Latest Odisha News

BREAKING NEWS

ଡ଼ିସେମ୍ବର ୧୫ରୁ ବନ୍ଦ ହେବାକୁ ଯାଉଛି ‘ୟାହୁ’

ନୂଆଦିଲ୍ଲୀ: ଏକଦା ଓ୍ବେବ ଦୁନିଆର ବଡ଼ ମେସେଜ ବୋର୍ଡ ସିଷ୍ଟମ ପାଲଟି ଥିବା ୟାହୁ ଆସନ୍ତା ଡିସେମ୍ବର ୧୫ ତାରିଖରୁ ବନ୍ଦ ହେବାକୁ ଯାଉଥିବା ସୂଚନା ମିଳିଛି। ଏନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ୨୦୧୭ ମସିହାରେ ୟାହୁକୁ କିଣିଥିବା ବେରିଜୋନ୍‌। ୟାହୁ ଗ୍ରୁପ୍ ବିଗତ କିଛି ବର୍ଷ ହେବ…

ରୋନାଲ୍ଡୋ କରୋନା ସଂକ୍ରମିତ

ଲିସବନ:ପର୍ତୁଗାଲର ମହାନ ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ରୋନାଲ୍ଡୋ ନିଜର କୋଭିଡ-୧୯ ଟେଷ୍ଟ କରାଇଥିଲେ । ମଙ୍ଗଳବାର ରିପୋର୍ଟରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏବେ ସେ ୧୪ ଦିନ କ୍ୱାରେଂଟାଇନରେ…

ଆସନ୍ତୁ ଜାଣିବା କଣ ପାଇଁ ସଲମାନ ଓ ପ୍ରଭୂଦେବା ଦକ୍ଷିଣ କୋରିଆରୁ ଷ୍ଟଂଟମ୍ୟାନ କ୍ୱୋନ ତାଇଙ୍କୁ ଆଣିଲେ

ମୁମ୍ବାଇ:ରାଧେ ଫିଲ୍ମ ଶୁଟିଂ ଲକଡାଉନ ଯୋଗୁ ପ୍ରାୟ ୭ ମାସ ବନ୍ଦ ରହିଥିଲା । ଭାଇଜାନ ସଲମାନ ଖାଁ ଏବେ ଏହାର ଶୁଟିଂ ଜୋରସୋରରେ ଆରମ୍ଭ କରି ଦେଇଛନ୍ତି । ଏହି ବିଗ ବଜେଟ ଫିଲ୍ମର ଆକ୍ସନ ଦୃଶ୍ୟ ପାଇଁ ଦକ୍ଷିଣ କୋରିଆରୁ ଷ୍ଟଂଟମ୍ୟାନ ତଥା ଫାଇଟ ମାଷ୍ଟର କ୍ୱୋନ ତାଇଙ୍କୁ ଅଣାଯାଇଛି । ପୂର୍ବରୁ ସେ…

ପାର୍ବଣ ଋତୁରେ ଗଡିବ ୧୯୬ ଯୋଡ଼ା ଟ୍ରେନ୍; ଜାଣନ୍ତୁ ସବିଶେଷ ତଥ୍ୟ

ଭୁବନେଶ୍ୱର: ରେଳ ମନ୍ତ୍ରଣାଳୟ ପକ୍ଷରୁ ପାର୍ବଣ ଋତୁରେ ୧୯୬ ଯୋଡା ଟ୍ରେନ୍ ଚଳାଚଳ କରିବା ନେଇ ଘୋଷଣା କରାଯାଇଛି। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ଜୋନାଲ ରେଲୱେର ଏହି ପ୍ରସ୍ତାବକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଦିଆଯାଇଥିବା ନେଇ ଜଣେ ଅଧିକାରୀ କହିଛନ୍ତି। ଏନେଇ…

ପୁଲରେ ସମୟ କାଟୁଛନ୍ତି ଅଭିନେତ୍ରୀ କିମ ଶର୍ମା, ଫୋଟୋ ହେଲା ଭାଇରାଲ

ନୂଆଦିଲ୍ଲୀ: ଅଭିନେତ୍ରୀ କିମ ଶର୍ମା ବର୍ତ୍ତମାନ ଗୋଆରେ ତାଙ୍କ ଜୀବନର ସମୟ ଅତିବାହିତ କରୁଛନ୍ତି । ଏହାର ଝଲକ ଯାହା ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ୪୦ବର୍ଷ ବୟସ୍କା ଅଭିନେତ୍ରୀଙ୍କ ଏହି ଫୋଟୋ ଗୁଡାକ ଏବେ ଭାଇରାଲ ହେଉଛି । କିମ୍ ଶର୍ମା, ଯିଏ ପ୍ରକୃତରେ ପୁଲରେ ସମୟ…

କବିତା : ସର୍ବୋତ୍କୃଷ୍ଟ

 ଜ୍ଞାନ ରଞ୍ଜନ କର ପାହାଡ଼ ଅଗର ଫୁଲଟିଏ ମୁଁ,                        ଦୂରରୁ ସମସ୍ତଙ୍କୁ ଆକର୍ଷିତ କରେ, ହେଲେ ପାଖକୁ ଆସନ୍ତିନି କେହି। ନାଗସର୍ପର ସର୍ବୋତ୍କୃଷ୍ଟ ବିଷ ମୁଁ, ମୋତେ ଲୋକ ପୂଜା କରନ୍ତି, ଆଉ ଦଂଶନକୁ ଭୟ ବି। ପଙ୍କ ପୋଖରୀର ପଦ୍ମଟିଏ ମୁଁ, ମୁଁ ସଭିଙ୍କ…

ଗୋବରରେ ତିଆରି ହେଲା ଚିପ୍ସ, ଆସନ୍ତୁ ଜାଣିବା ଏହାର ଫାଇଦା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗୋବରରେ ଚିପ୍ସ ତିଆରି କରିବାରେ ସଫଳ ହୋଇଛନ୍ତି । ଏହାର ଚେୟାରମ୍ୟାନ ବଲ୍ଲବଭାଇ କଠିରିଆ ମଙ୍ଗଳବାର ଏ ନେଇ ଗଣମାଧ୍ୟମକୁ ଜଣାଇଥିଲେ । ଚିପର ନାମ ଗୌସତ୍ୱ ରଖାଯାଇଛି । ମୋବାଇଲ ଫୋନରେ ଏହାକୁ ବ୍ୟବହାର କଲେ ଏହାର ରେଡିଏଶନ କବଳରୁ ରକ୍ଷା କରିଥାଏ ବୋଲି…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୯୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୯୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି-…

ଜୈବିକ ଉତ୍ପାଦ ପାଇଁ ସ୍ୱତନ୍ତ୍ର ବଜାର ସୃଷ୍ଟି କରିବା ଦରକାର

ଭୁବନେଶ୍ୱର : ମାତ୍ରାଧିକ କୀଟନାଶକ ବ୍ୟବହାର ଉଭୟ ଆମ ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ବେଶ ପ୍ରଭାବ ପକାଉଛି । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଏକ ମାତ୍ର ଉପାୟ ହେଉଛି କୃଷକମାନଙ୍କୁ ଜୈବିକ ଚାଷର ପାରମ୍ପରିକ ପଦ୍ଧତିରେ ଚାଷ କରିବା ନିମନ୍ତେ ପ୍ରୋତ୍ସାହିତ କରିବା । ଜୈବିକ ଚାଷ ଓଡ଼ିଶାର…

ମନ୍ଦିରରେ ଚଢ଼ାଗଲା ୩୦୦୦କେଜି ସେଓ!!

ଅହମ୍ମଦାବାଦ: ଅହମ୍ମଦାବାଦର ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିରରେ ଦେବତାଙ୍କୁ ଅର୍ପଣ କରିବା ପାଇଁ ପ୍ରାୟ ୩୦୦୦ କିଲୋଗ୍ରାମ ସେଓ ପ୍ରଦର୍ଶିତ ହୋଇଛି। ଲାଲ, ସବୁଜ ଏବଂ ସୁବର୍ଣ୍ଣ ସେଓ ଗୁଡିକ ଦେବତାମାନଙ୍କ ସମ୍ମୁଖରେ ଏବଂ ମୂର୍ତ୍ତିଗୁଡ଼ିକର ଆସନକୁ ଯାଉଥିବା ପାହାଚରେ ଛୋଟ ତ୍ରିଭୁଜାକର…