Latest Odisha News

ଜାଣନ୍ତୁ, କିପରି ରକ୍ତରେ ଜୁଡୁବୁଡୁ ପୀଡ଼ିତଙ୍କୁ ଏସପି ସୌମ୍ୟା ମିଶ୍ର ରାସ୍ତାରୁ ହସ୍ପିଟାଲକୁ ନେଲେ…

ରାଉରକେଲା: ସୁନ୍ଦରଗଡ଼ ଏସପି ଆଇପିଏସ ସୌମ୍ୟା ମିଶ୍ରଙ୍କ ଏକ ପ୍ରଶଂସନୀୟ କାର୍ଯ୍ୟ ସମଗ୍ର ଜିଲ୍ଲାରେ ଏବେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି । ଏସପି ସୌମ୍ୟା ମିଶ୍ର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ରାସ୍ତାରୁ ଉଦ୍ଧାର କରି ଡ଼ାକ୍ତରଖାନାକୁ ନିଜ ଗାଡ଼ିରେ…

ଆପଣାନ୍ତୁ ଏହି ସରଳ ଉପାୟ, ନିଶ୍ଚିତ ପାଇବେ ସୁନ୍ଦର ମସୃଣ ତ୍ୱଚା

ଭୁବନେଶ୍ୱର: ଉଭୟ ପୁରୁଷ ଓ ମହିଳା ନିଜ ସୌନ୍ଦର୍ଯ୍ୟକୁ ନେଇ ସଚେତନ ଥାନ୍ତି । କିନ୍ତୁ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଏହାକୁ ଟିକିଏ ଅଧିକ ପ୍ରଧାନ୍ୟ ଦେଉଥିବାର ଦେଖିବାକୁ ମିଳିଥାଏ । ନିଜର ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏମାନେ ବିଭିନ୍ନ ପ୍ରୟାସ ମଧ୍ୟ କରିଥାନ୍ତି । ପାର୍ଲର…

ଅସଜଡ଼ା ନିଷ୍ପତ୍ତି

ଅସଜଡ଼ା ନିଷ୍ପତ୍ତି ଜ୍ୟୋତିପ୍ରକାଶ ମହାପାତ୍ର ଅନେକ ନିଷ୍ପତ୍ତି ଏମିତି ନିଆଯାଇଛି । ଯାହା ସଂପର୍କରେ କେହି କେବେ ଭାବି ନାହାନ୍ତି । ଥରୁଟିଏ ଚିନ୍ତା କରି ନାହାନ୍ତି, ଏହାର ପରିଣାମ କଣ ହେବ । ବାସ୍‍, ନିଷ୍ପତ୍ତି ନେଇଗଲେ । ପରେ ପୁଣି ସେଠାରୁ ପଛକୁ ଫେରୁଛନ୍ତି ସରକାର । ଫଳରେ ଲୋକେ…

‘ଶ୍ରୀହନୁମାନ ପ୍ରାଣରକ୍ଷା ମନ୍ତ୍ର’ ଜପ କରନ୍ତୁ, ଅଦ୍ଭୁତ ଉପକାର ପାଆନ୍ତୁ…

ଭୁବନେଶ୍ୱର: ସର୍ବ ଶକ୍ତିମାନ ଶ୍ରୀହନୁମାନଙ୍କ ଶକ୍ତି ସମ୍ପର୍କରେ ଆପଣମାନେ ଭଲଭାବେ ଜାଣନ୍ତି । ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନିମନ୍ତେ ଶ୍ରୀହନୁମାନ ହିଁ ଦୁଃସାଧ୍ୟ ସାଧନ କରିଛନ୍ତି । ଯେଉଁ ସ୍ଥାନକୁ ଯିବା ଅସମ୍ଭବ ସେହି ସ୍ଥାନକୁ ଯାଇ ଶ୍ରୀହନୁମାନ ଯାଇ ପ୍ରାଣ ରକ୍ଷା କରିଛନ୍ତି ।…

ଅଧିକ ସମୟ ଧରି ହେଡଫୋନ ବ୍ୟବହାର କରୁଛନ୍ତି କି, ହୁଅନ୍ତୁ ସାବଧାନ

ଭୁବନେଶ୍ୱର: ଆଜିର ସମୟରେ ପ୍ରାୟତଃ ଆମେ ସମସ୍ତେ ମୋବାଇଲ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ମୋବାଇଲ ବିନା ଯେପରି ଆମର ଜୀବନ ଆଉ କଳ୍ପନା କରିବା ସମ୍ଭବ ନୁହେଁ । ମୋବାଇଲ ସାଙ୍ଗକୁ ରହିଛି ଏହାର ହେଡଫୋନ । ଯାହାକୁ ଦେଖନ୍ତୁ କାନରେ ହେଡଫୋନ ନହେଲେ ଇୟରଫୋନ । କାନରେ ହେଡଫୋନ କିମ୍ବା ଇୟରଫୋନ…

ଜାଣନ୍ତୁ, ସଜନା ଛୁଇଁର ଚମତ୍କାର ଔଷଧୀୟ ଗୁଣ…

ଭୁବନେଶ୍ୱର: ବଜାରରେ ମିଳୁଥିବା ସଜନା ଛୁଇଁକୁ ପ୍ରାୟତଃ ଆମେ ଘରେ ଭଜା, ତରକାରି କିମ୍ବା ଡାଲମାରେ ପକାଇ ପ୍ରସ୍ତୁତ କରିଥାନ୍ତି । ଏହି ଛୁଇଁ ସଜନା ଗଛର ଫଳ ହୋଇଥାଏ । ଏହାର ପତ୍ର, ଡାଳ ଏବଂ ମୂଳରେ ଔଷଧୀୟ ଗୁଣ ଭରି ରହିଥାଏ । ଏହି ଛୁଇଁ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅନେକ ହିତକର ହୋଇଥାଏ ।…

ଫିଫା ବିଶ୍ୱକପ ଫୁଟବଲ୍ ଯୋଗ୍ୟତା ପର୍ଯ୍ୟାୟ: କଳିଙ୍ଗ ଷ୍ଟାଡ଼ିୟମରେ ହେବ ଭାରତ-କାତାର ମ୍ୟାଚ୍ !

ଭୁବନେଶ୍ୱର: ଦେଶର କ୍ରୀଡା ହବ୍ ଭାବେ ରାଜଧାନୀ ଭୁବନେଶ୍ୱର ମାନ୍ୟତା ଅର୍ଜନ କରିଥିବା ବେଳେ ଆସନ୍ତା ବର୍ଷ କଳିଙ୍ଗ ଷ୍ଟାଡିୟମରେ ଭାରତ-କାତାର ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଆହୁରି ମଧ୍ୟ ୨୦୨୦ରେ ଭାରତ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଆୟୋଜନ କରୁଛି । ଏହି ବିଶ୍ୱକପର ପ୍ରଥମ…

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ନିଯୁକ୍ତ ହେଲେ ପିକେ ସିହ୍ନା

ନୂଆଦିଲ୍ଲୀ:ସମ୍ପ୍ରତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସଡି ଭାବେ କାର୍ଯ୍ୟ କରୁଥିବା ପିକେ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି । ଜୁନ ୧୩, ୨୦୧୫ରୁ ଅଗଷ୍ଟ ୩୦, ୨୦୧୯ ମଧ୍ୟରେ ଶ୍ରୀ ସିହ୍ନା କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ…

ବଲିଉଡର ଏହି ୪୭ ବର୍ଷୀୟ ନିର୍ଦ୍ଦେଶକ ସେୟାର କଲେ ୨୫ ବର୍ଷୀୟା ପ୍ରେମିକାଙ୍କ ଫଟୋ !

ମୁମ୍ବାଇ: ବଡ଼ ଅଜବ ଏଇ ବଲିଉଡର ଦୁନିଆ । ଯେଉଁଠି ନା ଅଛି ବୟସର କୌଣସି ପ୍ରତିବନ୍ଧକ ଆଉ ନା ରହିଛି କିଛି ଉଚ୍ଚ ନିଚ୍ଚର ଭେଦଭାବ । ଏଠାରେ ସମ୍ପର୍କରେ ବାନ୍ଧିହେବା ପାଇଁ ଆବଶ୍ୟକ କେବଳ ଗୋଟିଏ କ୍ଷଣର । ବିନା କୌଣସି ଚେତାବନୀରେ ଅମାନିଆ ହୃଦୟ ଆକର୍ଷିତ ହୋଇଯାଏ ସେହି ଲୋକ ପାଇଁ, ଯାହାକୁ '…

କେନାଲରେ ଫସି ରହିଥିବା ଦନ୍ତାକୁ ଉଦ୍ଧାର କଲା ବନବିଭାଗ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ମହାବିରୋଦ୍ଧ ବନଖଣ୍ଡ ନିକଟସ୍ଥ ଏକ କେନାଲରେ ବୁଧବାର ଦିନ ଫସି ରହିଥିବା ଏକ ହାତୀକୁ ବନବିଭାଗ ଉଦ୍ଧାର କରିଛି । ଉକ୍ତ କେନାଲରେ ଗୋଟିଏ ଦନ୍ତା ହାତୀ ଫସି ରହିଥିବା ଦେଖିବା ପରେ ସ୍ଥାନୀୟ ଲୋକମାନେ ବନବିଭାଗକୁ ସୂଚନା ଦେଇଥିଲେ । ପ୍ରାପ୍ତ ସୂଚନାନୁଯାୟୀ…