ଆମେରିକା ନିର୍ବାଚନ: ଟ୍ରମ୍ପ ଏବଂ ବିଡେନଙ୍କ ମଧ୍ୟରେ ଦ୍ୱିତୀୟ ରାଷ୍ଟ୍ରପତି ବିତର୍କ ବାତିଲ
ନୂଆଦିଲ୍ଲୀ: ଅକ୍ଟୋବର ୧୫ ରେ ହେବାକୁ ଥିବା ଆମେରିକାରେ ଦ୍ୱିତୀୟ ପ୍ରେସିଡେନ୍ସିଆଲ୍ ଡିବେଟ୍କୁ ବାତିଲ୍ କରାଯାଇଛି। କମିସନ୍ ଅନ୍ ପ୍ରେସିଡେନ୍ସିଆଲ୍ ଡିବେଟ୍ସ ପକ୍ଷରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଗଣତାନ୍ତ୍ରିକ ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ହବାକୁ ଥିବା ଆଗାମୀ…