Latest Odisha News

BREAKING NEWS

ଅସହାୟ ଶିଶୁକୁ ଥଇଥାନ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଯାଜପୁର: ଯାଜପୁର ଜିଲ୍ଲା ଚଳ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶ କ୍ରମେ ଏକ ଅସହାୟ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଶୁକ୍ରବାର ସୁକିନ୍ଦା ବ୍ଳ୍‌କ କୁଆଁସ ପଞ୍ଚାୟତର ଚିରୁସାହିରେ ରହୁଥିବା ଏକ ଅସହାୟ ଶିଶୁ କନ୍ୟା ସଂପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇବା ପରେ…

ହସ୍ପିଟାଲରୁ କୋଭିଡ୍ ରୋଗୀ ଗାୟବ, ଜୀବିତ ନା ମୃତ ?

ଅନୁଗୁଳ: ଲକ୍ଷଣ ଦେଖାଦେବାରୁ କୋଭିଡ୍ ଟେଷ୍ଟ କରାଇଥିଲେ । ପଜିଟିଭ ବାହାରିଥିଲା ଟେଷ୍ଟ ରିପୋର୍ଟ । ପରେ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ବି ହୋଇଥିଲେ । ହେଲେ ଆରୋଗ୍ୟ ହେବା ପରେ ସେହି ରୋଗୀ ଜଣକ ଏବେ ନିଖୋଜ ଥିବା ଜଣାପଡିଛି । ଏ ନେଇ ପରିବାର ଲୋକେ ଚିନ୍ତାରେ ପଡିଥିବାବେଳେ…

ପୁଅକୁ ଦେଖା କରିବାକୁ ଯାଇ ଆଉ ଘରକୁ ଫେରିଲେନି ବାପା; ଥାନାରେ ଅଭିଯୋଗ କଲେ ସ୍ତ୍ରୀ

ଯାଜପୁର: ଭୁବନେଶ୍ୱରରେ ପଢୁଥିବା ପୁଅକୁ ଟଙ୍କା ଦେଇ ଘରକୁ ଫେରୁଥିବା ବାପା ୫ ଦିନ ହେଲା ନିଖୋଜ ଥିବାକୁ ଅଭିଯୋଗ କରିଛନ୍ତି ସ୍ତ୍ରୀ । ନିଖୋଜ ସ୍ୱାସୀର ମୋବାଇଲ ଯାଜପୁର ପାଣିକୋଇଲି ଥାନା ସାହାପୁରରୁ ୫୦୦ ମିଟର ଦୂରରେ ସୁଇଜ ଅଫ ହୋଇଥିବା ବେସରକାରୀ ମୋବାଇଲ ଟ୍ରେସିଙ୍ଗ୍ ରୁ ଜଣାପଡିଥିବା…

ରାଜଧାନୀର ଏହିସବୁ ଅଞ୍ଚଳରେ ଆସନ୍ତାକାଲି ୮ ଘଣ୍ଟା ପାଇଁ ବନ୍ଦ ରହିବ ବିଦ୍ୟୁତ ସରବରାହ

ଭୁବନେଶ୍ୱର: ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ପକ୍ଷରୁ ରାଜଧାନୀର କିଛି ଅଞ୍ଚଳରେ ଶନିବାର ଦିନ ବିଦ୍ୟୁତ କାଟ ହେବା ନେଇ ଏକ ନୋଟିସ ଜାରି କରାଯାଇଛି । ମରାମତି କାର୍ଯ୍ୟ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସେସୁ ପକ୍ଷରୁ ସୂଚନା ମିଳିଛି । ସେସୁ ପକ୍ଷରୁ…

ରାଜସ୍ଥାନ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ

ସାରଜା: ଆଇପିଏଲର ଶୁକ୍ରବାର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୮୪ ରନ କରିଛି । ଫଳରେ ରାଜସ୍ଥାନ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ ଧାର‌୍ୟ୍ୟ କରିଛି ଦିଲ୍ଲୀ । ରାଜସ୍ଥାନର ଅଧିନାୟକ ଷ୍ଟିଭେନ ସ୍ମିଥ ଟସ ଜିଣି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ…

ଜିଓ ପୋଷ୍ଟପେଡ୍ ପ୍ଲସ୍ ଆରମ୍ଭକଲା ପ୍ରଥମ ମାଗଣା “କ୍ୟାରି-ଫରୱାର୍ଡ କ୍ରେଡିଟ୍ ଲିମିଟ୍ ବ୍ୟବସ୍ଥା”

ଭୁବନେଶ୍ୱର: ଗ୍ରାହକମାନଙ୍କୁ ସର୍ବୋତ୍ତମ ସେବାଭିତିକ ସୁଲଭ ମୂଲ୍ୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ରିଲାଏନ୍ସ ଜିଓ ପୋଷ୍ଟପେଡ୍‌ପ୍ଲସ ଯୋଜନା ଘୋଷଣା କରିଥିବା ବେଳେ ବର୍ତମାନ ଏହା ଜିଓ ପୋଷ୍ଟପେଡ୍‌ପ୍ଲସ ଆପଣାଉଥିବା ଅନ୍ୟ ଅପରେଟରଙ୍କ ପୋଷ୍ଟପେଡ୍ ଗ୍ରାହକମାନଙ୍କ ପାଇଁ ଅଭିନବ “କ୍ୟାରି ଫରୱାର୍ଡ…

୮୧ ବର୍ଷ ପରେ ପୋଲାଣ୍ଡର ମହିଳା ଖେଳାଳି ଭାବେ ଫ୍ରେଂଚ ଓପନ ଫାଇନାଲରେ ପ୍ରବେଶ କଲେ ଇଗା ସ୍ୱିଟେକା

ପ୍ୟାରିସ: ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟ ମହିଳା ସିଙ୍ଗଲ୍ସ ଟାଇଟଲ ମୁକାବିଲା ଲାଇନ ଅପ ଚୂଡାନ୍ତ ହୋଇଛି । ପୋଲାଣ୍ଡର ୧୯ ବର୍ଷୀୟା ଇଗା ସ୍ୱିଟେକ ଶନିବାର ହେବାକୁ ଥିବା ଫାଇନାଲରେ ଆମେରିକାର ସୋଫିଆ କେନିନ୍‌ଙ୍କୁ ଭେଟିବେ । ୮୧ ବର୍ଷ ପରେ ପୋଲାଣ୍ଡ ଖେଳାଳି ଭାବେ ସ୍ୱିଟେକ ଏହି…

ମନ୍ଦିର ଭିତରେ ପୋଷା କୁକୁରକୁ ମଳ ତ୍ୟାଗ କରିବା ଘଟଣା, କମିଶନରେଟ୍ ପୋଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ମହଙ୍ଗା ପଡିଲା ମନ୍ଦିର ଭିତରେ ପୋଷା କୁକୁରକୁ ମଳତ୍ୟାଗ କରାଇବା । ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କମିଶନରେଟ୍ ପୋଲିସ ଏ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି । ଏଥିରେ ଲେଖାଯାଇଛି ଯେ…

ଗପ : ଲୋଭର ନିରୀହତା

ପ୍ରସେନଜିତ ସେଠୀ                                                                  ହରିଆ ଜଣେ ଗରିବ ଦିନ ମଜୁରିଆ। ଚାଷ ଜମି ଖଣ୍ଡେ ମଧ୍ୟ ନାହିଁ ତାର। ମଜୁରି ଲାଗିଲେ ଖାଇବ, ନହେଲେ ଉପାସ୍। ଦିନକୁ ୨୦୦ ରୁ ୩୦୦ ଟଙ୍କା ମଜୁରି ପାଏ, ତାହା ବି ଝାଳବୁହା ପରିଶ୍ରମ କରି। ମଝିରେ…

ଟସ୍ ଜିତିଲା ରାଜସ୍ଥାନ ରୟାଲ୍ସ, ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ

ଶାରଜା: ଚଳିତ ଆଇପିଏଲରେ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ଟସ୍ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଶ୍ରେୟାଶ ଆୟାର ନେତୃତ୍ୱାଧୀନ ଦିଲ୍ଲୀ ଟିମ୍ ପ୍ରଥମେ ବ୍ୟାଟିଂ କରିବ ।…