Latest Odisha News

BREAKING NEWS

୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ, ୬ ବେପାରୀ ଗିରଫ

ପୁରୀ: ଯାଞ୍ଚ ବେଳେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ । ପୁରୀ ସହରର ମଙ୍ଗଳାଘାଟ ଛକ ନିକଟରେ ଗାଡ଼ି ଯାଞ୍ଚ ବେଳେ ୨୭୫ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି ବାସେଳି ସାହି ଥାନା ପୋଲିସ । ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ । ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ…

ରାଜଧାନୀ ସମେତ ରାଜ୍ୟର ଏହି ୯ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୯ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ବାଲେଶ୍ଵର, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡା,…

ନିୟମିତ ସ୍କିପିଂ ବା ଦଉଡିଡିଆଁ କଲେ କଣ ମିଳେ ଫାଇଦା ଜାଣନ୍ତୁ

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଛନ୍ତି, ତେବେ ସ୍କିପିଂ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଲାଭଦାୟକ ପ୍ରମାଣିତ ହେବ। ଏହା ଆପଣଙ୍କ ହାର୍ଟବିଟ୍‌କୁ ସନ୍ତୁଳନ ରଖେ ଏବଂ ଷ୍ଟ୍ରୋକ୍‌ର ଆଶଙ୍କାକୁ ମଧ୍ୟ କମାଇଥାଏ। ଏହା ସହିତ ହୃଦ୍‌ଘାତର ଆଶଙ୍କାକୁ ମଧ୍ୟ କମ୍‌…

ପ୍ରାଚୀନ କାଳରେ ଅର୍ଥ ରୂପେ ବ୍ୟବହାର ହେଉଥିବା କଉଡ଼ି ସମ୍ପର୍କରେ, ଜାଣନ୍ତୁ

ଭୁବନେଶ୍ୱର: କଉଡ଼ି ବା କପର୍ଦ୍ଦକ ହେଉଛି ସାମୁଦ୍ରିକ ଜୀବର ଶକ୍ତ କୋଷ ବିଶେଷ। ଏହା 'ଧନ' ଓ 'ମୂଲ୍ୟ' କୁ ମଧ୍ୟ ସୂଚାଇଥାଏ । ପ୍ରାଚୀନ କାଳରେ ଅର୍ଥନୀତି ରୂପେ ବ୍ୟବହାର ହେଉଥିଲା କଉଡ଼ି ପ୍ରାଚୀନ କାଳରେ ଏହା ଦେଶ ବିଦେଶରେ ମୁଦ୍ରା ରୂପେ ବ୍ୟବହୃତ ହେଉଥିଲା। ଓଡ଼ିଶାର କେଶରୀ ବଂଶର…

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାରଙ୍କ ଘରେ ସିବିଆଇ ରେଡ୍

ବେଙ୍ଗାଳୁରୁ: କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ. ଶିବକୁମାରଙ୍କ ଘରେ ସିବିଆଇର ରେଡ୍ । ଆଜି ସକାଳୁ ସକାଳୁ ସିବିଆଇ ଟିମ୍ ତାଙ୍କ ଘରେ ଚଢ଼ାଉ କରିଛି । ଏକକାଳୀନ ବେଙ୍ଗାଳୁରୁ, ମୁମ୍ୱାଇ ସମେତ ୧୫ଟି ସ୍ଥାନରେ ରେଡ୍ କରାଯାଉଛି । Karnataka: CBI raids underway at more than 15…

ଆଜି ଅନ୍ତର୍ଜାତୀୟ ଶିକ୍ଷକ ଦିବସ

୧୯୯୪ ମସିହାରୁ ପ୍ରତିବର୍ଷ ଅକ୍ଟୋବର ୫ ତାରିଖରେ ୟୁନେସ୍କୋ ଓ ଏଜୁକେସନ୍‌ ଇଣ୍ଟର୍‌ନ୍ୟାସନାଲ୍‌ ଆନୁକୂଲ୍ୟରେ ବିଶ୍ବ ସ୍ତରରେ ଆନ୍ତର୍ଜାତୀୟ ଶିକ୍ଷକ ଦିବସ ପାଳିତ ହେଉଛି। ଆଗାମୀ ଭବିଷ୍ୟତକୁ ଗଢ଼ିବାରେ ଶିକ୍ଷକ ସମାଜର ଗରୁତ୍ବପୁର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ଶିକ୍ଷକମାନଙ୍କ…

ଦେଶରେ ୬୬ ଲକ୍ଷ କରୋନା ଆକ୍ରାନ୍ତ, ସୁସ୍ଥ ହେଲେଣି ୫୫ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ସୁସ୍ଥ ସଂଖ୍ୟା ଦୈନିକ ବଢି ଚାଲିଛି । ୬୬ ଲକ୍ଷ ପାର କରିଛି ପିଜିଟିଭ କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୪ ହଜାର ୪୪୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ୨୩ ହଜାର ୮୧୬କୁ ବୃଦ୍ଧି ପାଇଛି । ଜୀବନ…

କୋଭିଡ କଟକଣାକୁ ଫୁ’, ଫୁଟବଲ ମ୍ୟାଚ୍‌ର ମଜା ନେଲେ ଶହ ଶହ ଲୋକ

ଲମତାପୁଟ: କୋଭିଡ କଟକଣାକୁ ଫୁ’ । ଖୁଲମଖୁଲା କୋଭିଡ ନିୟମ ଉଲ୍ଲଂଘନ । ଜମିଲା ଫୁଟବଲ ମ୍ୟାଚ୍ । ଏକାଠି ହୋଇ ମ୍ୟାଚ୍ ଦେଖିଲେ ଶହଶହ ଲୋକ । କରୋନା ସଙ୍କଟ ଭିତରେ ଏଭଳି ଏକ ଚିତ୍ର ଆସିଛି କୋରାପୁଟ ଜିଲ୍ଲା ଲମତାପୁଟରୁ । ମ୍ୟାଚର ମଜା ନେବା ପାଇଁ କେହି ସାମାଜିକ ଦୂରତା ନିୟମ ପାଳନ…

ଘର ଭିତରେ ପଶିଗଲା ଟ୍ରକ, ୩ ଗୁରୁତର

ବଡବିଲ: ରାତିରେ ଶୋଇଥିବା ବେଳେ ଘର ଉପରେ ମାଡ଼ିଗଲା ହାଇଓ୍ୱା । ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଡର୍ବି ଛକରେ । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଛି ।…

ଆଜି ବିଶ୍ବ ସ୍ଥାପତ୍ୟ ଦିବସ। ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ

ପ୍ରତିବର୍ଷ ଅକ୍ଟୋବର ମାସ ପ୍ରଥମ ସୋମବାର ଦିନ ୟୁନିୟନ୍‌ ଇଣ୍ଟରନ୍ୟାସନାଲ୍‌ ଡେସ୍‌ ଆର୍କିଟେକ୍‌ସ ଆନୁକୂଲ୍ୟରେ ୨୦୦୫ ମସିହାରୁ ଏହି ଦିନ ପାଳିତ ହେଉଛି। ସ୍ଥପତି ଓ ସ୍ଥାପତ୍ୟ ସମ୍ପର୍କରେ ଚିନ୍ତା କରିବା ଏବଂ ଏହାର ବିକାଶ ଦିଗରେ ପ୍ରୟାସ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ବହୁ ପୁରାତନ…