Latest Odisha News

କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ଭୁବନେଶ୍ୱର ଓ କଟକ ସମେତ ଅନେକ ସ୍ଥାନରେ ଆଜି ପାଗ କୋହଲା ରହିବା ସହ ପ୍ରବଳ ବର୍ଷା ଆଶଙ୍କା ରହିଛି । ତେବେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ପ୍ରାୟ ୧୩ଟି ଜିଲ୍ଲାରେ ଝଡ ବର୍ଷାର…

ଆଜି ଫାଦର୍ସ ଡେ: ‘ପିତା’ଙ୍କ ପାଇଁ ଦିନଟିଏ

ଭୁବନେଶ୍ୱର : ପ୍ରତିବର୍ଷ ଜୁନମାସର ତୃତୀୟ ରବିବାର ତଥା ଆଜିର ଦିନକୁ ଭାରତ ସମେତ ବିଶ୍ୱର ବହୁ ଦେଶରେ‘ଫାଦର୍ସ ଡ଼େ’ ବା ‘ବିଶ୍ୱ ପିତୃ ଦିବସ’ ଭାବେ ପାଳନ କରାଯାଏ। କୁହାଯାଏ, ପିତା ଓ ମାତା ଭଗବାନଙ୍କ ଦ୍ୱିତୀୟ ରୂପ । ସନ୍ତାନଙ୍କ ଜୀବନରେ ଦୁହିଁଙ୍କର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଭୂମିକା…

ବିଶ୍ୱକପ କ୍ରିକେଟ: ଟସ ଜିତିଲା ପାକିସ୍ତାନ, ଭାରତର ପ୍ରଥମେ ବ୍ୟାଟିଂ

ମାଞ୍ଚେଷ୍ଟର: ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେଉଛି ବିଶ୍ୱକପ କ୍ରିକେଟ ମ୍ୟାଚ । ଟସରେ ଜିତି ପାକିସ୍ତାନ କପ୍ତାନ ସର୍ଫରାଜ ଅହମ୍ମଦ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । Indiaaaa Indiaaa ????#CWC19 #TeamIndia pic.twitter.com/uTU4Qtwv7Q…

ଭାରତ-ପାକିସ୍ତାନ ବିଶ୍ୱକପ ଲଢେଇ: ବର୍ଷା ସାଜିପାରେ ବାଧକ !

ମାଞ୍ଚେଷ୍ଟର: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ କ୍ରିକେଟରେ ଆଜି ବିଶ୍ୱର ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେଉଛି ମ୍ୟାଚ । କିଏ ଯିତିବ କିଏ ହାରିବ ତାହା ବଡ଼ କଥା ନୁହେଁ ମାତ୍ର ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଆଜି ପୁଣି କ୍ରିକେଟ ପଡ଼ିଆରେ ମୁହାଁମୁହିଁ…

ଅନ୍ତରିତ ଅତୀତ

ଅନ୍ତରିତ ଅତୀତ ଚିତ୍ତରଞ୍ଜନ ଚିରଞ୍ଜିତ “ସତରେ ମୁଁ କ’ଣ ତାଙ୍କ ସୁଠାମ ଦେହ ଉପରେ ପାଦ ଥୋଇବି? କାହିଁକି ତୁମେ ମୋତେ ଦ୍ୱନ୍ଦ୍ୱରେ ପକାଇ ଦେଲ କାହ୍ନା? ମୁଁ ତ ଗୋଟାପଣ ନିଜକୁ ତୁମ ନିକଟରେ ସମର୍ପି ଦେଇଛି । ଆଉ କି ପରୀକ୍ଷା ଦେବି? ହେଇ ଦେଖ, ପାଦ ଉଠାଇ ସାରିଛି । ଆଉ କିଛି କ୍ଷଣ । ଆଉ…

ଅଫିସରେ ଷ୍ଟାଇଲିସ୍ ଲୁକ୍…

ଭୁବନେଶ୍ୱର : ଉଭୟ ମହିଳା ଓ ପୁରୁଷ ସବୁବେଳେ ସବୁ ସମୟରେ ଷ୍ଟାଇଲିସ୍ ଦେଖାଯିବାକୁ ଚାହିଁଥାନ୍ତି, କିନ୍ତୁ ତାହା କିପରି କରିବେ ଜାଣିପାରନ୍ତି ନାହିଁ । ସେହିପରି ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଅଫିସ୍ ବାହାରିଲା ବେଳେ ନିଜ ଗେଟଅପକୁ ନେଇ କନଫ୍ୟୁଜରେ ଥାନ୍ତି, ସେ ପୋଷାକ ହେଉବା…

ଆଜି ବିଶ୍ୱକପରେ ଭାରତ-ପାକିସ୍ତାନ ଯୁଦ୍ଧ: ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ…

ଭୁବନେଶ୍ୱର: ବିଶ୍ୱକପରେ ଭାରତୀୟ ଦଳ ପାକିସ୍ତାନକୁ ଆଜି ମାଞ୍ଚେଷ୍ଟରଠାରେ ୭ମ ଥର ଲାଗି ଭେଟୁଛି । ବିଶ୍ୱକପ କ୍ରିକେଟରେ ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ ୬ଟି ମ୍ୟାଚ ଅନୁଷ୍ଠିତ ହୋଇଛି । ସବୁଠାରୁ ଖୁସିର କଥା ହେଲା ଭାରତ ଏହି ସମସ୍ତ ୬ଟି ଯାକ ମ୍ୟାଚରେ ତା’ର ଚିର ପ୍ରତିଦ୍ୱନ୍ଦ୍ୱୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ  ତା ୧୬-୦୬-୨୦୧୯ ରବିବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୧୬ ରିଖ ରବିବାର ମିଥୁନ ୦୨ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: ମେଷ ରାଶିର…

ଏଫଆଇଏଚ ସିରିଜ୍: ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରି ଭାରତ ଚମ୍ପିଆନ

ଭୁବନେଶ୍ୱର: ଭାରତ ଏଫଆଇଏଚ ସିରିଜ୍ ଫାଇନାଲ୍ସ ଟୁର୍ଣ୍ଣାମେରେ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକା ଦଳକୁ ପରାସ୍ତ କରିବା ସହିତ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଏଥିସହିତ ଭାରତ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛି । ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଭରପୁର ଘରୋଇ ଦର୍ଶକଙ୍କ ସମ୍ମୁଖରେ…

ଭିକାରି ଓ ସ୍ୱେଚ୍ଛାସେବୀ

ଭିକାରି ଓ ସ୍ୱେଚ୍ଛାସେବୀ ମୃଣାଳ ପ୍ରକାଶ ଆଉ ସୁବ୍ରତ ଦୁଇଜଣ ସ୍ୱେଚ୍ଛାସେବୀ। ଏମ୍ଏ ପାଇଲା ପରେ ସେମାନେ ଅନ୍ୟମାନେ ଯେମିତି କରନ୍ତି, ସେମିତି ସେମାନେ ବେସରକାରୀ ଚାକିରି ପାଇଁ ଚେଷ୍ଟା କଲେ, ହେଲାନି। ତାପରେ ଦୁହେଁ ଗୋଟେ ସ୍ୱେଚ୍ଛାସେବୀ ସଙ୍ଗଠନରେ କାମକଲେ। ସେଠି ସମାଜସେବାର ଇଲମ ନେଇ…