Latest Odisha News

କରୋନା ରୋଗୀଙ୍କ ଉପରେ କାମ ଦେଉନି ରେମଡେସିଭିର୍

ନୂଆଦିଲ୍ଲୀ: କରୋନା ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ ହେଉ ନାହିଁ ରେମଡେସିଭ୍ । କୋରାନ ଆକ୍ରାନ୍ତଙ୍କ ଉପରେ ରେମଡେସିଭିର‌ର ସ୍ୱଳ୍ପ କିମ୍ବା ଶୂନ୍ୟ ପ୍ରଭାବ ରହିଛି । ଏହି ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାସହ WHO କହିଛି, କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇ ରଖିବା ଅର୍ଥାତ…

ଅଭିନେତା ରଣବୀର ସିଂଙ୍କ କାର୍‌କୁ ପିଟିଲା ବାଇକ୍; ଦୁର୍ଘଟଣା ବେଳର ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂ ଗୁରୁବାର ମୁମ୍ବାଇରେ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ସେ କିମ୍ବା ତାଙ୍କ କାର୍‌କୁ ସେତେଟା କ୍ଷତି ପହଞ୍ଚିନି। କିନ୍ତୁ ରଣବୀରଙ୍କ ଗାଡି ଦୁର୍ଘଟଣା ସମୟର ଫଟୋ ଏବଂ ଭିଡିଓଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ…

ନିଆଁରେ ପୋଡ଼ି ହୋଇ ଦମ୍ପତି ଜୀବନ୍ତ ଦଗ୍ଧ

ଝାରସୁଗୁଡ଼ା: ବ୍ରଜରାଜନଗରରେ ଅଭାବନୀୟ ଘଟଣା । ଜଳିଗଲେ ଦମ୍ପତି । କୋଇଲା ଚୁଲାରୁ ନିଆଁ ଲାଗି ସ୍ୱାମୀ ଓ ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ରାମପୁର ଫାଣ୍ଡି ଧଉଡାପଡ଼ା ଗାଁରେ ଘଟିଛି ଏହି ହୃଦୟବିତାରକ ଘଟଣା । ମୃତକମାନେ ହେଲେ ଗିରିଧର ଦାସ ଓ ତାଙ୍କ ପତ୍ନୀ । ଘଟଣାସ୍ଥଳରେ ବ୍ରଜରାଜନଗର…

ଚାରି ଅସହାୟ ଭାଇ ଭଉଣୀଙ୍କୁ ସହାୟତାର ହାତ ବଢାଇଲା କିସ୍ ଫାଉଣ୍ଡେସନ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ବାଲିବରେଇ ପଞ୍ଚାୟତର ୪ ଭାଇ ଭଉଣୀଙ୍କୁ ସେମାନଙ୍କର ବାପା-ମା ଛାଡି ଚାଲିଯିବା ପରେ ସେମାନେ ଅସହାୟ ହୋଇପଡିଛନ୍ତି । ଏହି ଖବର ଗଣମାଧ୍ୟମ ରୁ ଜାଣିବା ପରେ କିସ୍‍ ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସେମାନଙ୍କୁ ସହାୟତାର ହାତ…

ବଲିଉଡ ସିଙ୍ଗର କୁମାର ସାନୁ କରୋନା ସଂକ୍ରମିତ

ମୁମ୍ବାଇ: ଭେଟେରାନ୍ ସିଙ୍ଗର କୁମାର ସାନୁ କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଅଫିସିଆଲ୍ ଫେସବୁକ ପେଜରେ ଏହି ସୂଚନା ଦେଇଛନ୍ତି କୁମାର ସାନୁଙ୍କ ଟିମ୍ । ତାଙ୍କ ଟିମ୍ ଲେଖିଛନ୍ତି, ସାନୁ ଦା କରୋନା ପଜିଟିଭ୍ ବାହାରିଛନ୍ତି । ଆରୋଗ୍ୟ କାମନା ପାଇଁ…

କାହିଁକି ହେମା ମାଳିନିଙ୍କୁ ‘ଡ୍ରିମ୍ ଗାର୍ଲ’ର ଟ୍ୟାଗ୍ ମିଳିଥିଲା?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନି ଶୁକ୍ରବାର ତାଙ୍କର ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ଚଳଚ୍ଚିତ୍ର ଏବଂ ରାଜନୈତିକ ଜୀବନରେ ସଫଳ ଭୂମିକା ଗ୍ରହଣ କରିଥିବା ହେମା ମାଳିନି କେବେ ବି ଫିଲ୍ମକୁ ଆସିବାକୁ ଚାହୁଁନଥିଲେ। ସେ ନୃତ୍ୟକୁ ଭଲ ପାଉଥିଲେ ଏବଂ ସେ ଜଣେ ପେସାଦାର ନୃତ୍ୟଶିଳ୍ପୀ…

କାହିଁକି ପାଳନ କରାଯାଏ ବିଶ୍ୱ ଖାଦ୍ୟ ଦିବସ; କଣ ଏହାର ଉଦ୍ଦେଶ୍ୟ ଜାଣନ୍ତୁ

୧୯୮୦ରୁ ପ୍ରତି ବର୍ଷ ଅକ୍ଟୋବର‌ ୧୬ ତାରିଖରେ ପାଳିତ ହେଉଛି ‘ବିଶ୍ୱ‌ ଖାଦ୍ୟ ଦିବସ’। ହଙ୍ଗେରିର ତତ୍‌କାଳୀନ କୃଷି ଓ ଖାଦ୍ୟ ମନ୍ତ୍ରୀ ଡ. ପଲ୍‌ ରୋମାନି ପ୍ରଥମେ ୧୯୭୯ରେ ଏଥିପାଇଁ  ପ୍ରସ୍ତାବ ଦେଇଥିଲେ । ସଂପ୍ରତି ଶହେ ପଚାଶରୁ ଅଧିକ ଦେଶରେ, ଏହି ଦିବସ ପାଳିତ ହେଉଛି। ୧୯୪୫ ଅକ୍ଟୋବର‌…

ଆଜି +୨ର ବଳକା ସିଟରେ ସ୍ପଟ୍ ଆଡମିଶନ୍

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ଯୁକ୍ତ ଦୁଇ କଲଜେର ନାମଲେଖା ପାଇଁ ଆଜି ସ୍ପଟ୍ ଆଡମିଶନ୍ । ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପରେ ବଳକା ସିଟ୍‌ରେ ନାମଲେଖା ଯିବ । ଗତକାଲି ପ୍ରକାଶ ପାଇଥିଲା ସେସବୁ ଜୁନିୟର କଲେଜରେ ମେରିଟ୍ ଲିଷ୍ଟ । ଆଜି ସକାଳ ୧୦ଟାରୁ ସ୍ପଟ୍ ଆଡମିଶନ ଆରମ୍ଭ…

କମୁଛି କରୋନା କେସ୍: ଦିନକରେ ଦେଶରେ ୬୩ ହଜାର ପଜିଟିଭ୍, ୮୯୫ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୮୦ ହଜାର ତଳେ ରହୁଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୩ ହଜାର ୩୭୧ ନୂଆ ପଜିଟିଭ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ୭୦ ହଜାର ୪୬୯ କୁ ବୃଦ୍ଧି ପାଇଛି । ଦେଶରେ…

ଆଜିଠୁ ରାଜଧାନୀରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ରାଜଧାନୀରେ ତୃତୀୟ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ । ଆସନ୍ତା ୧୮ ତାରିଖ ଯାଏ ତିନି ଦିନ ଚାଲିବ ସର୍ବେକ୍ଷଣ । ସେରୋ ସର୍ଭା ପାଇଁ ଗଠନ କରାଯାଇଛି ୫ ଟିମ୍‌ । ସେମାନେ ୨୫ଟି ୱାର୍ଡକୁ ଯାଇ ରକ୍ତ ନମୁନା ସଂଗ୍ରହ କରି ଆଣ୍ଟିବଡି ପରୀକ୍ଷା କରିବେ । ଆରଏମଆରସି ସହଯୋଗରେ…