କ୍ୟାଟ୍ରିନାଙ୍କ ସୁପର ହିରୋ ଫିଲ୍ମର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ
ମୁମ୍ବାଇ: ବଲିଉଡର ଗ୍ଲାମରସ ହିରୋଇନ କ୍ୟାଟ୍ରିନା କୈଫ ଖୁବ୍ ଶୀଘ୍ର ଏକ ସୁପର ହିରୋ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିରେ ସୁପର ଓମ୍ୟାନ ଭୂମିକାରେ ସେ ଅଭିନୟ କରିବେ । ଖୁବ୍ ଶୀଘ୍ର ଏହାର ଶୁଟିଂ ଦୁବାଇରେ ଆରମ୍ଭ ହେବାକୁ ଯାଉଛି । ଅଲୀ ଆବାସ ଜାଫର ଏହି ଫିଲ୍ମଟିକୁ ତିଆରି କରୁଛନ୍ତି ।…