Latest Odisha News

BREAKING NEWS

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ବିଜ୍ଞପ୍ତି ବାହାରିଲା, ଟିକେଟ ଲବି ଜୋରଦାର

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଜାରି ହେଲା ବିଧିବଦ୍ଧ ବିଜ୍ଞପ୍ତି । ଏହାସହ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର ୧୬ ମାନାଙ୍କନ ଦାଖଲର ଶେଷ ଦିନ । ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୧୯ ତାରିଖ ରହିଛି…

କରୋନା ସଂକ୍ରମଣରେ ଅବସର ପ୍ରାପ୍ତ ଆଇପିଏସ୍ ଅଧିକାରୀଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନା ସଂକ୍ରମଣରେ ୧୯୬୫ ବ୍ୟାଚର ଆଇପିଏସ୍ ଅଧିକାରୀ ଜନ୍ ନାୟକଙ୍କ ଗୁରୁବାର ଦିନ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଖବର ମିଳିବା ପରେ ଓଡିଶା ଡିଜିପି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଟ୍ୱିଟ୍ ସୂଚନାନୁସାରେ, ଫୁଲବାଣୀ ଭଳି ପଛୁଆ ଅଞ୍ଚଳରୁ ନିଜର କାର୍ଯ୍ୟ ଆରମ୍ଭ ସହ…

ବାହା ହେଲେ କି ଅନୁପ ଜଲୋଟା ଏବଂ ଜସଲିନ୍? ସୋସିଆଲ୍ ମିଡିଆରେ ଉଭୟଙ୍କ ବିବାହ ଫଟୋ ଭାଇରାଲ୍

ମୁମ୍ବାଇ: ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ଅଭିନେତ୍ରୀ ଜସଲିନ୍‌ ମଥାରୁଙ୍କ ଯୋଡି ବିଗ୍‌ବସ୍‌ ସିଜିନ୍‌ ୧୨ରେ ବେଶ୍‌ ଚର୍ଚ୍ଚା ସାଉଁଟିଥିଲା। ସେତେବେଳେ ଉଭୟଙ୍କ ବିଷୟରେ ଅନେକ ଗୁଜବ ମଧ୍ୟ ଶୁଣିବାକୁ ମିଳିଥିଲା। ଉଭୟ ପାର୍ଟନର୍‌ ଭାବେ ସୋକୁ ଆସିଥିଲେ ଏବଂ ସେମାନଙ୍କର ପ୍ରେମ କାହାଣୀ…

ବାଘ ଶାବକର ନାମକରଣ କରିପାରିବେ ଜନସାଧାରଣ; ସୋସିଆଲ୍ ମିଡିଆରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅନୁରୋଧ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ବାଘ ଶାବକର ନାମକରଣ କରିପାରିବେ ଜନସାଧାରଣ । ଏନେଇ କର୍ତ୍ତୃପକ୍ଷ ସୋସିଆଲ୍ ମିଡିଆରେ ନିବେଦନ କରିଛନ୍ତି । https://twitter.com/ddnandankanan/status/1314155473021542400?s=19 ସୂଚନାନୁଯାୟୀ…

ଦେଶରେ କରୋନା ଟ୍ରେଣ୍ଡ: ଦୈନିକ ଆକ୍ରାନ୍ତ କମ୍, ସୁସ୍ଥ ଅଧିକ

ନୂଆଦିଲ୍ଲୀ: ଦେଶରେ ୬୯ ଲକ୍ଷ ଟପିଛି କରୋନା ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୦ ହଜାର ୪୯୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତ ସଂଖ୍ୟା ୬୯ ଲକ୍ଷ ୬ ହଜାର ୧୫୨କୁ ବୃଦ୍ଧି ପାଇଛି । ବଢୁଛି ମୃତ୍ୟୁସଂଖ୍ୟା । ଦିନକରେ ପ୍ରାଣ ହରାଇଛନ୍ତି ଆଉ ୯୬୪ ଆକ୍ରାନ୍ତ…

ଆଜି ଲଘୁଚାପ, କାଲି ଡିପ୍ରେସନ୍, ୧୧ରୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ଦାନା ବାନ୍ଧିବ ଲଘୁଚାପ ବଳୟ । ଏହା ଧୀରେ ଧୀରେ ଘନୀଭୂତ ହେବ । ଲଘୁଚାପ କ୍ଷେତ୍ର ଆସନ୍ତା ୨୪ ଘଣ୍ଟା ଭିତରେ ନେବ ଡିପ୍ରେସନର ରୂପ । ଭାରତୀୟ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି । ଡିପ୍ରେସନର ଧୀରେ ଧୀରେ…

୨୫ ବର୍ଷରେ ଡିଡିଏଲ୍‌ଜେ

ମୁମ୍ବାଇ: ବିଗତ ଶତାବ୍ଦୀର ଅନ୍ୟତମ ସଫଳ ଚଳଚ୍ଚିତ୍ର ‘ଦିଲ୍‌ୱାଲେ ଦୁଲ୍‌ହନିଆ ଲେ ଯାୟେଙ୍ଗେ’ ଆସନ୍ତା ଅକ୍ଟୋବର ୨୦ରେ ତାର ପଚିଶ ବର୍ଷ ପୂରଣ କରିବ। ଆଦିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ଅନେକ ନୂଆ ରେକର୍ଡ ସୃଷ୍ଟି କରିଥିଲା। ଆଉ କିଛି ରେକର୍ଡ ଏବେ ବି…

ଆମେରିକା ନିର୍ବାଚନର ଅଜବ ଚିତ୍ର; ଭୋଟ୍‌ ଅପିଲ୍‌ ପାଇଁ ଉଲଗ୍ନ ହେଲେ ସେଲିବ୍ରିଟି

ନୂଆଦିଲ୍ଲୀ: ଆମେରିକା ନିର୍ବାଚନର ଏକ ଅଜବ ଚିତ୍ର ଦେଖିବାକୁ ମିଳିଛି। ୨୦୨୦ ଆମେରିକାର ରା‌ଷ୍ଟ୍ରପତି ନିର୍ବାଚନରେ ହଲିଉଡ୍‌ ସେଲିବ୍ରିଟିମାନେ ଉଲଗ୍ନ ହୋଇ ଲୋକମାନଙ୍କୁ ଭିଡିଓ ଭୋଟିଙ୍ଗ୍‌ ମାଧ୍ୟମରେ ଭୋଟ୍‌‌ ଦେବାକୁ ଉତ୍ସାହିତ କରୁଛନ୍ତି। ଏହାସହିତ ଆମେରିକୀୟ ନାଗରିକମାନଙ୍କୁ ନିୟମ…

ଆଜି ପାଟନା ନିଆଯିବ ପାଶଓ୍ୱାନଙ୍କ ପାର୍ଥିବ ଶରୀର, କାଲି ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ପାଟନାରେ ହେବ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ୱାନଙ୍କ ଶେଷକୃତ୍ୟ । ଆଜି ତାଙ୍କର ପାର୍ଥିବ ଶରୀରକୁ ଦିଲ୍ଲୀରୁ ପାଟନା ଅଭିମୁଖେ ନିଆଯିବ । ଆଜି ହସ୍ପିଟାଲରୁ ମରଶରୀରକୁ ଦିଲ୍ଲୀ ଜନପଥ ସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ…

ତିର୍ତ୍ତୋଲ୍ ଓ ବାଲେଶ୍ୱର ଉପନିର୍ବାଚନ; ପୋଷ୍ଟାଲ୍ ବାଲାଟରେ ଭୋଟ ଦେବେ କୋଭିଡ ଭୋଟର

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ୍ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଶୁକ୍ରବାର ଦିନ ଏହି ଉପନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପରିପ୍ରେକ୍ଷୀରେ ଯେଉଁ ଭୋଟର ମାନେ କୋଭିଡ ସଂକ୍ରମିତ ଓ ବୟସ୍କ ହୋଇଥିବେ, ସେମାନେ…