Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ପୋଲିସକୁ ହାଣ୍ଡିଆ ବେପାରୀଙ୍କ ନିସ୍ତୁକ ମାଡ !

ମୟୁରଭଂଜ: ହାଣ୍ଡିଆ ବିକ୍ରୟ କରୁଥିବା ଜଣେ ଆଦିବାସୀ ମହିଳାଙ୍କ ଔଦ୍ଧତ୍ୟର ଉଦାହରଣ । ପୋଲିସ ଓ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ । ମୟୁରଭଂଜ ଜିଲ୍ଲାରୁ ଆସିଛି ଏଭଳି ଅପ୍ରୀତିକର ଭିଡିଓ । ଯେଉଁଠି ଜଣେ କର୍ତ୍ତବ୍ୟରତ ମହିଳା କନେଷ୍ଟବଳଙ୍କୁ ଅନ୍ୟ ଜଣେ ମହିଳା ହାତ ଉଠାଇବାକୁ ପଛାଇନଥିଲେ । ସୋସିଆଲ…

ଦିନ ଦ୍ବିପହରରେ ବ୍ୟାଙ୍କ ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚୌକି ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ କିଛି ଦୁର୍ବୃତ୍ତ ଲୁଟ୍ କରିଥିବା ସୂଚନା ମିଳିଛି। ଲୁଟ୍ ଟଙ୍କାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ସୁତ୍ରରୁ ପ୍ରକାଶ। ସୂଚନା…

ମା’ ହେବେ ଅଭିନେତ୍ରୀ ଅମୃତା !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅମୃତା ରାଓ ଖୁବ୍ ଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି। ଅମୃତା ରାଓ ମା ହେବାକୁ ଯାଉଛନ୍ତି। ସେ ଦୀର୍ଘ ଦିନ ଧରି ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ। ତାଙ୍କ ମା ହେବା ଖବର ଶୁଣିବା ପରେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି।…

ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍‌’କୁ ବୟକଟ୍ କରିବାକୁ KRKଙ୍କ ନିବେଦନ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ । ଏହି ଫିଲ୍ମକୁ ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ବିବାଦୀୟ ସେଲିବ୍ରିଟି କେଆର୍‌କେ । ସେ ଟ୍ୱିଟ୍ କରି ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ‘ଲକ୍ଷ୍ମୀ ବମ୍‌’…

ଷ୍ଟାଡିୟମରେ ୩୦ ହଜାର ଲୋକ, କିଏ ଦେଲା ଅନୁମତି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏହି ଫଟୋଟି ଖୁବ ଭାଇରାଲ୍ ହୋଇଛି । ଯେଉଁଠି କରୋନା ମହାମାରୀ ପାଇଁ ସମସ୍ତ ଦେଶର ସରକାର ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି, ସେଠି ଏକ ଷ୍ଟାଡିୟମରେ ଖେଳ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ ୩୦ହଜାର ଲୋକେ । ଏ ନେଇ ଅନେକ ଲୋକ ଆପତ୍ତି ଉଠାଇଥିଲାବେଳେ…

୯ମାସ ଭିତରେ ୧୦୫୪ କ୍ୱିଂଟାଲ ଗଞ୍ଜେଇ ଜବତ

ଭୁବନେଶ୍ୱର: ୧୦୫୪ କ୍ୱିଂଟାଲ ଗଂଜେଇ ଜବତ । ଜାନୁଆରୀରୁ ସେପ୍ଟେମ୍ବର ଅର୍ଥାତ ଗତ ୯ ମାସ ଭିତରେ ରାଜ୍ୟରେ ୧୦୫୪ କ୍ୱିଂଟାଲ ଗଂଜେଇ ଜବତ ହୋଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ସେ କହିଛନ୍ତି, କୋରାପୁଟ ଜିଲ୍ଲାରୁ ସର୍ବାଧିକ ୪୧୩ କ୍ୱିଂଟାଲ…

ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ପୁରୀ SDJM କୋର୍ଟରେ ମାମଲା

ପୁରୀ: ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେଇ କୋଭିଡ୍ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ପୁରୀ ଏସଡିଜେଏମ୍ କୋର୍ଟରେ ମାମଲା ଦାୟର ହୋଇଛି । ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ମନେ ପଡନ୍ତି କିଶୋର କୁମାର….

ମୁମ୍ବାଇ: ପ୍ରଖ୍ୟାତ ଗାୟକ କିଶୋର କୁମାରଙ୍କ ଜନ୍ମ ୪ ଅଗଷ୍ଟ ୧୯୨୯ରେ ହୋଇଥିଲା ଏବଂ ମୃତ୍ୟୁ ୧୩ ଅକ୍ଟୋବର ୧୯୮୭ରେ ହୋଇଥିଲା। ମାତ୍ର ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। କିଶୋର କୁମାରଙ୍କ ମୂଳ ନାମ ଥିଲା ଆଭାସ କୁମାର ଗାଙ୍ଗୁଲୀ। ବଡ଼ ଭାଇ ଅଶୋକ କୁମାର ଓ ଅନୂପ କୁମାର…

ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସିକ୍ରେଟ ପାର୍ଟିକୁ ନେଇ ଚର୍ଚ୍ଚା ଜୋର ଧରୁଛି

ରିୟାଦ:ସାଉଦି ଆରବର ପ୍ରିନ୍ସ ମହମ୍ମଦ ସଲମାନ ପୁନର୍ବାର ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ନିଜ ଦେଶରେ ସର୍ବଦା କଠୋର ସଂସ୍କାରବାଦୀ ନୀତି ପ୍ରଣୟନ କରି ଆସୁଛନ୍ତି । ତେବେ ଦେଶ ବାହାରେ ନିଜେ ମଉଜ ମଜଲିସ କରୁଥିବା ଖବର ପ୍ରସାରିତ ହେବା ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ୱାଲ ଷ୍ଟ୍ରିଟ…

ବାଲେଶ୍ୱରରେ ବିଜେଡିର ପ୍ରାର୍ଥୀତ୍ୱକୁ ନେଇ ବଢ଼ୁଛି କନ୍ଦଳ

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କରିଥିବା ପ୍ରାର୍ଥୀକୁ ନେଇ ଦଳ ଭିତରେ ବଢ଼ୁଛି ଅସନ୍ତୋଷ । ତେବେ ଏହି ଅସନ୍ତୋଷକୁ ପ୍ରସମିତ କରିବା ପାଇଁ ଆଜି ବାଲେଶ୍ୱର ପହଂଚିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଦେବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରତାପ ଦେବଙ୍କୁ…