Latest Odisha News

BREAKING NEWS

ପାଣିକୋଇଲିରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲ୍

ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ଠାରେ ପ୍ରସ୍ତାବିତ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଛି ଗ୍ରୀନ ସିଗନାଲ୍। ବହୁ ପ୍ରତିକ୍ଷିତ ଏହି ଟ୍ରମା କେୟାର ସେଣ୍ଟର ପାଇଁ ଅର୍ଥ ମଞ୍ଜୁର ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ପ୍ରଥମ…

ସତର୍କ ସଙ୍କେତ ଡେଇଁଲା ଋଷିକୁଲ୍ୟା

ଗଞ୍ଜାମ: ସତର୍କ ସଂକେତ ଡେଇଁଛି ଋଷିକୁଲ୍ୟା ନଦୀ ।  ଗଞ୍ଜାମ ପୁରୁଷୋତ୍ତମପୁରରେ ସତର୍କ ସଙ୍କେତ ଟପିଛି ଋଷିକୁଲ୍ୟା ଜଳସ୍ତର । ନଦୀର ସର୍ତକ ସଂକେତ ୧୫.୮୩ ଥିବା ବେଳେ ବର୍ତମାନ ରହିଛି ୧୬.୩୫ । ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିଛି । ନଦୀର ବିପଦ ସଙ୍କେତ ୧୬.୮୩ ମିଟର…

କରୋନା ରିପୋର୍ଟ ପଜିଟିଭ୍ ଆସିବାରୁ ଡାକ୍ତର ଓ କର୍ମଚାରୀଙ୍କୁ ପିଟିଲେ ଯୁବକ

ନୂଆଦିଲ୍ଲୀ: ଯୁବକଙ୍କ ଉନ୍ମତ୍ତକାଣ୍ଡ । କୋଭିଡ୍ ଟେଷ୍ଟ ରିପୋର୍ଟକୁ ନେଇ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ଉପରେ ରାଗିଗଲେ । ସେମାନଙ୍କ ଉପରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀରୁ ଏମିତି ଏକ ଘଟଣା ସାମନାକୁ ଆସିଛି । ପୂର୍ବ ଦିଲ୍ଲୀର ଜଗତପୁରୀ ଅଞ୍ଚଳରେ ଜଣେ ଯୁବକ…

‌କେଟୋ ଡାଏଟ୍ କଣ? ଜାଣନ୍ତୁ କଣ ଏହାର ଉପକାରିତା ଆଉ ଅପକାରିତା

ଲୋକମାନେ ଅଳ୍ପ ସମୟ ମଧ୍ୟରେ ଶରୀରକୁ ଫିଟ୍‌ କରିବା ପାଇଁ କେଟୋ ଡାଏଟ୍ ବ୍ୟବହାର କରନ୍ତି। ପ୍ରକୃତରେ ଏହି କେଟୋ ଡାଏଟ୍‌ କଣ? ଗତ ବର୍ଷ ନେଚର୍‌ ମେଟାବୋଲିଜିମ୍ ପତ୍ରିକାରେ ଏକ ଅନୁସନ୍ଧାନ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ କୁହାଯାଇଛି ଯେ କେଟୋ ଡାଏଟ୍ ଅଳ୍ପ ସମୟ ମଧ୍ୟରେ ଶରୀରକୁ…

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ, ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ସିନିୟର ଆକାଉଣ୍ଟାଣ୍ଟ । ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଅଫିସର ସିନିୟର ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ନାଁ ଅଶୋକ କୁମାର ନନ୍ଦ । ଆୟ ବର୍ହିଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ସକାଳୁ ସକାଳୁ ରେଡ୍ ଚାଲିଛି । ଭିଜିଲାନ୍ସ…

୨୪ ଘଣ୍ଟାରେ ପୁଣି ବଢ଼ିଲା: ଦେଶରୁ ୬୩ ହଜାର ନୂଆ ଆକ୍ରାନ୍ତ, ୭୩୦ ମୃତ

ନୂଆଦିଲ୍ଲୀ: ୨୪ ଘଣ୍ଟା ଭିତରେ ସାରା ଦେଶରେ ପୁଣି ବଢ଼ିଛି କରୋନା କେସ । ଚିହ୍ନଟ ହୋଇଛନ୍ତି ୬୩ ହଜାର ୫୦୯ ଆକ୍ରାନ୍ତ । ତାପୂର୍ବ ଦିନ ୫୫ ହଜାର ପଜିଟିଭ୍ ବାହାରିଥିଲେ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୯୦କୁ ବୃଦ୍ଧି ପାଇଛି । ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ହ୍ରାସ…

ପ୍ରବଳ ବର୍ଷା, ୧୭ ଜିଲ୍ଲାକୁ ଆଲର୍ଟ ଜାରି

ଭୁୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା । ଅଜି ୧୭ଟି ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ଦିନ ୧୧ଟା ମଧ୍ୟରେ ୧୭ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବା ସମ୍ଭାବନା ରହିଛି । ଏହି ସମୟରେ ସତର୍କ ରହିବାକୁ…

ଭଲ ଖବର: ସାରା ବିଶ୍ୱରେ କରୋନା ସୁସ୍ଥହାରରେ ଭାରତ ନମ୍ବର ଓ୍ୱାନ୍

ନୂଆଦିଲ୍ଲୀ: କରୋନା କାଳରେ ଭଲ ଖବର । ଦେଶବାସୀଙ୍କୁ ଆଶ୍ୱସ୍ତିକଲା ଭଳି ଖବର ଏବେ ସାମନାକୁ ଆସିଛି । ସାରା ଦେଶରେ ମହାମାରୀରୁ ସୁସ୍ଥ ହେଲେଣି ୬୨ ଲକ୍ଷରୁ ଅଧିକ ଆକ୍ରାନ୍ତ । ସୁସ୍ଥ ହାର ରହିଛି ୮୬.୭୮ ପ୍ରତିଶତ । ଅର୍ଥାତ ସାରା ବିଶ୍ୱରେ ସର୍ବାଧିକ ସୁସ୍ଥହାର ଭାରତରେ ରହିଛି । ଦେଶରେ…

ବର୍ଷାରେ ବେହାଲ ତେଲେଙ୍ଗାନା, ୧୧ ମୃତ

ହାଇଦ୍ରାବାଦ: ପ୍ରବଳ ବର୍ଷାରେ ବେହେଲା ତେଲେଙ୍ଗାନା । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିିତି । ଲଗାଣ ବର୍ଷା ଯୋଗୁଁ ଜଳବନ୍ଦି ଅବସ୍ଥାରେ ହାଇଦ୍ରାବାଦ ସହର । ରାଜପଥରେ ପାଣି ଚାଲିବା ସହ ବିଭିନ୍ନ ଅଂଚଳରେ ଲୋକଙ୍କ ଘରେ ପାଣି ପଶିଛି । କେତେକ ସ୍ଥାନରେ ବର୍ଷା ପାଣିରେ ଯାନବାହାନ ଭାସୁଥିବା…

ଭୁଶୁଡିଲା ନିର୍ମାଣଧୀନ ପାଚେରି, ଶିଶୁ ସମେତ ୯ ମୃତ

ହାଇଦ୍ରାବାଦ: ପାଚେରି ଭୁଶୁଡି ୯ ଜଣଙ୍କ ମୃତ୍ୟୁ । ତେଲେଙ୍ଗାନା ହାଇଦ୍ରାବାଦ ବାନ୍ଦଲାଗୁଡା ଅଂଚଳରେ ଘଟିଛି ଏଭଳି ଅଘଟଣ । ପ୍ରବଳ ବର୍ଷା ଯୋଗୁଁ ଏକ ନିର୍ମାଣଧୀନ ପାଚେରି ଭୁଶୁଡି ପଡିବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ୯ ମୃତକଙ୍କ ମଧ୍ୟରେ ଜଣେ ଦୁଇ ମାସର ଶିଶୁ ମଧ୍ୟ ରହିଛି । ଏଥିସହ ଏହି…