ପରିଚୟ…
ଜ୍ଞାନ ରଞ୍ଜନ କର
ମୋ ପରିଚୟ ବୋଧେ ମୋର ହେବାକୁ ରାଜି ନାହିଁ,
ସେଥିପାଇଁ ବୋଧେ ମୋ ହୃଦୟ ମାଗେ ତୁମ ପରିଚିତି,
କାହାର ଝିଅ ହେଲି, କାହା ନାତୁଣୀ ହେଲି,
ସବୁ ଭୁଲିବାକୁ ଇଚ୍ଛା ମୋର,
ଦରକାର ବାସ ଗୋଟେ ପରିଚୟ,
ତୁମ ସ୍ତ୍ରୀ ହେବାର,
ଆଜିର ସମାଜ କହେ ଏ ସବୁ ପୁରୁଣା…
BREAKING NEWS