୪୦ ଡିଗ୍ରୀ ଉପରେ ୬ ସହରର ତାପମାତ୍ରା
ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ହେଲେଣି ରାଜ୍ୟବାସୀ । ପ୍ରବଳ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଲାଣି । ପାରଦ ବଢ଼ି ଚାଲିଥିବା ବେଳେ, ଆଜି ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୧ ଡିଗ୍ରୀ ସହ ସୁନ୍ଦରଗଡ଼ ସୁବୁଠୁ ଉତ୍ତପ୍ତ ସହର ପାଲଟିଛି ।
ଅନ୍ୟ…