Latest Odisha News

BREAKING NEWS

ସ୍ୱୟଂ ସହାୟିକା ଗୋଷ୍ଠୀର ଉତ୍ପାଦକୁ ସୁପର ମାର୍କେଟରେ ଉପଲବ୍ଧ କରିବାକୁ ସରକାରଙ୍କ ଯୋଜନା

ଭୁବନେଶ୍ୱର: ରାଜ୍ୟ ସରକାର ଗ୍ରାମାଞ୍ଚଳ ଜୀବିକା ବିକାଶ ଦିଗରେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଆସୁଛନ୍ତି । ଗ୍ରାମାଞ୍ଚଳର ଉନ୍ନତିକୁ ପ୍ରାଥମିକତା ଦେଇ ବିଭିନ୍ନ ଯୋଜନାମାନ ମଧ୍ୟ କାର୍ଯ୍ୟକାରୀ କରାଇଛନ୍ତି । ଓଡିଶା ଲାଇଭଲିହୁଡ୍ ମିସନ ମାଧ୍ୟମରେ ଗ୍ରାମାଞ୍ଚଳରେ ବିଭିନ୍ନ ରୋଜଗାରର ସୁଯୋଗ…

ଖୋଲିବ ଫିଲ୍ମ ହଲ୍‌, ହେଲେ କେଉଁ ଫିଲ୍ମ ହେବ ପ୍ରଥମେ ରିଲିଜ ?

ମୁମ୍ବାଇ: ମକବୁଲ୍ ଖାନଙ୍କ ଫିଲ୍ମ ଖାଲି ପିଲି । ଲିଡ୍ ରୋଲ୍‌ରେ ଥିଲେ ଇଶାନ ଖଟ୍ଟର ଓ ଅନନ୍ୟା ପାଣ୍ଡେ । ଫିଲ୍ମ ହଲ୍ ଖୋଲିବା ମାତ୍ରେ ଏହି ଫିଲ୍ମଟି ପ୍ରଥମେ ରିଲିଜ ହେବ । ଫିଲ୍ମଟି ଜି ପ୍ଲେକ୍ସରେ ପେ ପର୍ ଭ୍ୟୁ ଅପ୍ସନ୍‌ରେ ଅକ୍ଟୋବର ୨'ରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ଅକ୍ଟୋବର ୧୫'ରେ…

ହିନ୍ଦୁସ୍ତାନୀ ଭାଉ; ସୋସିଆଲ ମିଡିଆରୁ ଆଉଟ୍‌, ବଲିଉଡରେ ଇନ୍ !

ମୁମ୍ବାଇ: ସୋସିଆଲ ମିଡିଆରେ ବ୍ୟାନ୍ ହେବା ପରେ ଆଉ ଶୁଣିବାକୁ କି ଦେଖିବାକୁ ମିଳୁନି ହିନ୍ଦୁସ୍ତାନୀ ଭାଉଙ୍କ ତାଜା ଅପଡେଟ୍ସ । ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଥିବା ହିନ୍ଦୁସ୍ତାନୀ ଭାଉ ଦିନେ ବିଗ୍‌ବସ୍‌ରେ ବି ଣ୍ଣ୍ଟଷ୍ଟାନ୍ଟ ସାଜିଥିଲେ । ତେବେ ସୋସିଆଲ ମିଡିଆରୁ ବ୍ୟାନ ହେବା ପରେ…

ଦୁବାଇର ଶେଖ୍ ଅମୀରଙ୍କ ସହ ଛୁଟି କଟାଉଛନ୍ତି ଅଭିନେତ୍ରୀ ଉର୍ବଶୀ

ଦୁବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଲାଇମଲାଇଟକୁ ଆସିଛନ୍ତି। ଚଳଚ୍ଚିତ୍ର ଅପେକ୍ଷା ଉର୍ବଶୀ ତାଙ୍କ ଛୁଟି ଏବଂ ହଟ୍‌ ଫଟୋସୁଟ ପାଇଁ ପ୍ରଶଂସକଙ୍କ ଗହଣରେ ବେଶି ଚର୍ଚ୍ଚା ସାଉଁଟିଛନ୍ତି। ଏଭଳି ପରିସ୍ଥିତିରେ ଉର୍ବଶୀଙ୍କର ଆଉ ଏକ ଫଟୋ…

୧୩ ଅକ୍ଟୋବରରେ ଆକାଶରେ ଦେଖାଯିବ ଲାଲ୍ ଗ୍ରହ!

ନୂଆଦିଲ୍ଲୀ: ଅକ୍ଟୋବର ୧୩ ତାରିଖରେ ମହାକାଶରେ ଏପରି କିଛି ଘଟିବାକୁ ଯାଉଛି ଯାହାକୁ ପରବର୍ତ୍ତୀ ଥର ଦେଖିବା ପାଇଁ ଆପଣଙ୍କୁ ୨୦୩୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ସୂଚନାଯୋଗ୍ୟ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେବ, ଯାହା ଫଳରେ ଏହା ପୃଥିବୀ ପୃଷ୍ଠରେ ବୃହତ୍‌ ଆକାରରେ ଦେଖାଯିବ।…

ଭାରତର ଉତ୍ତର ସୀମାରେ ଚୀନର ୬୦ ହଜାର ସୈନିକ ମୁତୟନ: ମାଇକ୍ ପୋମ୍ପିଓ

ୱାଶିଂଟନ୍‌: ଏଲଏସି ଉପରେ ଭାରତ ଓ ଚୀନ ମଧ୍ୟରେ ଏକପ୍ରକାର ସୀମା ବିବାଦ ଜାରି ରହିଛି । ଏଭଳି ସମୟରେ କ୍ୱାଡ ସମୁହ ଦେଶ ଗୁଡିକର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଟୋକିଓ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏପରିକି ସୀମା ଉପରେ ଉତ୍ତେଜନାକୁ ନେଇ ଚୀନର ବ୍ୟବହାର ଉପରେ ବର୍ଷିଥିଲେ ମାଇକ୍ ।…

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ସଲମାନ୍-କାଟ୍ରିନାଙ୍କ ବେବି ଫିଲ୍ଟର ଫଟୋ

ମୁମ୍ବାଇ: ସୋସିଆଲ ମିଡିଆରେ ଯେ ରାତାରାତି ଲୋକପ୍ରିୟତା ଆଣିପାରେ ଏହାକୁ ଅସ୍ୱୀକାର କରିହେବ ନାହିଁ। ସମ୍ପ୍ରତି, ସୋସିଆଲ୍‌ ମିଡିଆରେ ବେବି ଫିଲ୍ଟର ନାଁରେ ଏକ ବିୟୁଟି ଫେସ୍‌ ଆପ୍ ଟ୍ରେଣ୍ଡ୍‌ କରୁଛି। ପ୍ରଥମେ, ବିରାଟ ଏବଂ ଅନୁଷ୍କାଙ୍କ ଫଟୋ ବେବି ଫିଲ୍ଟରରେ ଭାଇରାଲ ହୋଇଥିବା ବେଳେ…

ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: କୋଭିଡ୍ ନିୟମର ଉଲ୍ଲଂଘନ କରି ସମର୍ଥକଙ୍କ ଗହଣରେ ଜନ୍ମଦିନ ପାର୍ଟିରେ ସାମିଲ ଭିଡିଓ ଭାଇରାଲ ପରେ ବଢିଛି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଡୁଆ । ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅପରାଜିତାଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରିଛି ବିଏମସି । ୧୫…

ଭୁଲ୍ ମାନିଲେ, କ୍ଷମା ମାଗିଲେ ଉମା ସାମନ୍ତରାୟ

ଭୁବନେଶ୍ୱର: ଭୁଲ୍ ମାନିଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ । ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବାକୁ ନେଇ ଭୁଲ ମାଗିଛନ୍ତି । ଉମା ସାମନ୍ତରାୟ କହିଛନ୍ତି, କରୋନା ସଂକ୍ରମିତ ଥାଇ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିବା ଭୁଲ୍ ଥିଲା । ଏହାସହ ସେ କହିଛନ୍ତି, ପ୍ରଦୀପ ମହାରଥୀଙ୍କ…

୬୬ ବର୍ଷରେ ପଦାର୍ପଣ କଲେ ଅଭିନେତ୍ରୀ ରେଖା

ମୁମ୍ବାଇ:  ଅକ୍ଟୋବର ୧୦ ତାରିଖ ହେଉଛି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କ ଜନ୍ମଦିନ। ସେ ଆଜି ୬୬ ବର୍ଷରେ ପଦାର୍ପଣ କରିଛନ୍ତି। ତେବେ ରେଖା ନିଜର ରୂପଚର୍ଯ୍ୟା ଲାଗି ବଲିଉଡ୍‌ରେ ବେଶ୍ ପ୍ରସିଦ୍ଧ। ଏତେ ପରିଣତ ବୟସରେ ବି ସେ ଖୁବ୍‌ ଆକର୍ଷଣୀୟ ଲାଗୁଛନ୍ତି। ୬୦ ଦଶକରୁ ବଲିଉଡ୍‌ରେ…