Latest Odisha News

BREAKING NEWS

୧୦ ହଜାର ମିଟରରେ ଯୋଶୁଆଙ୍କ ବିଶ୍ୱରେକର୍ଡ, ଗୋଟିଏ ବର୍ଷରେ ୩ ବିଶ୍ୱ ରେକର୍ଡ କଲେ ୟୁଗାଣ୍ଡର ଏହି ରନର

ଭାଲେନ୍ସିଆ: ୟୁଗାଣ୍ଡାର ଲଙ୍ଗ ଡିଷ୍ଟାନ୍ସ ରନର ଯୋଶୁଆ ଚେପେତଗେଇ ୧୦ ହଜାର ମିଟରରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସ୍ପେନର ଭାଲେନ୍ସିଆରେ ଆୟୋଜିତ ସ୍ୱତନ୍ତ୍ର ଆଥଲେଟିକ୍ ମିଟରେ ୨୪ ବର୍ଷୀୟ ଯୋଶୁଆ ୨୬ ମିନିଟ ୧୧ ସେକେଣ୍ଡରେ ରେସ୍ ସମ୍ପୂର୍ଣ୍ଣ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।…

ଉତ୍ତରପ୍ରଦେଶ କନ୍ନୌଜରେ ଯୁବ-କୃଷକଙ୍କୁ ଗୁଳିମାରି ହତ୍ୟା

କନ୍ନୌଜ: ଶୁକ୍ରବାର ଦିନ ସାଦର ଅଞ୍ଚଳର ତହସିପୁର ଗ୍ରାମରେ ଜଣେ ୨୩ ବର୍ଷୀୟ ଚାଷୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୀଡିତା ଚନ୍ଦ୍ର କିଶୋର ରାଜପୁତ ତାଙ୍କ କ୍ଷେତରେ ଥିବାବେଳେ ତାଙ୍କୁ କେହି ଗୁଳି କରି ହତ୍ୟା କରିଥିବା ଗୁରୁବାର ଦିନ ପୋଲିସ କହିଛି । ପୋଷ୍ଟ ମର୍ଟମ ପାଇଁ…

ଧିକ ! ଧୋନୀଙ୍କ ୫ ବର୍ଷର ଝିଅକୁ ଦୁଷ୍କର୍ମ ଧମକ

ମୁମ୍ବାଇ: ଚାଲିଥିବା ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ୍ କୋଲକାତା ନାଇଟ୍ ରାଇଡର ପାଖରୁ ହରିବା ପରେ ମହେନ୍ଦ୍ର ସିଂ ଧୋନିଙ୍କ ୫ ବର୍ଷର ଝିଅ ଜିଭାଙ୍କୁ ମିଳିଛି ଦୁଷ୍କର୍ମ ଧମକ । କ୍ରିକେଟ ଏକ ଲୋକପ୍ରିୟ ଖେଳ ହୋଇଥିବା ବେଳେ ଏହାର ପ୍ରଶଂସକମାନଙ୍କ ପାଇଁ ଏହା ଏକ ଫୋବିଆରେ ପରିଣତ…

ଖୁବ୍ ଶୀଘ୍ର ବିଶ୍ୱ କ୍ରିକେଟକୁ ମିଳିବାକୁ ଯାଉଛି ସବୁଠାରୁ ଡେଙ୍ଗା ବୋଲର, ଉଚ୍ଚତା ମାତ୍ର ୭ଫୁଟ ୬ ଇଂଚ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟକୁ ଅନେକ ପ୍ରକାର ବୋଲର ଦେଇଛି । ତା ମଧ୍ୟରେ ସୁଇଂ ବୋଲର ୱାସିମ ଆକ୍ରମ, ଦ୍ରୁତ ବୋଲର ସୋଏବ ଅଖତର ସାମିଲ । ଏବେ ବିଶ୍ୱ କ୍ରିକେଟକୁ ପାକିସ୍ତାନ ସବୁଠାରୁ ଡେଙ୍ଗା ବୋଲର ଦେବାକୁ ଯାଉଛି । ଆଜ୍ଞା ହଁ ପାକିସ୍ତାନ ସୁପର ଲିଗ୍ ଟିମ୍ ଲାହୋର କଲନ୍ଦର୍ସ ମୁଦାସର…

ପୁଣି କରୋନା ପରାସ୍ତ: ୮୬ ବର୍ଷିୟା ମହିଳା ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ

ଭୁବନେଶ୍ୱର: ଜଣେ ୮୬ ବର୍ଷିୟା ମହିଳା କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପୁଣି ଥରେ ଭୟର ବାତାବରଣ ଭିତରେ ଆଶ। ସଂଚାର କରିଛନ୍ତି । ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୟୋଜ୍ୟେଷ୍ଠା ମହିଳା ସତ୍ୟଭାମା ଦାସ । କରୋନା ସଂକ୍ରମିତ ହେବା ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ସେ…

ପ୍ରେମ ସଂପର୍କକୁ ହଁ, ହେଲେ ବିବାହ କରିବେ ତ ନେହା କକ୍କର ?

ମୁମ୍ବାଇ: ରୋହନପ୍ରୀତ ସିଂଙ୍କୁ ବିବାହ କରିବେ ସିଙ୍ଗର ନେହା ନେହା କକ୍କର ! ବେଶ କିଛି ଦିନ ଧରି ଏହି ଖବରକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ହେଲେ ଶେଷରେ ଏହି ଖବରକୁ ନେଇ ନେହା କକ୍କର ଆଂଶିକ ଭାବେ ହିଁ ଭରିଛନ୍ତି । ବିବାହ ନୁହେଁ ବରଂ ରୋହନପ୍ରୀତଙ୍କ ସହ ପ୍ରେମ ସଂପର୍କ ଥିବା ନେଇ…

ହାଥ୍ରାସ୍ ପୀଡିତା ପରିବାର ଘରେ ଲାଗିଲା ୮ ସିସିଟିଭି, ପଇଁତରା ଦେବେ ୬୦ ସୁରକ୍ଷାକର୍ମୀ

ହାଥ୍ରାସ: ୧୯ ବର୍ଷୀୟ ଦଳିତ ଝିଅଙ୍କ ଘରେ ଷାଠିଏ ସୁରକ୍ଷା କର୍ମୀ ଏବଂ ଆଠଟି କ୍ଲୋଜ ସର୍କିଟ ଟେଲିଭିଜନ (ସିସିଟିଭି) କ୍ୟାମେରା ଲଗାଯାଇଛି । ଗାଁ ର ଚାରିଜଣ ଉଚ୍ଚ ଜାତିର ଠାକୁରଙ୍କ ଦ୍ୱାରା ପୀଡିତାଙ୍କ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ପରିବାରର ସୁରକ୍ଷା…

‘ମମତା ଘର’ ଜିଲ୍ଲା ଖଣିଜ ପ୍ରତିଷ୍ଠାନ; କେନ୍ଦୁଝର ତରଫରୁ ପୃଷ୍ଟିହୀନତା ଦୂର କରିବା ପାଇଁ ଏକ ସଫଳ…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଏକ ଖଣି ଖାଦାନ ପ୍ରଭାବିତ ଜିଲ୍ଲା ଭାବରେ ପରିଚିତ । ଏହି ଜିଲ୍ଲାରେ ଖଣି ପ୍ରଭାବିତ ଅଞ୍ଚଳରେ ଲୋକ ମାନଙ୍କର ଜୀବନ ଜୀବିକାର ମାନରେ ଉନ୍ନତି ଆଣିବା ପାଇଁ ଡିଏମଏଫ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସଦା କର୍ତ୍ତବ୍ୟରତ । ଏହି ଖଣି ଖାଦାନ ପ୍ରଭାବିତ ଅଞ୍ଚଳର ଭି୭…

ପାକିସ୍ତାନର ଆଇଏସଆଇକୁ ଗୁପ୍ତ ସୂଚନା ଯୋଗାଉଥିବା ଅଭିଯୋଗରେ ହାଲ୍ କର୍ମଚାରୀ ଗିରଫ

ମହାରାଷ୍ଟ୍ର: ମହାରାଷ୍ଟ୍ର ଏଟିଏସ୍ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ) ଏଜେନ୍ସିକୁ ଯୁଦ୍ଧ ବିମାନ ବିଷୟରେ ଗୁପ୍ତ ସୂଚନା ଯୋଗାଇଦେବା ଅଭିଯୋଗରେ ଜଣେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) କର୍ମଚାରୀଙ୍କୁ ଗିରଫ କରିଛି। ଦୀପ ଶିରସାଥ ନାମକ ୪୧ ବର୍ଷୀୟ…

ମେଗା ବଜେଟ୍ ଫିଲ୍ମରେ ପ୍ରଭାସ୍ ଓ ଅମିତାଭ ବଚ୍ଚନ !

ତେଲେଙ୍ଗାନା: ଗୋଟିଏ ଫିଲ୍ମ ସାଉଥ୍ ସୁପରଷ୍ଟାର ପ୍ରଭାସ୍ ଓ ବଲିଉଡ ଲିଜେଣ୍ଡ ଅମିତାଭ ବଚ୍ଚନ । ଏପରି ସ୍ଥିତିରେ ବଜେଟ୍ ତ ନିହାତି ଆକାଶଛୁଆଁ ରହିବ । ଦୁଇ ଅଭିନେତା ଏକାଠି ଅଭିନୟ କରିବେ । ଆଉ ଏଥିରେ ତାଙ୍କୁ ସାଥ୍ ଦେବେ ବଲିଉଡର ଜଣେ ପପୁଲାର ଅଭିନେତ୍ରୀ । ମେଗା ବଜେଟ୍ ମୁଭିରେ ଅମିତାଭ…