Latest Odisha News

ଓଡ଼ିଶା ସରକାର ୨୦୧୦ରୁ ୯ଟି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ୨୦୧୦ ପରଠାରୁ ୯ଟି ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୋମବାର ଦିନ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓଡ଼ିଶା ବିଧାନସଭାରେ କହିଛନ୍ତି । ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ…

କର୍ଣ୍ଣାଟକ ସଙ୍କଟ: ଗୁରୁବାର ଦିନ ହେବ କୁମାରସ୍ୱାମୀ ସରକାରଙ୍କ ଶକ୍ତି ପରୀକ୍ଷା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ଆସନ୍ତା ଗୁରୁବାର ଦିନ କଂଗ୍ରେସ-ଜେଡିଏସ୍ ମେଣ୍ଟ୍ ଆସ୍ଥା ଭୋଟର ସମ୍ମୁଖୀନ ହେବେ । ବିଧାନସଭାରେ ସୋମବାର ଦିନ ବିଜେପି ବିଧାୟକମାନେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ…

ଓଡ଼ିଶାର ଏହି ଅନୁଷ୍ଠାନରେ ନିର୍ମିତ ହୁଏ ‘ଚନ୍ଦ୍ର ଅଭିଯାନ’ରେ ବ୍ୟବହୃତ ଯନ୍ତ୍ରାଂଶ

ଭୁବନେଶ୍ୱର: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ - ଚାନ୍ଦ୍ରାୟଣ-୨ ଏହିମାସର ଶେଷଭାଗରେ ଯାତ୍ରାରମ୍ଭ କରୁଥିବା ବେଳେ ଏହାର କେତେକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ଓଡ଼ିଶାରେ ତିଆରି ହୋଇଛି । ଭାରତର ଏହି ଶକ୍ତିଶାଳୀ ଜିଏସଏଲଭି ଏମକେ ୩ ରକେଟର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି…

ଘିଅ ନୁହେଁ, ପାଣିରେ ଜଳୁଛି ଦୀପ: କେଉଁ ମନ୍ଦିରରେ ଜାଣନ୍ତୁ !

ମଧ୍ୟପ୍ରଦେଶର ନଲଖେଡ଼ା ନିକଟସ୍ଥ କାଳିସିନ୍ଧ ନଦୀ କୂଳରେ ରହିଛି ଏକ ଅଦ୍ଭୁତ ମନ୍ଦିର। ଗଡ଼ିଆଘାଟ ମାତା ନାମରେ ପ୍ରସିଦ୍ଧ ଏହି ମନ୍ଦିରର ଏକ ଅଲୌକିକ ଘଟଣା ବିଶ୍ୱବିଖ୍ୟାତ । ମନ୍ଦିରରେ ସାଧାରଣତଃ ଲୋକେ ଘିଅ ବା ତେଲ ସହାୟତାରେ ଦୀପ ଜାଳି ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ମାତ୍ର…

ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ କରି ଗିରଫ ହେଲେ ଯୁବକ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ନେଇ ବ୍ଲାକମେଲ୍ କରୁଥିବା ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ସୌମ୍ୟ ରଞ୍ଜନ ସାହୁ । ମିଳିଥିବା ସୂଚନାନୁଯାୟୀ ଅଭିଯୁକ୍ତ ଜଣକ…

କଥାକୁହା ଫଟୋ: ଶ୍ରୀକ୍ଷେତ୍ରରେ ‘ନୀଳାଦ୍ରି ବିଜେ’, ଓଡ଼ିଶା ପାଳୁଛି ‘ରସଗୋଲା ଦିବସ’…

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ‘ନୀଳାଦ୍ରି ବିଜେ’, ଏହି ଅବସରରେ ସମଗ୍ର ଓଡ଼ିଶା ପାଳୁଛି ‘ରସଗୋଲା ଦିବସ’ ।

ଓଡିଶା ପାଳୁଛି ‘ରସଗୋଲା ଦିବସ’

ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ପାଳିତ ହେଉଛି ‘ରସଗୋଲା ଦିବସ’ । ଏହି ଦିବସର ପ୍ରଚାର ଓ ପ୍ରସାର ଲାଗି ବିଭିନ୍ନ ସ୍ଥାନରେ ବିଶେଷ ଆୟୋଜନ ମଧ୍ୟ କରାଯାଇଥାଏ । ଲୋକକଥାନୁଯାୟୀ ପ୍ରତିବର୍ଷ ନୀଳାଦ୍ରି ବିଜେ ତିଥିରେ ପାଳନ କରାଯାଇଥାଏ ‘ରସଗୋଲା ଦିବସ’ । କୁହାଯାଏ, ମା’ଲକ୍ଷ୍ମୀଙ୍କୁ…

ଗୁମର ଖୋଲୁଛି ପୁରୀ ‘ଟ୍ରିପଲ୍ ମର୍ଡ଼ର୍ ଘଟଣା’ର ରହସ୍ୟ, ୪ ଜଣ ଅଟକ

ପୁରୀ: ପୁରୀ ସତ୍ୟବାଦୀ ନିକଟସ୍ଥ ପଟ୍ଟନାୟକିଆ ଛକ ଜାତୀୟ ରାଜପଥରେରେ ରବିବାର ଦିନ ହୋଇଥିବା ଟ୍ରିପଲ୍ ମର୍ଡ଼ର୍ ଘଟଣାରେ ପୋଲିସ ୪ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏସମ୍ପର୍କରେ ପୁରୀ ଏସଡ଼ିପିଓ କିଶୋର ଚନ୍ଦ୍ର ମୁଣ୍ଡ କହିଛନ୍ତି, “ପଟ୍ଟନାୟକିଆ ଛକ ଘଟଣାସ୍ଥଳରେ ଖଞ୍ଜା…

ବାସ୍ତୁ ଅନୁସାରେ ସଜାନ୍ତୁ ଅଫିସ: ମିଳିବ ସଫଳତା 

ଭୁବନେଶ୍ୱର: ଘର ତଥା ଅଫିସକୁ ବାସ୍ତୁ ଅନୁସାରେ ସଜାଇଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହା ଦ୍ୱାରା ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ । ଅଫିସକୁ କିପରି ସଜାଇଲେ ସକାରାତ୍ମକ ଶକ୍ତି ପ୍ରବେଶ କରିବା ସହ ଶୁଭ ଫଳ ମିଳିଥାଏ, ଆସନ୍ତୁ ଜାଣିବା : ଯଦି କାର୍ଯ୍ୟକ୍ଷେତ୍ରରେ…

ଦଶପଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ଦଶପଲ୍ଲା : ନୟାଗଡ ଜିଲ୍ଲାର ଦଶପଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଦଶପଲ୍ଲା ସବ୍-ଜେଲକୁ ନୟାଗଡ ସ୍ଥାନାନ୍ତର କରାଯିବା ନିଷ୍ପତ୍ତି ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ବିକ୍ଷୋଭକାରୀମାନେ…