ପ୍ରେରଣା : ୯ ମାସ ପରିଶ୍ରମ କରି ୩୦୦ ମିଟର ସଡକ ନିର୍ମାଣ କଲେ୧୫୯ ପରିବାରର ମହିଳା
ଭିଲାଇ: ପୁନର୍ବାର ମହିଳା ଶକ୍ତି ଅସମ୍ଭବ ବୋଲି କିଛି ଶବ୍ଦ ନାହିଁ ପ୍ରମାଣିତ କରିପାରିଛନ୍ତି । ଏଠାରେ ଥିବା ଜଙ୍ଗଲମୟ ପରିବେଶରେ ପାହାଡ ଉପରେ ରହିଛି ମାଆ ଶୀତଳାଙ୍କ ମନ୍ଦିର । ମୂଖ୍ୟ ରାସ୍ତାଠାରୁ ଏହା ୩କିଲୋମିଟର ଦୂରରେ ଅବସ୍ଥିତ । ଭଲ ରାସ୍ତା ନ ଥିବାରୁ ଭକ୍ତମାନେ ନାନାପ୍ରକାର…