Latest Odisha News

BREAKING NEWS

କେବଳ ରିଲ୍ ନୁହେଁ ରିଅଲରେ ବି ସେ ସେହେନସା

ଭୁବନେଶ୍ୱର: କିଏ କହେ ତାଙ୍କୁ ବାଦଶାହ କିଏ କହେ ସେହେନସା ଆଉ କିଏ ଆନଗ୍ରି ୟଙ୍ଗମ୍ୟାନ୍ । ହଁ ସେ ହେଉଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । କେବଳ ରିଲ୍ ନୁହେଁ ରିଅଲରେ ବି ସେହେନସା ତାହା ସେ ପ୍ରମାଣ କରି ଦେଖାଇଛନ୍ତି । ଗତ କିଛି ମାସ ତଳେ ଅମିତାଭ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହି…

କାହିଁକି ବିବାହ ବାର୍ଷିକି ପାଳିବେନି ଦିଲ୍ଲୀପ-ସାଏରା?

ମୁମ୍ବାଇ: ୭୦ ଦଶକର ବଲିଉଡର ମୋଷ୍ଟ ପାୱାରଫୁଲ ଯୋଡି ଦିଲ୍ଲୀପ କୁମାର ଓ ସାଏରା ବାନୋ । ଆଜି ତାଙ୍କର ୫୪ତମ ବିବାହ ବାର୍ଷିକି । ତେବେ ବିବାହ ବାର୍ଷିକି ଅବସରରେ ଏଦୁହେଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଏମାନେ ନିଜ ବିବାହ ବାର୍ଷିକି ପାଳିବେନି । କରୋନା ମହାମାରୀ ଯୋଗୁଁ ନିଜ…

ପୁଣି ଥରେ ବିବାଦ ଘେରରେ କଙ୍ଗନା; କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

କର୍ଣ୍ଣାଟକ: ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ପୁଣି ଥରେ ବିବାଦ ଘେରକୁ ଟାଣି ହୋଇଛନ୍ତି। କର୍ଣ୍ଣାଟକର ଟୁମକୁରୁ ଜିଲ୍ଲାର ଏକ କୋର୍ଟ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ କ୍ୟାଥ୍ରାସାନ୍ଦା ପୁଲିସ ଷ୍ଟେସନରେ ମାମଲା ରୁଜୁ କରିବାକୁ…

ହାପି ବାର୍ଥ ଡେ’ ବିଗ୍ ବି

ମୁମ୍ବାଇ: ବଲିଉଡର ବିଗ୍ ବି । ଆଙ୍ଗ୍ରି ୟଙ୍ଗମ୍ୟାନ୍ । ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ । ୭୮ ବର୍ଷରେ ପାଦ ରଖିଛନ୍ତି ବଲିଉଡର ସହେନ୍ସା। ୧୯୪୨ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । ଅମିତାଭ ବଚ୍ଚନ ନିଜର ପ୍ରତିଟି ଫିଲ୍ମ ଏବଂ ଅଭିନୟ ବଳରେ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟୁଇଟ୍ କରି ସାହାଯ୍ୟ ମାଗିଲେ ପାୟଲ; କହିଲେ ଏ ମାଫିଆ ଗ୍ୟାଙ୍ଗ୍ ମୋତେ ମାରିଦେବେ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଉପରେ ଯୌନ ଶୋଷଣ ଅଭିଯୋଗ କରୁଥିବା ଅଭିନେତ୍ରୀ ପାୟଲ ଘୋଷ ଲଗାତାର୍‌ ଭାବେ ଚର୍ଚ୍ଚାରେ ରହିଆସୁଛନ୍ତି । ପାୟଲ ବର୍ତ୍ତମାନ ସହାୟତା ପାଇଁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଅଭିନେତ୍ରୀ…

ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର ହାତକୁ ନେଲା ସିବିଆଇ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର ହାତକୁ ନେଇଛି ସିବିଆଇ । ଯୋଗୀ ସରକାର ମାମଲାର ତଦନ୍ତ ପାଇଁ ସିବିଆଇକୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ୍ ଏଣ୍ଡ ଟ୍ରେନିଂ ବା ଡିଓପିଟିର ବିଜ୍ଞାପ୍ତି ପରେ ହାଥରସ ମାମଲାକୁ ନିଜ…

[ଭିଡିଓ] ହାଥରସ୍ ମାମଲାରେ ଡୁଲେଶ୍ୱର ତାଣ୍ଡିଙ୍କ ଭାଇରାଲ୍ ରାପ୍ !

କଳାହାଣ୍ଡି: ପ୍ରଥମେ ଥିଲେ ପ୍ରବାସୀ ଶ୍ରମିକ । ହେଲେ ଏବେ ଡୁଲେଶ୍ୱର ତାଣ୍ଡି ପାଲଟିଛନ୍ତି ରାପର୍ ଡୁୁଲେ ରକର । ସବୁବେଳେ ସାଧାରଣ ଲୋକଙ୍କ ପ୍ରକୃତ ଘଟଣାକୁ ନିଜ ରାପିଂରେ ସଜାଇଥାନ୍ତି । ରାୟପୁରରେ ରହି କାମ କରୁଥିବା ଡୁଲେଶ୍ୱର କରୋନା ଲକ୍‌ଡାଉନ୍‌ରେ ଘର କଳାହାଣ୍ଡିକୁ ଫେରିବା ପରେ ରାପ୍…

ବାଲେଶ୍ୱର ନାବାଳିକା ଯୈାନ ଶୋଷଣ ମାମଲା; ଘଟଣାର ସଦ୍ୟତମ ରିପୋର୍ଟ ଦାଖଲ କରିବାକୁ ଏନ.ଏଚ.ଆର.ସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗତ ଜୁନ୍ ୨୦୧୬ରେ ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ଗ୍ରାମର ଜଣେ ୧୧ ବର୍ଷିୟ ନାବାଳିକା ଯୈାନ ଶୋଷଣ ମାମଲାରେ ବାଲେଶ୍ୱର ପୋଲିସର ମନ୍ଥରତାକୁ ନେଇ ଜାତୀୟ ମାନବାଧିକାର କମିଶନ ରାଜ୍ୟ ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ସରକାର ଉକ୍ତ…

କୋହଲି ୯୦ ନଟଆଉଟ : ବାଙ୍ଗାଲୋର ୧୬୯/୪

ଦୁବାଇ: ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ଇନିଂସ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୭୦ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିଥିଲା । କୋହଲି ୫୨ ବଲରେ ୪ ଚୌକା ଓ ୪ ଛକା ବଳରେ ୯୦ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ…

ଓଡିଶାରୁ ସୁସ୍ଥ ହେଲେ ଆଉ ୩୮୮୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୮୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୧୪୩, କଟକ ଜିଲ୍ଲାରୁ ୩୨୫, ପୁରୀ ଜିଲ୍ଲାରୁ ୧୯୩, ଝାରସୁଗୁଡ଼ା…