Latest Odisha News

BREAKING NEWS

ପୁରୀ ଏମାର ମଠ ଛାଡିବାକୁ ମହନ୍ତ ନାରାଜ !

ପୁରୀ: ପୁରୀ ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ୨ୟ ଦିନ ମଧ୍ୟ ଆରମ୍ଭ ହୋଇଥିବାବେଳେ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଏନେଇ ଅସନ୍ତୋଷ ପ୍ରକାଶ କରିବା ସହ ନିଜ ଆସ୍ଥାନ ଛାଡୁ ନାହାନ୍ତି । ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ମଠ ଉଚ୍ଛେଦ ନେଇ ଗୁରୁବାର ଦିନ ତାଙ୍କ ସହ ଆଲୋଚନା କରିଥିବାବେଳେ ଆଜି…

ଏବେ ଯୁଦ୍ଧମୁହାଁ ହେଉଛି ପାକିସ୍ତାନ, ଜଳପଥରେ ଆକ୍ରମଣ କରିବାକୁ ମସୁଧା !

ନୂଆଦିଲ୍ଲୀ: କାଶ୍ମୀର କେବେବି ପାକିସ୍ତାନର ନ’ଥିଲା ଏବଂ ଏହା ଉପରେ ପାକିସ୍ତାନର ମଧ୍ୟ କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଜମ୍ମୁ ଓ କାଶ୍ମୀରରୁ ଧ।।ରା ୩୭୦ ଉଚ୍ଛେଦ ହେବା ପରେ ଏବେ କାଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କୁ ସେଠାରେ…

ତିନୋଟି କବିତା

ତିନୋଟି କବିତା ସସ୍ମିତା ରାଉତ କଙ୍କଣ ................... ମେଘ ମେଘ ପଲକ ଯେବେ ଦୂରଦୂର ପର୍ଯ୍ୟନ୍ତ ଭାସେ । ଝଡ଼ରେ ନୁହେଁ, କ୍ଷତରେ ବି ନୁହେଁ, ପାହାଡ଼ ବାହୁରେ ତା'ର କଜ୍ଜଳ ଲିଭେ; ଆଖି ତ ବାସ୍ କାହା ପ୍ରେମରେ ହିଁ ଭିଜେ ! ମଶାଲ ....................…

ଏୟାର ଇଣ୍ଡିଆ ବିକ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କଲେ ସରକାର

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏୟାର ଇଣ୍ଡିଆରେ ନିବେଶ କରିଥିବା ସମସ୍ତ ଶେୟାର ବିକ୍ରୀ କରିବାକୁ ସରକାର ଇଚ୍ଛୁକ ଥିବା ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ସୂଚନା ଦେଇଛନ୍ତି। ବିଭାଗୀୟ ମନ୍ତ୍ରୀଙ୍କ କହିବା ଅନୁସାରେ…

ଜୀବନର ଦୋଛକିରେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା

ପେଟର ଭୋକ ଓ ରୂପର ଭେକ, ଜୀବନର ଦୋଛକିରେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା କେଦାର ମିଶ୍ର ବି. ବର୍ମା ଓରଫ ବିମ୍ବାଧର ଜେନା, ଏ ନାଁ ଟି ବିଷୟରେ ଆମର କିଛି ଧାରଣା ଅଛି କି? ଓଡିଶାର ନୂଆ ପ୍ରଜନ୍ମ ଶିଳ୍ପୀଗୁରୁ ବିମ୍ବାଧର ବର୍ମାଙ୍କ ବିଷୟରେ କିଛି ଜାଣନ୍ତି କି? ଏ ପ୍ରଶ୍ନର ସିଧାସଳଖ ଉତ୍ତର…

ଓଡିଶା ସୂଚନା କମିଶନର ଭାବେ ଶପଥ ନେଲେ ବାଳକୃଷ୍ଣ ମହାପାତ୍ର

ଭୁବନେଶ୍ୱର: ଓଡିଶାର ନୂତନ ସୂଚନା କମିଶନର ଭାବେ ବାଳକୃଷ୍ଣ ମହାପାତ୍ର ଶୁକ୍ରବାର ଦିନ ଶପଥ ଗ୍ରହଣ କରିଛନ୍ତି । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜଭବନଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସିତ…

ଖାଲି ଖାଦ୍ୟ ନୁହେଁ, ତ୍ୱଚା ପାଇଁ ମଧ୍ୟ ଉପକାରୀ ପୋଦିନା

ଭୁବନେଶ୍ୱର: ପୋଦିନା ପତ୍ରକୁ ଆମେ ସମସ୍ତେ ଖାଇବା ପାଇଁ ବ୍ୟବହାର କରିଥାଉ। ଖାଦ୍ୟର ଲୁକ ଓ ଟେଷ୍ଟ ବଢାଇବା ପାଇଁ ପୋଦିନା ପତ୍ରକୁ ବ୍ୟବହାର କରାଯାଇଥାଏ। କିନ୍ତୁ କଣ ଆପଣ ଜାଣନ୍ତି ଖାଦ୍ୟଛଡା ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ପୋଦିନକୁ ବ୍ୟବହାର କରାଯାଏ ! ଆମେ ଆଜି ଆପଣଙ୍କୁ କହିବୁ ପୋଦିନା କିପରି…

ଆଜି ସେନା ମୁଖ୍ୟ ବିପିନ ରାୱତଙ୍କ ଶ୍ରୀନଗର ଗସ୍ତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଶୁକ୍ରବାର ଦିନ ଶ୍ରୀନଗର ଅଭିମୁଖେ ଗସ୍ତ କରିବେ ସେନା ମୁଖ୍ୟ ଜେନେରାଲ୍ ବିପିନ ରାୱତ । ପ୍ରାପ୍ତ ସୂଚନାନୁଯାୟୀ ବର୍ତ୍ତମାନ ସମୟରେ ଜମ୍ମୁ-କାଶ୍ମୀରର ସ୍ଥିତି ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିବା ଲାଗି ବିପିନ ରାୱତ…

ରେକର୍ଡ ଭାଙ୍ଗିଲା ସୁନା ଦର, ଟପିଗଲା ୪୦ ହଜାର

ନୂଆଦିଲ୍ଲୀ: ସୁନା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି । ସବୁ ରେକର୍ଡ ଭାଙ୍ଗୀ ଶୁକ୍ରବାର ସୁନା ଦର ୧୦ ଗ୍ରାମକୁ ୪୦ ହଜାର ଟପି ଯାଇଛି । ବିଶ୍ୱରେ ମାନ୍ଦାବସ୍ଥାର ଆଶଙ୍କାରେ ନିବେଶକ ଏବେ ସୁନା ମୁହାଁ ହୋଇଛନ୍ତି। ତେଣୁ ସୁନା ଦର କମିବାର ନାଁ ନେଉନାହିଁ । ଶୁକ୍ରବାର ନୂଆଦିଲ୍ଲୀ ବଜାରରେ…

ରିଲିଜ ହେଲା ପ୍ରଭାସଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘ସାହୋ’

ମୁମ୍ୱାଇ: ଆଜି ରିଲିଜ ହୋଇଛି ପ୍ରଭାସଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘ସାହୋ’। ଆକ୍ସନ୍‌ ଥ୍ରୀଲର୍‌ ଓ ରୋମାନ୍ସରେ ଭରା ଏହି ଫିଲ୍ମର ଟିଜର୍‌, ଟ୍ରେଲର୍‌ ଓ ଗୀତ ଗୁଡିକୁ ମିଳିସାରିଛି ଅନେକ ପ୍ରଶଂସା । ଏହାକୁ ନଜରରେ ରଖି ବକ୍ସ ଅଫିସରେ ଫିଲ୍ମଟି ରେକର୍ଡ କଲେକ୍ସନ୍‌ କରିବ ବୋଲି ସିନେ…