Latest Odisha News

BREAKING NEWS

ସୁୁଧ ଉପରେ ଆଉ ପଡିବନି ସୁଧ

ନୂଆଦିଲ୍ଲୀ: କରୋନା କାଳ ଭିତରେ ଆସିଲା ଖୁସି ଖବର । ଋଣ ନେଇଥିବା ବ୍ୟାଙ୍କ ଗ୍ରାହକଙ୍କୁ ବଡ ଧରଣର ଆଶ୍ୱସ୍ତି । ଏଣିକି ସୁଧ ଉପରେ ଆଉ ପଡିବନି ସୁଧ । ଦୁଇ କୋଟି ଟଙ୍କାର ଋଣ ଯାଏଁ ଏହି ସୁବିଧା ମିଳିବ । ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର । ସମସ୍ତ ପ୍ରକାର…

ଫୁଲ୍ କ୍ରିମ୍ ମିଳ୍କ ଏବଂ ଟୋନ୍‌ଡ ମିଳ୍କ ମଧ୍ୟରେ କଣ ରହିଛି ପାର୍ଥକ୍ୟ? ଜାଣନ୍ତୁ

ନିୟମିତ କ୍ଷୀର ପିଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କିନ୍ତୁ କେଉଁ କ୍ଷୀର ପିଇବା ଉଚିତ ଏବଂ କେଉଁଟା ନୁହେଁ ଜାଣନ୍ତି କି? ଟୋନ୍‌ଡ୍ ମିଳ୍କ୍‌ କଣ? ଯେତେବେଳେ ଟୋନ୍‌ଡ୍ ମିଳ୍କ ପ୍ରସ୍ତୁତ କରାଯାଏ ସେଥିରୁ ଚର୍ବି ଅଂଶକୁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ …

ରାଶି ଫଳ ତା୩-୧୦-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୩ ରିଖ ଶନିବାର କନ୍ୟା ୧୮ ଦିନ ଆଶ୍ୱିନ ମଳ ମାସ କୃଷ୍ଣ ଦ୍ବିତୀୟା ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ସକାଳ ୮ଟା ୫୩ମିନିଟ୍ ପର‌୍ୟ୍ୟନ୍ତ ତାପରେ ଅଶ୍ୱିନୀ ନକ୍ଷତ୍ର ମେଷ ଚନ୍ଦ୍ର ଭୋଗ ହେବ…

ବିହାର ନିର୍ବାଚନରେ NDAରୁ ଅଲଗା ହେବ LJP, ଆଜି ନିଷ୍ପତ୍ତି ଶୁଣାଇବେ ଚିରାଗ ପାଶଓ୍ୱାନ

ପାଟଣା: ବିହାର ବିଧାନସଭା ନିର୍ବାଚନ ନେଇ ରାଜନୀତି ଏବେ ସରଗରମ । ନିର୍ବାଚନ ରଣାଙ୍ଗନାକୁ ଏକାକୀ ଓହ୍ଲାଇପାରେ ରାମବିଳାସ ପାଶଓ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ବା ଏଲଜେପି । ସିଟ୍ ବୁଝାମଣାକୁ ନେଇ ଦଳରେ ଅସନ୍ତୋଷ ବଢ଼ିଛି । ଆଜି ଏଲଜେପି ସଂସଦୀୟ ବୋର୍ଡ ବୈଠକରେ ଏକାକୀ ନିର୍ବାଚନ ନେଇ…

ଲକ୍ଷେ ଟପିଲା ଦେଶରେ କରୋନା ମୃତ୍ୟୁସଂଖ୍ୟା, ୬୪ ଲକ୍ଷ ପଜିଟିଭ୍ କେସ୍

ନୂଆଦିଲ୍ଲୀ: ସାରା ଦେଶରୁ ଲକ୍ଷେ ମୁଣ୍ଡ ନେଲାଣି ମହାମାରୀ । କରୋନା ମୃତ୍ୟୁସଂଖ୍ୟା ଆଜି ଲକ୍ଷେ ପାର କରିଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୧ ହଜାର ୬୯ ଆକ୍ରାନ୍ତ । ଏମାନଙ୍କୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା ୧ଲକ୍ଷ ୮୪୨କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୧.୫୫% । କରୋନା…

ଆଜି ଭାଇରସ୍ ଆପ୍ରିସିଏସନ୍‌ ଡେ

ଆଜି ଭାଇରସ୍‌ ଆପ୍ରିସିଏସନ୍‌ ଡେ। ଭାଇରସ୍‌ ଏକ ଲାଟିନ୍‌ ଶବ୍ଦ। ଏହାର ଓଡ଼ିଆ ଭାଷାନ୍ତର ହେଉଛି ‘ବିଷ’ ଏବଂ ହିନ୍ଦୀରେ ଏହାକୁ ‘ବିଷାଣୁ’ କୁହାଯାଏ। ଏହା କୋଷହୀନ ଏବଂ ଅତି ସୂକ୍ଷ୍ମ ଜୀବ। ଏହା କେବଳ ଜୀବିତ କୋଷରେ ହିଁ ବଂଶ ବୃଦ୍ଧି କରିପାରେ। ଶରୀର ବାହାରେ ଏହା ମୃତ ଅବସ୍ଥାରେ ରହିଥାଏ…

ଦଳି ଦେଲା ଦନ୍ତା, ସ୍ୱାମୀ ଆଗରେ ସ୍ତ୍ରୀକୁ କଚାଡି ମାରିଲା

ଢ଼େଙ୍କାନାଳ: ପୁଣି ହାତୀ ଉପଦ୍ରବ । ସ୍ୱାମୀ ଆଗରେ ସ୍ତ୍ରୀକୁ କଚାଡି ମାରିଲା ଦନ୍ତା । ଅଳ୍ପକେ ବର୍ତ୍ତିଗଲେ ସ୍ୱାମୀ । ଏଭଳି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ମଝିଖମଣ ଗାଁରେ । ମୃତକ ହେଉଛନ୍ତି ନେତ୍ରମଣି ସାହୁ । ସୂଚନାମୁତାବକ, ସ୍ବାମୀ ଓ ସ୍ତ୍ରୀ ବିଲକୁ ଯାଇଥିବା ବେଳେ ହାତୀ…

୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ । ଯାଞ୍ଚ ବେଳେ ଧରାପଡ଼ିଲେ ବେପାରୀ । ୩ ଶହ ଗ୍ରାମ ବ୍ରାଉନସୁଗାର ଜବତ କରିଛି କମିଶନରେଟ ପୋଲିସର କୁଇକ୍ ଆକ୍ସନ ଟିମ୍ । ୩ ଜଣଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ୩ ଜଣଙ୍କୁ ଗିରଫ କରି…

ବିପଦ ସଂକେତ ଛୁଇଁଲା ଜଳକା

ବାଲେଶ୍ୱର: ଫୁଲୁଛି ଜଳକା । ବଢ଼ୁଛି ଜଳକାର ଜଳସ୍ତର । ବିପଦ ସଂକେତ ଛୁଇଁଲା ଜଳକା ନଦୀ । ବାଲେଶ୍ୱର ବସ୍ତା ମଥାନୀ ଠାରେ ଜଳକା ନଦୀ ବିପଦ ସଂକେତ ଛୁଇଁଛି । ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏବେ ୫.୫ ମିଟରରେ ପ୍ରବାହିତ ହେଉଛି ଜଳକା ।…

ନଡ଼ିଆ କତା ବୋଝେଇ ଟ୍ରକରୁ ୭୦୦ କିଲୋ ଗଞ୍ଜେଇ ଜବତ

ଖୋର୍ଦ୍ଧା: ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ନଡ଼ିଆ କତା ବୋଝେଇ ଟ୍ରକରେ ଚାଲାଣ ବେଳେ ଧରିଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ୭୦୦ ଶହ କିଲୋ ଗଞ୍ଜେଇ ଜବତ ହୋଇଛି । ଖୋର୍ଦ୍ଧା ନିକଟ ଗୋଡ଼ିପଡ଼ା ଟୋଲ୍ ଗେଟ୍ ନିକଟରୁ ଚେକିଂ ବେଳେ ଗଞ୍ଜେଇ ଚୋରା ଚାଲାଣ ପର୍ଦ୍ଦାଫାସ ହୋଇଥିଲା । ଏହି…