Latest Odisha News

BREAKING NEWS

ଭାରତର ରୟାଲ ଏନଫିଲ୍ଡରକୁ ଟକ୍କର ଦେବ ଆମେରିକାର ହାର୍ଲି-ଡେଭିଡସନ

ଭୁବନେଶ୍ୱର: ଆମେରିକାର ପ୍ରଖ୍ୟାତ ମୋଟରସାଇକେଲ କମ୍ପାନୀ ହାର୍ଲି-ଡେଭିଡସନ୍ ନିକଟରେ ଏକ ବଡ ଘୋଷଣା କରିଛି । କମ୍ପାନୀ ବଜାରକୁ ଛୋଟ ଓ କମ୍ ମୁଲ୍ୟର ୩୩୮ ସିସି ମୋଟରସାଇକେଲ ଆଣିବା ନେଇ ସୂଚନା ଦେଇଛି । ଏନେଇ ଚିନ୍ ର ଏକ ମୋଟରସାଇକେଲ ନିର୍ମାତା ସଂସ୍ଥା ସହ ମିଶି ହାର୍ଲି-ଡେଭିଡସନ୍…

ସାତକୋଶିଆରେ ବିରଳ ପ୍ରଜାତି ହାତୀର ମୃତ୍ୟୁ

ଭୁବନେଶ୍ୱର : ସାତକୋଶିଆ ଅଭୟାରଣ୍ୟ ନିକଟରୁ ସୋମବାର ଦିନ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି । https://youtu.be/DsfPzfBvGJg ମୃତ ହାତୀଟି ବିରଳ ମାଖାନା (ଦାନ୍ତ ନଥିବା ଅଣ୍ଡିରା) ହାତୀ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଏହି ହାତୀଟି ଅନେକ ଦିନ ହେଲା ଅସୁସ୍ଥ ରହିବା…

ଶାହିଦଙ୍କ ‘କବୀର ସିଂ’, ୪ଦିନରେ ଆୟ କଲା ୫୦ କୋଟି

ମୁମ୍ବାଇ: ବଡ ପରଦାରେ ଧମାଲ କରୁଛି ନିକଟରେ ରିଲିଜ ହୋଇଥିବା ଶାହିଦଙ୍କ ଅଭିନିତ ‘କବୀର ସିଂ’ । ବକ୍ସ ଅଫିସରେ ହିଟ ହେବା ସହ ଫିଲ୍ମଟି ୪ଦିନରେ ପ୍ରାୟ ୫୦ କୋଟି ଟଙ୍କା ଆୟ କରି ପାରିଛି । ଅନେକ ଦିନ ପରେ ଶାହିଦ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଏହି ଦମଦାର ଚଳଚ୍ଚିତ୍ରଟି । ଯାହା ଅଳ୍ପ ଦିନରେ…

ହେରଫେର ମହନୀତିର ମହାର୍ଘ ସୂତ୍ର

ହେରଫେର ମହନୀତିର ମହାର୍ଘ ସୂତ୍ର ପରଂବ୍ରହ୍ମ ତ୍ରିପାଠୀ ବଗଭାଇକୁ ବୋଉ ଯେବେ ବି କହିଛି ପାଞ୍ଚ କିଲୋ ଅଟା କି ଦୁଇ କିଲୋ ଚିନି ଆଣିବାକୁ, ସିଏ କେବେ ବି ରାଜି ହେଇନି। ଘରେ ତ ଗାଏ ମୋଟ ଲୋକ ତିନି ଜଣ, ପାଞ୍ଚ କିଲୋ ଆଣିକି କାହିଁକି ଗମରା କରିବା ଜିନିଷ। ବାବୁଙ୍କୁ ପରା ଡାଇବେଟିସ, ଚିନି…

ଇଞ୍ଜିନିୟର ଉଠବସ୍ ଘଟଣା: ଗିରଫ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର

ବଲାଙ୍ଗୀର : ପାଟଣାଗଡ଼ର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସାଧାରଣରେ ଉଠବସ୍ କରାଇବା ଘଟଣାରେ ସୋମବାର ଦିନ ଗିରଫ ହୋଇଛନ୍ତି ବିଧାୟକ ସରୋଜ ମେହେର। ଆଜି ପାଟଣାଗଡ ପୋଲିସ ବିଧାୟକ ସରୋଜଙ୍କୁ ନୂଆପଡାରୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ସେଠାରେ ମାରାଥନ୍ ଜେରା ପରେ…

ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ଦେବଦୂତ ସାଜିଲେ ଆରପିଏଫ୍ କନଷ୍ଟେବଳ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନରେ ଆଜି ସକାଳେ ଜଣେ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁହଁରୁ ବର୍ତ୍ତିଛନ୍ତି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱର-ଭଦ୍ରକ ମେମୁ ପାସେଞ୍ଜର ଟ୍ରେନ୍ ଆଜି ସକାଳେ ପ୍ଲାଟଫର୍ମ ଛାଡୁଥିବାବେଳେ କୌଣସି କାରଣବଶତଃ ଜଣେ ଯାତ୍ରୀ ହଠାତ୍ ଟ୍ରେନରୁ…

କଳାଜାଇ

କଳାଜାଇ ବିକ୍ରମ କେଶରୀ ପାଣି ସଫେଦ କାଗଜଟା ଭଲ ଲାଗେନି ବୋଲି ଢାଳିଦେଲି ମେଂଚାଏ ରଂଗ ଗୋଚର ଜମିକୁ ଦେଖି କଷ୍ଟ ହେଲା ବୋଲି ନିଜେ ଚଷିଲି, ପୋତିଦେଲି ବୀଜ ସପ୍ନରେ ଡେଣା ଲାଗିଲା ଉଜୁଡା ସୁନ୍ଥାରେ ତୋର ରଂଗ ଚହଟିଲା । ଜହ୍ନରେ କଳଂକ ସୁନ୍ଦର ପ୍ରେମରେ ଯନ୍ତ୍ରଣା ମଧୁର । ତୋଫା…

ଶ୍ରୀମନ୍ଦିରରେ ପଟ୍ଟିଦିଅଁ : ବ୍ରହ୍ମଗିରିରେ ଶ୍ରୀଅଲାରନାଥ ଦର୍ଶନ

ଭୁବନେଶ୍ୱର: ମହାପ୍ରଭୁ ସ୍ନାନବେଦୀରୁ ଆସି ଅଣସର ଘରେ ଗୁପ୍ତସେବାରେ ଚିକିତ୍ସିତ ହେବା ସମୟରେ ପଟ୍ଟିଦିଅଁ ରୂପେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ବଡ଼ଭାଇ ବଳଭଦ୍ର ବାସୁଦେବଙ୍କ ରୂପରେ, ଦେବୀ ସୁଭଦ୍ରା ଭୁବନେଶ୍ୱରୀ ବା ଯାଜ୍ଞସେନୀ ରୂପରେ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁ ନାରାୟଣଙ୍କ ରୂପରେ ଚିତ୍ରିତ…

ରାଜ୍ୟସଭା ଉପନିର୍ବାଚନ: ଆଜି ନାମାଙ୍କନ ଦାଖଲ କରିବେ ୩ ପ୍ରାର୍ଥୀ

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ଲାଗି ସୋମବାର ଦିନ ଓଡିଶାରୁ ନାମାଙ୍କନ ପତ୍ର ଦାଖଲ କରିବେ ୩ ଜଣ ପ୍ରାର୍ଥୀ । ଆଜି ପାଖାପାଖି ୧୨ଟା ୩୦ମି. ସମୟରେ ବିଧାନସଭା ମିଟିଂ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ପକ୍ଷରୁ ୨ ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ…