Latest Odisha News

BREAKING NEWS

ଓଡିଶାରୁ ସୁସ୍ଥ ହେଲେ ଆଉ ୪୦୯୮ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୦୯୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୪୦୯୮ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ଛଡ଼ା…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ଇଲେକ୍ଟ୍ରିକାଲ୍ ସେକ୍ସନର କନିଷ୍ଠ ଯନ୍ତ୍ରୀ ସ୍ୱାଧୀନ କୁମାର ସ୍ୱାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଚଣ୍ଡିଖୋଲ ଅନ୍ତର୍ଗତ ସୁନଗୁଡା ଗ୍ରାମର ଚିତ୍ତରଞ୍ଜନ ନାଏକଙ୍କ ଅଭିଯୋଗ ପରେ ଭିଜିଲାନ୍ସ…

ଚୀନର ମୁଖପତ୍ର ଗ୍ଲୋବାଲ ଟାଇମ୍ସର ବାହାସ୍ପୋଟ, ଯୁଦ୍ଧ ହେଲେ ଅଟଳ ଟନେଲ ଧ୍ୱଂସ କରିଦେବୁ

ନୂଆଦିଲ୍ଲୀ: ଚୀନର ମୁଖପତ୍ର ଭାବେ ବିବେଚନା କରାଯାଉଥିବା ଗ୍ଲୋବାଲ ଟାଇମ୍ସ ପୁନର୍ବାର ବାହାସ୍ପୋଟ ମାରିଛି । ଏହି ଖବର କାଗଜରେ ପୂର୍ବରୁ ଭାରତ ବିପକ୍ଷରେ ଅନେକ ବିଭ୍ରାନ୍ତକର ଓ ତଥ୍ୟ ବିହୀନ ଖବର ପ୍ରକାଶ ପାଇସାରିଛି । ଗ୍ଲୋବାଲ ଟାଇମ୍ସ ଉଲ୍ଲେଖ କରିଛି ଯଦି ଯୁଦ୍ଧ ହୁଏ ତାହାହେଲେ ଅଟଳ ଟନେଲ…

ଆଇଓସିଏଲ ଠିକାଦାରଙ୍କ ଆନ୍ଦୋଳନ; ବକେୟା ଟଙ୍କା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା

ପାରାଦ୍ବୀପ: ଦିର୍ଘ ୨ ବର୍ଷ ହେବ ସବ୍ କଣ୍ଟ୍ରାକ୍ଟର ଙ୍କ ୧୨ କୋଟି ରୁ ଊର୍ଦ୍ଧ୍ବ ଟଙ୍କା ଦେଉନାହିଁ ଆଇଓସିଏଲ। ବାରମ୍ବାର ଅଭିଯୋଗ କରିବା ପରେ ଏବେ ଧାରଣାରେ ବସିଛନ୍ତି ୪୨ ଜଣ ସବ କଣ୍ଟ୍ରାକ୍ଟର ।ବର୍ଷା ସତ୍ତ୍ବେ ୪୨ କଣ୍ଟ୍ରାକ୍ଟର ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ୨୦୧୭…

ବଲିଉଡରେ ଡେବ୍ୟୁ କଲେ ସୁସ୍ମିତା ସେନ୍‌ଙ୍କ ଝିଅ !

ମୁମ୍ବାଇ: ନେପୋଟିଜିମ୍‌ର ଝଡ ମଧ୍ୟରେ ଆଉ ଜଣେ ଷ୍ଟାର୍‌କିଡ୍ ବଲିଉଡରେ ଡେବ୍ୟୁ କରିଛନ୍ତି । ସୁସ୍ମିତା ସେନଙ୍କ ଝିଅ ରିନି କବୀର ଖୁରାନାଙ୍କ ଫିଲ୍ମ ସୁଟ୍ଟାବାଜିରେ ଅଭିନୟ କରିବେ । ଏହି ଡ୍ରାମାଟିକ୍ ଫିଲ୍ମରେ ରିନିଙ୍କୁ ଜଣେ ବେଲଗାମ୍ ଝିଅ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ କୋମଲ…

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି #ବ୍ୟାନଲକ୍ଷ୍ମୀବମ୍‌

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିବା ପରେ ତାଙ୍କ ଆଗାମୀ ଫିଲ୍ମ ଲକ୍ଷ୍ମୀବମ୍ କୁ ବ୍ୟାନ୍ ପାଇଁ ୟୁଜର୍ସ ମାନେ ଦାବି କରିଛନ୍ତି । https://twitter.com/2ndcommonman/status/1312956978608721921?s=20 ସୋସିଆଲ୍…

ହଲିଉଡର ଲୋକପ୍ରିୟ କମେଡିଆନ୍ ଥମାସ ଜେଫରସନଙ୍କୁ ଗୁଳି କରି ହତ୍ୟା

ମୁମ୍ବାଇ: ହଲିଉଡର ଲୋକପ୍ରିୟ କମେଡିଆନ୍ ଥମାସ ଜେଡଫରସନ ବେୟର୍ଡଙ୍କୁ ଆଟଲାଂଟାରେ ଗୁଳିକରି ହତ୍ୟା କରାଯାଇଛି । ଏହି ଖବର ପ୍ରସାରିତ ହେବା ପରେ ଚଳଚ୍ଚିତ୍ର ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି । ୭୦ ବର୍ଷୀୟ ବେୟର୍ଡ ସ୍ପାଇକଲ ଲିର ଅନେକ ଫିଲ୍ମରେ କାମ କରିଛନ୍ତି। ସେ ଜଣେ ଭଲ ଷ୍ଟେଜ…

ଆସନ୍ତୁ ଜାଣିବା ଆଇପିଏଲର ବାକି ତକ ମ୍ୟାଚରୁ କାହିଁକି ଓହରିଲେ ଅମିତ

ଦୁବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ଲେଗ ସ୍ପିନର ଅମିତ ମିଶ୍ରା ସିଜନର ବାକିଥିବା ମ୍ୟାଚରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା।…

ଭୁବନେଶ୍ୱରରୁ ୩୧୯ କରୋନା ପଜିଟିଭ ଚିହ୍ନଟ; ସେଥିରୁ ୨୨୭ ଲୋକାଲ୍ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ନୂଆ ଖବର ଦେଇ ଚମକାଇଲେ କଙ୍ଗନା ରଣାୱତ !

ତାମିଲନାଡୁ: ଗ୍ୟାଙ୍ଗଷ୍ଟର ଗାର୍ଲ କଙ୍ଗନା ପଙ୍ଗା ନେବାକୁ ଆଦୌ ପଛଘୁଂଚା ଦିଅନ୍ତି ନାହିଁ । ସେ ମହାରାଷ୍ଟ୍ର ସରକାର ହୁଅନ୍ତୁ ଅବା ବିରୋଧୀ ବଲିଉଡ ଗୋଷ୍ଠୀ । ଠିକଣା ସମୟରେ ଜବାବ ଦେବା ତାଙ୍କୁ ବେଶ ଭଲ ଭାବେ ଜଣା । ସୁଶାନ୍ତଙ୍କ ମାମଲାରେ ରୋକଠୋକ ମନୋଭାବ ଓ ତାଙ୍କ ଅଫିସ୍ ଭଙ୍ଗାଯିବା…