Latest Odisha News

BREAKING NEWS

ସରଭେଣ୍ଟ୍ ସଙ୍ଗ୍‍ : ଏ ତ କଳିକାଳ ରୀତି

ସରଭେଣ୍ଟ୍ ସଙ୍ଗ୍‍ : ଏ ତ କଳିକାଳ ରୀତି ସୂର୍ଯ୍ୟ ଦେଓ ପ୍ରତି ଗୀତ ପଛରେ ଲୁଚିକି ରହିଥାଏ ଗୋଟିଏ ଗପ । ଗୀତ ସାମ୍ନାକୁ ଆସେ, ଗପ ଅନ୍ତରାଳରେ ରହିଯାଏ । ଅଥଚ ସେହି ଅନ୍ତରାଳ ଗପ କେବେକେବେ ଗରତଠାରୁ ଅଧିକ ଆମୋଦକର, ଅଧିକ ଉନ୍ମାଦକର ମଧ୍ୟ । ଷାଠିଏ ଦଶକର ସିନେମା ‘ଅମଡ଼ବାଟ’ର ‘ଏ ତ କଳିକାଳ…

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟଠାରେ ଶନିବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟ’ର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଏକ ଏକକୃତ ସ୍ୱାସ୍ଥ୍ୟ ସମ୍ମିଳନୀରେ ମଧ୍ୟ ଯୋଗଦେଇଛନ୍ତି ନବୀନ । ଏହି ଭିତ୍ତିପ୍ରସ୍ତର ଉଦଘାଟନ ଉତ୍ସବରେ…

କେୟାର ହସ୍ପିଟାଲ୍ ଦ୍ୱାରା ବ୍ୟାପକ ‘ହୃଦ୍ ଓ ଫୁସଫୁସ୍ ପ୍ରତିରୋପଣ କାର୍ଯ୍ୟକ୍ରମ’ ଉଦଘାଟିତ

ଭୁବନେଶ୍ୱର: କେୟାର ହସ୍ପିଟାଲ,ଭୁବନେଶ୍ୱର ଦ୍ୱାରା ଓଡିଶାର ପ୍ରଥମ ପରିବ୍ୟାପ୍ତ 'ହୃଦ୍ ଓ ଫୁସଫୁସ୍ ପ୍ରତିରୋପଣ' କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମଟି ବିଶ୍ୱର ଖ୍ୟାତିସମ୍ପନ୍ନ ହୃଦ୍ ଓ ଫୁସଫୁସ୍ ପ୍ରତିରୋପଣ ବିଶେଷଜ୍ଞ ଡ. କେଆର୍ ବାଲକ୍ରୀଷ୍ଣନ୍ଙ୍କ ସହଯୋଗରେ ଅନୁଷ୍ଠିତ…

ଡ଼ିସେମ୍ବର ୨୦୨୧ ସୁଦ୍ଧା ଭାରତ ମହାକାଶକୁ ମାନବ ପ୍ରେରଣ କରିବ: ଇସ୍ରୋ ମୁଖ୍ୟ

ଭୁବନେଶ୍ୱର: ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ ଶନିବାର ଦିନ ଭୁବନେଶ୍ୱରଠାରେ କହିଛନ୍ତି ଯେ, ଆସନ୍ତା ଡ଼ିସେମ୍ବର ୨୦୨୧ ସୁଦ୍ଧା ଭାରତ ପକ୍ଷରୁ ମହାକାଶକୁ ମାନବ ପ୍ରେରଣ କରାଯିବାର ଯୋଜନା ରହିଛି । ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏଠାରେ ଡ଼କ୍ଟର ଶିବନ କହିଛନ୍ତି ଯେ, ଅସଫଳତାରେ ଅଧିକ…

ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁଙ୍କୁ ଟାଇମପାସ୍‍ ବୁକର ପୁରସ୍କାର : ଛ’ ଜଣଙ୍କୁ ବେଷ୍ଟସେଲର୍‍

ଭୁବନେଶ୍ୱର ୨୧/୯: ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଟାଇମପାସ୍‍ ବୁକର ପୁରସ୍କାର’ର ବିଜେତାଙ୍କ ନାମ ଘୋଷିତ ହୋଇଛି । ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର…

ଧ୍ରୁବପଥର ସନ୍ଧାନରେ

ଧ୍ରୁବପଥର ସନ୍ଧାନରେ ଦୀପ୍ତିମୟୀ ବିଶ୍ୱାଳ କେତେ ଜୀବନର ପଥଶ୍ରମ ବାଟ କଢାଏ ମୋକ୍ଷ ଆଡ଼କୁ କହିପାରିବ ପଥଚାରୀ ! ଜନନୀ ଜଠରରେ ବାରମ୍ବାର ଶାୟିତ ହେଲାପରେ ବି ଖୋଲିଯାଏନା ତ ରୁଦ୍ଧ ଦ୍ୱାରର ଶିକୁଳି ! ଗମ୍ଭିରାରୁ ଗୋଡ଼ କାଢିଲେ ଦୃଶ୍ୟହୁଏ ମେଘନାଦର ଆରପାଖ । ରାସ୍ତାର…

ଡ୍ରଗ୍ସ ମାଫିଆ ଲିଙ୍କରେ ପୋଲିସ ବାବୁ ଗିରଫ

ବାଲେଶ୍ୱର: ଡ୍ରଗ୍ସ ମାଫିଆ ଶେଖ୍ ରାଜା ଲିଙ୍କରେ କ୍ରାଇମବ୍ରାଞ୍ଚ ଟିମ୍ ଶନିବାର ଦିନ ସହଦେବଖୁଣ୍ଟା ସ୍ଥିତ ବିଚାରଗଞ୍ଜ ଫାଣ୍ଡିର କନେଷ୍ଟବଳଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ରଞ୍ଜନ ସାହୁ ଏବଂ ରାଜା ସହ ଲିଙ୍କ ଥିବା ଜଣାପଡିବା ପରେ ୨ ଦିନ ପୂର୍ବରୁ ବାଲେଶ୍ୱର ଏସପି ତାଙ୍କୁ…

ନବୀନ ନିବାସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନିକଟରେ ଶନିବାର ଦିନ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଘଟଣା ନଜରକୁ ଆସିଛି । ସମ୍ପୃକ୍ତ ଯୁବକଙ୍କ ନାମ ରଘୁନାଥ ଓଝା (୩୮) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ରଘୁନାଥ ନିଜ ଦେହରେ ପେଟ୍ରୋଲ୍ ଢାଳି ଆତ୍ମହତ୍ୟା…

ରାଜଧାନୀ ରାଜରାସ୍ତାରେ ହଙ୍ଗାମା କଲେ ନିଶାଶକ୍ତ ଯୁବତୀ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ରାସ୍ତାରେ ନିଶାଶକ୍ତ ଅବସ୍ଥାରେ ହଙ୍ଗାମା କରୁଥିବା ୨ ଜଣ ଯୁବତୀଙ୍କୁ ହେପାଜତରେ ନେଇଛି ପୋଲିସ । ମିଳିଥିବା ସୂଚନାନୁଯାୟୀ କପିଳେଶ୍ୱର ରୋଡରେ ଯାଉଥିବା ଏକ କାରଟି ହଠାତ୍ ରାସ୍ତା ମଝିରେ ଅଟକିଥିଲା । ପରେ ଏହି ଘଟଣାରେ ସ୍ଥାନୀୟ ଲୋକେ ପ୍ରତିବାଦ…

ଅକ୍ଟୋବର ୨୧ରେ ହେବ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଅକ୍ଟୋବର ୨୧ ତାରିଖରେ ହରିଆନା ଓ ମହାରାଷ୍ଟ୍ର ବିଧାନସଭା ଆସନ ଲାଗି ଶନିବାର ଦିନ ନିର୍ବାଚନ ତାରିଖ ଘୋଷିତ ହୋଇଛି । ଭାରତ ନିର୍ବାଚନ କମିଶନର ମୁଖ୍ୟ ସୁନିଲ ଅରୋରା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ପରେ ୨୪ ତାରିଖରେ ଭୋଟ୍ ଗଣତି ହେବାକୁ…