Latest Odisha News

BREAKING NEWS

ଘଡଘଡି ସହ ବର୍ଷା ଆଶଙ୍କା, ୫ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜ ଆଦି…

ଆଜିଠୁ +୨ ନାମଲେଖା ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ୨୦୧୯-୨୦ ଶିକ୍ଷାବର୍ଷ ଲାଗି ଯୁକ୍ତ ୨ ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ବୁଧବାର ଦିନ ଠାରୁ ଆରମ୍ଭ ହୋଇଛି । ଏହି ଆଡମିଶନ୍ ପ୍ରକ୍ରିୟା ଜୁଲାଇ ୬ ତାରିଖ ଯାଏଁ ଜାରି ରହିବ । ଚଳିତ ଥର ପ୍ରଥମ ବର୍ଷ ଲାଗି ୩,୭୫,୯୫୮ ଜଣ ଛାତ୍ରଛାତ୍ରୀ ଆବେଦନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୦୩-୦୭-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୦୩ ରିଖ ବୁଧବାର ବାର ମିଥୁନ ୧୯ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଆର୍ଦ୍ରା ଓ ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: କର୍କଟ…

ବାଂଲାଦେଶକୁ ୨୮ ରନରେ ପରାସ୍ତ କରି ଭାରତ ସେମିଫାଇନାଲରେ

ବର୍ମିଂହାମ୍: ସେମିଫାଇନାଲ ଯିବାକୁ ଆଜିର ମ୍ୟାଚ୍ ଜରୁରୀ ହୋଇପଡ଼ିଥିବା ବେଳେ ବାଂଲାଦେଶକୁ ୨୮ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳର ୩୧୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ଦଳ ୪୮ ଓଭର୍ ଖେଳି ୨୮୬ ରନରେ ଅଲଆଉଟ୍ ହୋଇଛି । ଭାରତୀୟ ବୋଲର୍ ବାଂଲା ଦଳ ଉପରେ…

ବିଜେଡ଼ି ଜିତିଲା ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପରିଷଦ ଉପ ନିର୍ବାଚନ

ବ୍ରହ୍ମପୁର/କୋରାପୁଟ: ଗଞ୍ଜାମ ଓ କୋରାପୁଟ ଜଲ୍ଲା ପରିଷଦ ଉପ ନିର୍ବାଚନରେ ମଙ୍ଗଳବାର ଦିନ ଦୁଇ ବିଜେଡ଼ି ପ୍ରାର୍ଥୀ ସୋନମ ପଲେଇ ଏବଂ ତୁଳସୀ କିର୍ସାନୀ ନିନ୍ଦ୍ୱନ୍ଦ୍ୱରେ ଜିତି ଅଧ୍ୟକ୍ଷା ପଦବୀ ହାସଲ କରିପାରିଛନ୍ତି । କେବଳ ଜଣେ ମାତ୍ର ପ୍ରତିନ୍ଦ୍ୱନ୍ଦ୍ୱୀ ଭାବେ ନିର୍ବାଚନରେ…

ଶ୍ରୀଜଗନ୍ନାଥଙ୍କ ସମ୍ପର୍କୀତ ନୂଆ ପୋର୍ଟାଲ୍ ଉନ୍ମୋଚନ କଲେ ଗଜପତି ମହାରାଜା

ପୁରୀ: ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ମଙ୍ଗଳବାର ଦିନ ଶ୍ରୀଜଗନ୍ନାଥଙ୍କୁ ନେଇ ଏକ ନୂଆ ୱେବସାଇଟ୍ ଉନ୍ମୋଚିତ କରିଛନ୍ତି । ନୂତନ ଭାବେ ଉନ୍ମୋଚିତ ହୋଇଥିବା ଏହି ୱେବ ସାଇଟ ହେଉଛି www.shreeJagannath.in । ଏହି ୱେବସାଇଟରେ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ସଂସ୍କୃତି…

ପୁରୀ ଶ୍ରୀମନ୍ଦିର ପରିସରରେ ମହିଳା ଭକ୍ତଙ୍କୁ ପୋଲିସର ମାଡ଼

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ଦିନ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଉତ୍ସବ ଚାଲିଥିବା ବେଳେ ଜଣେ ମହିଳା ଭକ୍ତଙ୍କୁ ପୋଲିସ ପିଟିଥିବା ଅଭିଯୋଗ ହୋଇଛି । ପୋଲିସର ଆକ୍ରମଣରେ ଆହତ ହୋଇ ମହିଳା ଭକ୍ତ ଜଣକ ଏବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।…

ରୋହିତଙ୍କ ରେକର୍ଡ଼ ୪ର୍ଥ ଶତକ, ବାଂଲାଦେଶ ବିପକ୍ଷରେ ଭାରତର ଲଢୁଆ ୩୧୪ ରନ

ବର୍ମିଂହାମ୍: ଚଳିତ ବିଶ୍ୱକପରେ ରୋହିତ ଶର୍ମା ୪ଟି ଶତକ ହାସଲ କରି ଏକ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ଭାରତ ବାଂଲାଦେଶ ସମ୍ମୁଖରେ ୩୧୫ ରନର ବିଜୟ ଲକ୍ଷ୍ୟ ଦେଇଛି । ଟିମ୍ ଇଣ୍ଡିଆ ସମୁଦାୟ ୫୦ ଓଭର ଖେଳି ୯ ୱିକେଟ ବିନିମୟରେ କରିଛି ୩୧୪ ରନ । That's the end of the innings –…

ପ୍ରକାଶିତ ହେଲା +୨ କଟ୍ ଅଫ୍ ମାର୍କ: କେଉଁ କଲେଜରେ କେତେ ପ୍ରତିଶତ

ଭୁବନେଶ୍ୱର : ଯୁକ୍ତ ୨ରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ମଙ୍ଗଳବାର ଦିନ ପ୍ରକାଶ ପାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଜାଣନ୍ତୁ, ରାଜ୍ୟର କେଉଁ ୩ଟି ଜୁନିଅର କଲେଜରେ ରହିଛି ସର୍ବାଧିକ କଟ୍ ଅଫ୍ ମାର୍କ କଳା- ବିଜେବି ଜୁନିଅର…

କଲିକତା ଇସ୍କନ ରଥଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ନୁରସତ ଜାହାନ

କଲିକତା: ଜଣାଶୁଣା ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସର ନବନିର୍ବାଚିତା ସାଂସଦ ନୁରସତ ଜାହାନ କଲିକତା ଇସ୍କନ ପକ୍ଷରୁ ଆୟୋଜିତ ଭଗବାନ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଛନ୍ତି । ନିମନ୍ତ୍ରଣ ରକ୍ଷାକରି ଆସିଥବାରୁ ଈସ୍କନର ମୁଖପାତ୍ର ଶ୍ରୀ…