Latest Odisha News

BREAKING NEWS

ଓଡ଼ିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଖୋକା ଭାଇଙ୍କର ଆଜି ଜନ୍ମ ଦିନ

ଭୁବନେଶ୍ୱର: ଓଡିଆ ସଂଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତି। ତାଙ୍କ ଶବ୍ଦ ସଂଯୋଜନା ରେ ସଂଗୀତ ଜଗତ କୁ ମିଳିଛି ନୂତନ ଦିଗନ୍ତ । ଏକାଧାର ରେ ସେ ଥିଲେ ଜଣେ ଗାୟକ , ଗୀତିକାର , ସଂଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ । ଓଡିଆ ସଂଗୀତ ଜଗତ ପ୍ରତି ଅକ୍ଷୟ…

ମାସ୍କ ପିନ୍ଧି ନଥିଲେ ବୋଲି… ମହିଳାଙ୍କୁ ପୋଲିସର ମାଡ

କଟକ: ପୋଲିସର ମାସ୍କ ଚେକିଂ ବେଳେ ଲଙ୍କାକାଣ୍ଡ । ମହିଳାଙ୍କୁ ନିର୍ଘାତିଆ ମାଡ ମାରିଥିବା ଅଭିଯୋଗ । କଟକ ଜିଲ୍ଲା ଓଲଟପୁର ଥାନା ଅଧିନ ଅଡଶପୁର ଛକରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ମାସ୍କ ଚେକିଂ ବେଳେ ଜଣେ ମହିଳାଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହା ପରେ…

ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ଶିବ ଅବତାର ଧାରଣ କରିବେ ଅଜୟ ଦେବଗନ୍‌ !

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଓମ୍‌ ରାଉତଙ୍କ ଆଗାମୀ ସିନେମା 'ଆଦିପୁରୁଷ' ଭାରତୀୟ ଧର୍ମଗ୍ରନ୍ଥର କାହାଣୀ ଉପରେ ଆଧାରିତ। ଏହି ଫିଲ୍ମର କାହାଣୀ ମନ୍ଦ ଉପରେ ଭଲର ବିଜୟକୁ ନେଇ ଗତିଶୀଳ। ସାଉଥ୍‌ ସୁପର୍‌ଷ୍ଟାର୍‌ ପ୍ରଭାସ ଏଥିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି। ଏଥିରେ ଖଳନାୟକ…

କଲମ୍ବସ୍ ଡେ; ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ?

ପ୍ରତିବର୍ଷ ଅକ୍ଟୋବର ଦ୍ୱିତୀୟ ସୋମବାର ଦିନ କଲମ୍ବସ୍‌ ଡେ ପାଳନ କରାଯାଏ। ୧୭୯୨ରେ ଏହା ପ୍ରଥମ ଥର ପାଇଁ ନ୍ୟୁୟର୍କରେ ପାଳିତ ହୋଇଥିଲା। ୧୯୩୭ରେ ଏହାକୁ ସରକାରୀ ମାନ୍ୟତା ମିଳିଥିଲା। କାନାଡା, ଇଟାଲି, ସ୍ପେନ୍‌, ଆର୍ଜେଣ୍ଟିନା, କଲମ୍ବିଆ, ଭେନିଜୁଏଲା, କୋଷ୍ଟାରିକା ଏବଂ…

ପୁଣି ଧରାପଡିଲା ନକଲି ସସ୍ କାରଖାନା, ୬୫୧ ବୋତଲ ଜବତ

ସୁନ୍ଦରଗଡ: ପୁଣି ଅସଲି ବ୍ରାଣ୍ଡରେ ବିକ୍ରି ହେଉଥିଲା ନକଲି ମାଲ । ଠାବ ହେଲା ନକଲି ସସ୍ କାରଖାନା । ସୁନ୍ଦରଗଡ ଜିଲ୍ଳା ରାଜଗାଙ୍ଗପୁର କୁମ୍ଭାରପଡାଠାର ଏକ ନକଲି ସସ୍ କାରଖାନା ଉପରେ ପୋଲିସ ଚଢଉ କରିଛି । ସେଠାରୁ ବହୁ ପରିମାଣର ନକଲି ସସ୍ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଏହି…

ସୀମା ଟେନସନ: ଆଜି ଭାରତ-ଚୀନ କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଲଦାଖ ସୀମାରେ ଭରାତ-ଚୀନ ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଦୁଇ ଦେଶ ସୈନ୍ୟ ସୀମାରେ ମୁତୟନ ଅଛନ୍ତି । ବଢ଼ାଇ ଦିଆଯାଇଛି ସୁରକ୍ଷା । ଯୁଦ୍ଧ ଭଳି ପରିସ୍ଥିତି ଭିତରେ ବହୁ ଦିନ ପରେ ଆଜି ଭାରତ-ଚୀନ୍ ମଧ୍ୟରେ ବସୁଛି କମାଣ୍ଡରସ୍ତରୀୟ ବୈଠକ । ଇଣ୍ଟର୍ଣ୍ଣ ଲଦାଖର ଚୁସୁଲ…

ଆଜି ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ

ବିଶୃଙ୍ଖଳିତ ଜୀବନଶୈଳୀ ଯୋଗୁ ବିଶ୍ୱର ଅଧିକାଂଶ ଲୋକ ଏବେ ଏହି ରୋଗ ଶିକାର ହୋଇଛନ୍ତି। ଏହି ରୋଗର ଚିକିତ୍ସା ପ୍ରାଥମିକ ସ୍ତରରେ କରା ନଗଲେ ଏଥିରୁ ମୁକୁଳିବା କଷ୍ଟକର ହୋଇପଡ଼େ। ଏ ବାବଦରେ ସଚେତନତା ଅବଲମ୍ବନ ନିହାତି ଜରୁରୀ। ଆର୍‌ଥ୍ରାଇଟସ୍‌ ଏକ ଗ୍ରିକ୍‌ ଶବ୍ଦ ‘ଆର୍‌ଥ୍ରୋ’ ଏବଂ…

ଦେବୀ ଦୁର୍ଗାଙ୍କୁ କାହିଁକି କୁହାଯାଏ ମହିଷାମର୍ଦିନୀ!

ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଏକଦା ମହିଷାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ…

କମୁଛି କରୋନା ଟ୍ରେଣ୍ଡ: ଦିନକରେ ଦେଶରୁ ୬୬ ହଜାର ଆକ୍ରାନ୍ତ, ୮୧୬ ମୃତ

ନୂଆଦିଲ୍ଲୀ: ଦେଶରେ ୭୧ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ପଜିଟିଭ୍ କେସ୍ କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୬ ହଜାର ୭୩୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୧ ଲକ୍ଷ ୨୦ ହଜାର ୫୩୯କୁ ବୃଦ୍ଧି ପାଇଛି ।…

ଯବାନ ପୁଅର ଭୁଜାଲି ଚୋଟରେ ବାପା ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଚାଂଚଲ୍ୟ । ଯବାନ ପୁଅର ଭୁଜାଲି ଚୋଟରେ ବାପା ମୃତ ।  ଆନନ୍ଦପୁର ଉପଖଣ୍ଡ ମଦନପୁର ଗାଁରେ ଜଣେ ଆଇଟିବିପି ଯବାନ ପୁଅର ଆକ୍ରମଣରେ ବାପାର ମୃତ୍ୟୁ ହୋଇଛି। ଅଭିଯୁକ୍ତ ଯବାନ ହେଉଛନ୍ତି ଆଇଟିବିପିରେ ଚାକିରି କରିଥିବା ରଞ୍ଜନ ଓଝା। ସେ ଅରୁଣାଚଳ…