୨୪ ଘଣ୍ଟାରେ ଲଘୁଚାପ ନେବ ଡିପ୍ରେସନ୍ ରୂପ, କାଲିଠୁ ଓଡ଼ିଶାରେ ବର୍ଷା
ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ଆଜି ଓ୍ୱେଲ ମାର୍କଡ ଲୋ ପ୍ରେସରର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଡିପ୍ରେସନ ବା ଅବପାତର ରୂପ ନେବ । ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।
ଅବପାତରେ…