Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧-୦୭-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୦୧ ରିଖ ସୋମବାର ମିଥୁନ ୧୭ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ…

ଭାରତର ପ୍ରଥମ ପରାଜୟ, ଇଂଲଣ୍ଡ ୩୧ ରନରେ ଜିତିଲା ମ୍ୟାଚ୍

ବର୍ମିଂହାମ୍: ବିଶ୍ୱକପ କ୍ରିକେଟରେ ରବିବାର ଅନୁଷ୍ଠିତ ମହା ମୁକାବିଲାରେ ଭାରତକୁ ୩୧ ରନରେ ପରାସ୍ତ କରିଛି । ଇଂଲଣ୍ଡର ୩୩୭/୭ ଜବାବରେ ଭାରତ ମୋଟ ୫୦ ଓଭରରେ ୩୦୬/୫ ରନ ସ୍କୋର କରିବାକୁ ସକ୍ଷମ ହୋଇଛି । ଟିମ୍ ଇଣ୍ଡିଆ ଓପନର୍ ରୋହିତ ଶର୍ମାଙ୍କ ପ୍ରଶଂସନୀୟ ୧୦୨ ରନ ଏବଂ କପ୍ତାନ ବିରାଟଙ୍କ…

ବହିର ପାଗଳ ପ୍ରେମିକ ଦାଶରଥି ପଟ୍ଟନାୟକ

ଦାଶରଥି ପଟ୍ଟନାୟକ (୧୯୦୭-୧୯୯୭) କ୍ଷେତ୍ର: ଭାଷା-ସାହିତ୍ୟ (ଗ୍ରନ୍ଥାଗାର) ଓଡ଼ିଶାରେ ପାଠାଗାର ଆନ୍ଦୋଳନ କ୍ଷେତ୍ରରେ ଯାହାଙ୍କ ଶ୍ରମ ଓ ଅବଦାନକୁ କଦାପି ଅସ୍ୱୀକାର କରିହେବ ନାହିଁ, ସେ ହେଲେ ଦାଶରଥି ପଟ୍ଟନାୟକ । ଦାସିଆ ଅଜା ନାମରେ ଖ୍ୟାତ ଏହି ମହାପୁରୁଷ ୧୨ ଜୁଲାଇ ୧୯୦୭ରେ ନୟାଗଡ଼…

ଇଂଲଣ୍ଡର ବିଶାଳ ୩୩୭ ରନ ସାମ୍ନାରେ ଭାରତର ସଂଘର୍ଷ ଜାରି

ଲଣ୍ଡନ: ବିଶ୍ୱକପରେ ରବିବାର ଦିନ ଅନୁଷ୍ଠିତ ହେଉଛି ମହାମୁକାବିଲା । ବିଶ୍ୱକପର ଦୁଇ ଦାବିଦାର ଦଳଙ୍କ ମଧ୍ୟରେ ମ୍ୟାଚ୍ ଜିତିବାକୁ ଚାଲିଛି କଡ୍ଡା ଟକ୍କର୍ । ଇଂଲଣ୍ଡର ବିଶାଳ ୩୩୭/୭ ଜବାବରେ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ସଂଘର୍ଷ ଜାରି ରଖିଛି । ଏପର୍ଯ୍ୟନ୍ତ ଭାରତ ୨୧ ଓଭର ଖେଳି ଗୋଟିଏ…

ବଙ୍ଗୋପସାଗରରେ ଲଘୁଚାପ, ୪ ଦିନ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିବ। ଏହାର ପ୍ରଭାବରେ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ଏହକୁ ଦୃଷ୍ଟିରେ ରଖି ପାଣିପାଗ…

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ଜଳ ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତାପ୍ରକଟ କରିଛନ୍ତି । ମୋଦୀ ଦ୍ୱିତୀୟଥର ଲାଗି ପ୍ରଧାନମନ୍ତ୍ରୀ ହେବାପରେ ରବିବାର ଦିନ ପ୍ରଥମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସେ…

ତୁମେ କଳ୍ପନା ଡୋରିରେ ବନ୍ଧା

ହେ ଅକଳ୍ପନୀୟ, ତୁମେ କଳ୍ପନା ଡୋରିରେ ବନ୍ଧା ସୀତାକାନ୍ତ ମହାପାତ୍ର ତୋହରି ମାୟାରେ ଜଗତ, ମହତ ଆଦି ପଞ୍ଚଭୂତ ଜଗତ ତୋ’ର ତହୁଁ ଜାତ, ପାଳିଣ ପୁଣି କରୁ ଅନ୍ତ । (ଗୋପଲୀଳା, ଚତୁର୍ଥ ଅଧ୍ୟାୟ) ହେ ଅକଳ୍ପନୀୟ , ଜଗତ ତୁମଠୁଁ ଜାତ ହେବା ପୂର୍ବରୁ ତା’ର ସ୍ଥିତି ନଥିଲା । ଜଗତକୁ ନିଜେ…

ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏବେ ନକଲି ଶିକ୍ଷକ ଶିକ୍ଷା ଦାନ କରୁଥିବା ନେଇ ଗଣ ମାଧ୍ୟମରେ ପ୍ରକାଶ ହୋଇଥିଲା । ଏନେଇ ରାଜ୍ୟ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣା ପଡିଛି । ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ବିଭାଗୀୟ…

ପ୍ରଚଣ୍ଡ ପ୍ରତିଭାବନ୍ତ ଗାୟନାଚାର୍ଯ୍ୟ: ଗାୟକ ରତ୍ନ ଲୋକନାଥ କର

ଭୁବନେଶ୍ୱର: ବାଣପୁର ନିକଟସ୍ଥ ହରିପୁର ଶାସନରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଲୋକନାଥ । ବାପା ନାରାୟଣ ଶତପଥୀ ଓ ମାଆ ତିଳୋତ୍ତମା ଦେବୀଙ୍କର ଲୋକନାଥ ଥିଲେ ତୃତୀୟ ତଥା କନିଷ୍ଠ ପୁତ୍ର । ପିତୃବ୍ୟ ଶ୍ରୀ ଭଗବାନ କରଙ୍କର ପୋଷ୍ୟପୁତ୍ର ହୋଇଯାଇଥିଲେ ଲୋକନାଥ । ଏହାପରେ…

ବିଶ୍ୱକପ କ୍ରିକେଟ: ଟସ୍ ଜିତି ଇଂଲଣ୍ଡର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଲଣ୍ଡନ: ଭାରତ ବିପକ୍ଷ ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଟସରେ ଜିତି ପ୍ରଥମେ ବ୍ୟାଟିଂ ନେବାକୁ ନିଷ୍ପତ୍ତି ନେଇଛନ୍ତି । ବିରାଟଙ୍କ ଟିମ୍ ଇଣ୍ଡିଆ ପ୍ରଥମେ ଫିଲ୍ଡିଂ କରିବ । ଦଳର ବୋଲିଂ ବିଭାଗ ମହମ୍ମଦ ସାମି, ଚହଲ, ବୁମରା ଏବଂ କୁଲଦୀପ ଯାଦବଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଇଂଲଣ୍ଡ ଦଳକୁ…