ଆମାଜନ୍ ପକ୍ଷରୁ ୧ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ପ୍ରଦାନ
ବେଙ୍ଗାଲୁରୁ: ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ଇ-କମର୍ସ କମ୍ପାନି ଆମାଜନ୍ ପକ୍ଷରୁ ଏକ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। କମ୍ପାନି ଏହା ମାଧ୍ୟମରେ ଉତ୍ପାଦଗୁଡ଼ିକୁ ଶୀଘ୍ର ଗ୍ରାହକମାନଙ୍କ ପାଖରେ ପହଞ୍ଚାଇ ପାରିବ।
ସାମଗ୍ରୀ ପ୍ୟାକ୍ କରିବା, ଉଠାଇବା ଏବଂ ଏହାକୁ ସୁରକ୍ଷିତ…