ରଥମେ ବିଜେଡି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଏହାପରେ ପ୍ରାର୍ଥୀନୀ ରୀତା ସାହୁ ଓ…

ବାଲେଶ୍ୱରରେ ବ୍ୟାପୁଛି ଡ଼େଙ୍ଗୁ !

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଡ଼େଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼େଙ୍ଗୁରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ସୂଚନା ମିଳିଛି । ଜିଲ୍ଲାର ବାଲିଆପାଳ ଏବଂ ଜଳେଶ୍ୱର ବ୍ଲକରେ ଅଧିକମାତ୍ରାରେ ଡ଼େଙ୍ଗୁ…

ରେକର୍ଡ଼ କଲା ‘ହାଉସଫୁଲ-୪’ ଟ୍ରେଲର୍; ୨ ଦିନରେ ଦେଖିଲେ ୩୪ କୋଟି ଦର୍ଶକ !

ମୁମ୍ବାଇ: ରିଲିଜ ହେଲା କମେଡି ସିନେମା 'ହାଉସଫୁଲ-୪'ର ଟ୍ରେଲର । ସୁପର କମେଡି ସହ ଜବରଦସ୍ତ ଡ୍ରାମାରେ ଭରପୁରଥିବା ଏହି ସିନେମାର ଟ୍ରେଲରକୁ ମିଳିଛି ଅଦ୍ଭୁତପୂର୍ବ ସମର୍ଥନ । ରବିବାର ରିଲିଜ ହୋଇଥିବା ଏହି ଟ୍ରେଲରକୁ ମାତ୍ର ୨ ଦିନରେ ଦେଖି ସାରିଲେଣି ପାଖାପାଖି ୩୪ କୋଟି ଥର ଦେଖା ସରିଲାଣି…

ଉଚ୍ଛେଦ ହେଲା ଭୁବନେଶ୍ୱର ଆରଟିଓ ଅଫିସ୍ ନିକଟସ୍ଥ ଅସ୍ଥାୟୀ ସେଡ୍

ଭୁବନେଶ୍ୱର: ବିଏମସି ଓ ବିଡିଓର ଜଏଣ୍ଟ ଇନଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ସୋମବାର ଦିନ ସହିଦ ନଗରସ୍ଥିତ ପରିବହନ କାର୍ଯ୍ୟାଳୟ(ଆରଟିଓ) ନିକଟରେ ଥିବା ପାଖାପାଖି ୪୦ଟି ଅସ୍ଥାୟୀ ସେଡ୍ ତଥା ଘର ଗୁଡିକୁ ଉଚ୍ଛେଦ କରାଯାଇଛି । ଏହି ଅସ୍ଥାୟୀ ଘର ବ୍ୟତିତ କାର୍ଯ୍ୟାଳୟ ନିକଟରେ ଥିବା ୩ଟି…