Latest Odisha News

BREAKING NEWS

କ୍ୟାନସର ରୋଗୀଙ୍କୁ ରାସ୍ତା ଉପରେ ଶୁଆଇ ପ୍ରତିବାଦ

କଟକ: ରାଜରାସ୍ତାରେ ଶୋଇଲେ କ୍ୟାନ୍‌ସର ରୋଗୀ । ମିଳିଲାନି ଚିକିତ୍ସା । ଉତ୍ତମ ଚିକିତ୍ସା ଦାବିରେ ରାସ୍ତାରେ ଉପରେ ରୋଗୀଙ୍କୁ ଶୁଆଇ ପ୍ରତିବାଦ କଲେ ଗାଁ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ-କଳାପଥର ମୁଖ୍ୟ ରାସ୍ତାରେ । କିଛି ଯୁବକ ଜଣେ କ୍ୟାନ୍‌ସର ରୋଗୀଙ୍କୁ ଶୁଆଇ…

କରାଚି ବିସ୍ଫୋରଣ; ଏପର୍ଯ୍ୟନ୍ତ ୩ ମୃତ ୧୫ ଆହତ

କରାଚି: ପଡୋଶୀ ଦେଶ ପାକିସ୍ତାନରେ କରାଚିରେ ଏକ ବଡ଼ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଏହି ବିସ୍ଫୋରଣ ଗୁଲଶାନ-ଇ-ଇକବାଲରେ ମସ୍କାନ ଚୋରାଙ୍ଗିର ଦୁଇ ମହଲା କୋଠାରେ ଘଟିଛି। ତେବେ ବ୍ଲାଷ୍ଟ…

ଓଡ଼ିଶାର ୭ ଜିଲ୍ଲାରୁ କରୋନା ନେଲା ଆଉ ୧୩ ଜୀବନ

ଭୁବନେଶ୍ୱର: ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୩ ଜଣଙ୍କର ପ୍ରାଣ ନେଇଛି ମହାମାରୀ । ୭ଜିଲ୍ଲାର ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୭ ଜଣ ମହିଳା ଓ ୬ ଜଣ ପୁରୁଷ । Regret to inform the demise of…

ହାଇକୋର୍ଟଙ୍କ ରହିବନି ହସ୍ତକ୍ଷେପ, ପରମ୍ପରା ଅନୁଯାୟୀ ରହିବ ମୂର୍ତ୍ତି ଉଚ୍ଚତା

ପୁରୀ: ହସ୍ତକ୍ଷେପ କରିବେନି ହାଇକୋର୍ଟ । ପୁରୀ ଗୋଷାଣୀ ଯାତ୍ରାରେ ପରମ୍ପରା ଅନୁଯାୟୀ ରହିବ ଦୁର୍ଗା ମୂର୍ତ୍ତି ଉଚ୍ଚତା । ଶ୍ରୀଜଗନ୍ନାଥ ମନ୍ଦିର ପରମ୍ପରା ସହିତ ଜଡ଼ିତ ଦୁର୍ଗାମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କୌଣସି ହସ୍ତକ୍ଷେପ କରିବେ ନାହିଁ ହାଇକୋର୍ଟ। ସାତସାହି ପୂଜା କମିଟି ପକ୍ଷରୁ ଆଗତ…

ଗୁଗୁଲ୍‌ ବିରୋଧରେ ମାମଲା ରୁଜୁ କଲେ ଆମେରିକା ସରକାର

ୱାଶିଂଟନ୍: ଆମେରିକା ସରକାର ଗୁଗୁଲ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି। ନ୍ୟାୟ ବିଭାଗ ପକ୍ଷରୁ ଦାଖଲ ହୋଇଥିବା ଏହି ଅଭିଯୋଗରେ ଲୋକପ୍ରିୟ ଆଇଟି କମ୍ପାନୀ ଅନ୍‌ଲାଇନ୍‌ ପ୍ରତିଯୋଗିତା ମାଧ୍ୟମରେ ଗ୍ରାହକମାନଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବା ପାଇଁ ଏହାର ପ୍ରାଧାନ୍ୟର ଅପବ୍ୟବହାର କରୁଥିବାର…

କ୍ରମାଗତ ତୃତୀୟ ଦିନରେ ରାଜ୍ୟରୁ ଦୁଇ ହଜାରରୁ କମ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: କ୍ରମାଗତ ତୃତୀୟ ଦିନରେ ରାଜ୍ୟରୁ ଦୁଇ ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଚାରେ ସଂକ୍ରମିତ ହୋଇଛନ୍ତି ଆଉ ୧୯ ଶହ ୩୧ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୧ ଶହ ୨୦ ଜଣ ଥିବା ବେଳେ ୮୧୧ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । Covid-19 Report…

କୋଭିଡ ଚିକିତ୍ସାରୁ ହଟିବ ପ୍ଲାଜମା ଥେରାପି: ICMR

ନୂଆଦିଲ୍ଲୀ: କାମ ଦେଉନି ପ୍ଲାଜମା ଥେରାପି । ଏଥିପାଇଁ କୋଭିଡ ଚିକିତ୍ସାରୁ ହଟିବ ପ୍ଲାଜମା ଥେରାପି । ନ୍ୟାଶନାଲ କ୍ଲିନିକାଲ ପ୍ରୋଟୋକଲରୁ ପ୍ଲାଜମା ଥେରାପିକୁ ହଟାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏନେଇ ଆଇସିଏମ୍‌ଆର୍ ବିବୃତି ଜାରି କରି ଏଭଳି କହିଛନ୍ତି । ପ୍ଲାଜମା ଥେରାପିର ରେଜଲ୍ଟକୁ…

ଆମେରିକାର ପ୍ରତିରକ୍ଷା ଏବଂ ବୈଦେଶିକ ସଚିବଙ୍କ ଆସନ୍ତା ସପ୍ତାହରେ ଭାରତ ଗସ୍ତ

ୱାଶିଂଟନ୍: ଭାରତ-ଚୀନ୍ ସୀମାରେ ଚାଲିଥିବା ତିକ୍ତତା ମଧ୍ୟରେ ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଏସ୍ପ‌ର୍ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ସେ ଏବଂ ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ। ଏହି ସମୟ ମଧ୍ୟରେ ଚୀନ୍‌ର ରଣନୀତିକ ଆହ୍ୱାନର ମୁକାବିଲା…

୪୦ ଫୁଟ ତଳକୁ ଖସିଲା ବସ୍, ୫ ମୃତ ଓ ୩୫ ଆହତ

ମହାରାଷ୍ଟ୍ର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବ୍ରିଜ ଉପରୁ ୪୦ ଫୁଟ୍ ତଳକୁ ବସ୍ ଖସି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୩୫ ଜଣ । ମହାରାଷ୍ଟ୍ରର ନନ୍ଦୁରବାର ଅନ୍ତର୍ଗତ ଖାମଚନ୍ଦର ଗାଁ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ବସ୍ ଡ୍ରାଇଭର, ହେଲପର ଓ ତିନି…

ଅବପାତର ରୂପ ନେବ ଲଘୁଚାପ, ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଗତ ୨୪ ଘଂଟା ମଧ୍ୟରେ ଘନୀଭୁତ ହୋଇପାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ଧୀରେ ଧୀରେ ଅବପାତର ରୂପ ନେବା ସମ୍ଭାବନା ରହିଛି । ଆନ୍ଧ୍ର ଉପକୂଳରେ ଏହା ଘନୀଭୂତ ହୋଇ ୱେଲ୍‌ମାର୍କ ଲୋ ପ୍ରେସରରେ ପରିଣତ ହେବ । ଏହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ…