Latest Odisha News

BREAKING NEWS

IPLରେ କେତେ ନମ୍ବରରେ ବ୍ୟାଟିଂ କରିବେ ବିରାଟ କୋହଲି ?

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ଟି-ଟ୍ୱେଣ୍ଟିରେ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ସହ ପ୍ରଥମ ଥର ଇନିଂସ ଓପନ୍ କରିଥିଲେ ବିରାଟ କୋହଲି । ମ୍ୟାଚ୍ ଜିତିବା ସହ ସିରିଜ ବି ହାତେଇଲା ଭାରତ । ଟି-ଟ୍ୱେଣ୍ଟିରେ ଓପେନିଂ କରିବା ବିରାଟଙ୍କୁ ଭାରି ପସନ୍ଦ…

୪୩ ତମ ଜନ୍ମଦିନରେ ବଲିଉଡ୍‌ରେ ୨୫ ବର୍ଷ ପୂରଣ କଲେ ରାନୀ ମୁଖାର୍ଜୀ

ନୂଆଦିଲ୍ଲୀ: ଆଜି ବଲିଉଡ୍‌ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ୪୩ତମ ଜନ୍ମଦିନ। ମାର୍ଚ୍ଚ ୨୧ରେ ଅଭିନେତ୍ରୀ ନିଜର ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଆଜି ରାନୀ ବଲିଉଡ୍‌ରେ ତାଙ୍କର ୨୫ ବର୍ଷ ପୂରା କରିଛନ୍ତି ଅର୍ଥାତ୍ ବଲିଉଡ୍‌ରେ ତାଙ୍କର ଅଭିନୟକୁ ୨୫ ବର୍ଷ…

ଭାରତର ଭ୍ୟାକ୍ସିନ୍ କୂଟନୀତି, ଫେଲ୍ ମାରୁଛି ସେରମ !

ନୂଆଦିଲ୍ଲୀ: ଭାରତର ଭ୍ୟାକ୍ସିନ କୂଟନୀତିକୁ ଝଟକା ! ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ତିନି ଗୋଟି ରାଷ୍ଟ୍ରକୁ ଚିଠି ଲେଖିଛି । ଆଗାମୀ ମାସରେ ଭ୍ୟାକ୍ସିନ୍ ଯୋଗାଣ କରିବା ନେଇ ଅସମର୍ଥତା ଦର୍ଶାଇଛି ସେରମ । ବିଦେଶକୁ ଭ୍ୟାକ୍ସିନ୍ ରପ୍ତାନୀ ନେଇ ଥିବା ନୀତି ଏବଂ ଅନ୍ୟ ଦେଶର ଭ୍ୟାକ୍ସିନ୍…

ଦେଶରେ ପୁଣି ୩ଲକ୍ଷ ଟପିଲା କରୋନା ଆକ୍ଟିଭ୍ କେସ୍, ୨୪ ଘଣ୍ଟା ପାଖାପାଖି ୪୪ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ମାଡୁଛି କରୋନା କାୟା । ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୩ହଜାର ୮୪୬ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୧୯୭ ଜୀବନ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୫ ଲକ୍ଷ ୯୯ହଜାର…

ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟିରେ ୮୦ ରନର ପାଳି ଖେଳି କୋହଲି କଲେ ନୂଆ ରେକର୍ଡ

ଅହମଦାବାଦ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପୁଣି ଥରେ ଏକ ରୋମାଞ୍ଚକାର ଇନିଂସ ଖେଳିଛନ୍ତି । ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ପଞ୍ଚମ ଟି-ଟ୍ୱେଣ୍ଟିରେ ଅପରାଜିତ ୮୦ ରନ୍ କରିଛନ୍ତି କୋହଲି । ଭାରତ ପଞ୍ଚମ ମ୍ୟାଚରେ ଇଂଲଣ୍ଡକୁ ୨୨୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଏହି ଇନିଂସରେ ଆଉ…

ଆଜି ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି

ଭୁବନେଶ୍ୱର: ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳ ୯ଟାରେ ଶ୍ରୀ କୋବିନ୍ଦ କାରକେଡରେ ରାଜଭବନରୁ ବାହାରି ୯ଟା ୫ରେ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ୯ଟା ୧୫ମିନିଟରେ ଝାରସୁଗୁଡା ବିମାନବନ୍ଦର ଅଭିମୁଖେ ବିମାନରେ ଯିବେ । ସେଠାରେ ୯ଟା ୫୫ରେ…

ପଡ଼ୋଶୀ ଘରେ ଲାଗିଥିବା ନିଆଁ ଲିଭାଇବାକୁ ଯାଇ ମାଆପୁଅ ମୃତ

ଯାଜପୁର: ଯାଜପୁର ବାଲିଚନ୍ଦ୍ରପୁର ଥାନା ନଳିପୁର ଗାଁରେ ଅଭାବନୀୟ ଘଟଣା । ପଡ଼ୋଶୀଙ୍କୁ ସାହାଯ୍ୟ କରିବାକୁ ଯାଇ ପ୍ରାଣ ହାରିଲେ ମାଆପୁଅ । ପଡ଼ୋଶୀଙ୍କ ଘରେ ଲାଗିଥିବା ନିଆଁକୁ ଲିଭାଇବା ଉଦ୍ୟମ ବେଳେ ବିଦ୍ୟୁତ୍ ଆଘାତରେ ମାଆପୁଅଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ…

ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୪ ମୃତ

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ଜରପଡ଼ା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସକୁ ସାମ୍ନା ପଟୁ ଆସୁଥିବା ଗ୍ୟାସ୍ ଟ୍ୟାଙ୍କର ଧକ୍କା ଦେଇଛି । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି…

ପରଲୋକରେ ଓଡିଶାର ପ୍ରଥମ ଓଡିଶୀ ନୃତ୍ୟାଙ୍ଗନା ଲକ୍ଷ୍ମୀପ୍ରିୟା ମହାପାତ୍ର

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଓଡିଶୀ ନୃତ୍ୟାଙ୍ଗନା ତଥା ଗୁରୁ କେଳୁଚରଣଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଗତକାଲି ରାତିରେ ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

 ତା୨୧-୩-୨୦୨୧ ରବିବାର ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ମାର୍ଚ୍ଚ ତା ୨୧ରିଖ ରବିବାର ମୀନ ୮ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ଆଜିର ଘାତ ବାର- ମେଷ ରାଶିର ଆଜିର ଘାତ ଚନ୍ଦ୍ର- କନ୍ୟା ରାଶି…