Latest Odisha News

BREAKING NEWS

ମଦୁଆ ବରକୁ ଦେଖି ବିବାହ ବେଦୀ ଛାଡ଼ିଲେ କନ୍ୟା

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିବାହ ବେଦୀରେ ବର ମଦ୍ୟପାନ କରିଥିବା ଜାଣିବା ପରେ କନ୍ୟା ବେଦୀ ଛାଡ଼ି ବିବାହ କରିବାକୁ ମନା କରିଦେଇଛନ୍ତି । ମମତା ଭୋଇ ନାମ୍ନୀ ଜନୈକା ଯୁବତୀଙ୍କ ଏହି ସାହସିକ ପଦକ୍ଷେପ ଯୋଗୁଁ ଜିଲ୍ଲା ପ୍ରଶାସନ ତାଙ୍କୁ ସମ୍ବର୍ଦ୍ଦିତ…

ପାକିସ୍ତାନ ଆଗରେ ଆଫଗାନିସ୍ତାନ ରଖିଲା ୨୨୮ ରନର ବିଜୟ ଲକ୍ଷ୍ୟ

ଲଣ୍ଡନ: ବିଶ୍ୱକପରେ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ପାକିସ୍ତାନକୁ ୨୨୮ ରନର ବିଜୟ ଲକ୍ଷ୍ୟ ଦେଇଛି ଆଫଗାନିସ୍ତାନ । ଅନଭିଜ୍ଞ ଆଫଗାନିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ବିନିମୟରେ କରିଛି ୨୨୭ ରନ ସ୍କୋର । ଆଫଗାନିସ୍ତାନ ଦଳର ଓପନିଂ…

କେନ୍ଦ୍ର ବଜେଟ୍ ଆଣିଦେଇପାରେ ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର !

ନୂଆଦିଲ୍ଲୀ: ଅଗାମୀ ବାର୍ଷିକ ବଜେଟ ଆଣି ଦେଇପାରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଖୁସିର ଖବର । ସପ୍ତମ ବେତନ କମିଶନରେ ଆଦୌ ସନ୍ତୁଷ୍ଟ ନଥିବା କର୍ମଚାରୀ ସରକାର ସେମାନଙ୍କୁ ଠକୁଥିବା ଭଳି ଅନୁଭବ କରୁଛନ୍ତି । ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ବେତନ ହାରରେ ସେମାନେ…

ନାଇଜେରିଆରୁ ଉଦ୍ଧାର ହେଲେ ୫ ଭାରତୀୟ, ଜଣେ ଓଡିଆ ସାମିଲ

ଭୁବନେଶ୍ୱର : ଆସନ୍ତା ଏପ୍ରିଲ୍ ୧୯ ତାରିଖରେ ନାଇଜେରିଆର ବନି ଦ୍ୱୀପପୁଞ୍ଜରୁ ଅପହୃତ ହୋଇଥିବା ଜଣେ ଓଡିଆ ନାବିକଙ୍କ ସହ ୫ ଜଣ ଭାରତୀୟଙ୍କୁ ଶନିବାର ଦିନ ଉଦ୍ଧାର କରାଯାଇଛି। ଏନେଇ ଟ୍ୱିଟ୍ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ।…

ଜୁଲାଇରେ ନିଲାମ ହେବ ରାଜ୍ୟର ୧୦ଟି ଖଣି: ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଜୁଲାଇ ମାସରେ ରାଜ୍ୟରେ ପାଖାପାଖି ୫ରୁ ୧୦ଟି ଖଣି ନିଲାମ ହେବ ବୋଲି ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଶନିବାର ଦିନ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ, ୨୦୨୦ ମସିହା…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୨୧ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ଓଡିଶାର ପ୍ରାୟ ୨୧ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ୨୧ ଜିଲ୍ଲାରେ ପାଖାପାଖି ଅପରାହ୍ନ ୫ଟା…

ଓଡ଼ିଶା ଆସୁଛନ୍ତି ଜଗା-କାଳିଆ, ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆ ଖୁବଶୀଘ୍ର ଓଡିଶା ପ୍ରତ୍ୟାବର୍ତ୍ତନ କରିବେ । ଏଥିସହିତ ସେମାନଙ୍କୁ ଭୁବନେଶ୍ୱରର ଏକ ମେଡିକାଲକୁ ସ୍ଥାନାନ୍ତରିତ କରାଯିବ । ଗଣମାଧ୍ୟମକୁ ସୂଚନା ଦେଇ ଏନଏଚଏମ୍ ଏମଡି ଶାଳିନୀ ପଣ୍ଡିତ କହିଛନ୍ତି,…

ଘରର ଅଶାନ୍ତି ଦୂର କରେ ଚାନ୍ଦୀ ହାତୀ

ଭୁବନେଶ୍ୱର: ଏକବିଂଶ ଶତାବ୍ଦୀରେ ପାଦ ଦେଇ ମଧ୍ୟ ଆଜିବି ବିଭିନ୍ନ ବର୍ଗର ଲୋକେ ବାସ୍ତୁଶାସ୍ତ୍ର ଅନୁସାରେ ନିଜ ଗୃହ ନିର୍ମାଣ କରୁଛନ୍ତି । ଆମ ହିନ୍ଦୁ ପରମ୍ପରାରେ ବାସ୍ତୁଶାସ୍ତ୍ରର ମାନ୍ୟତା ଖୁବ୍ ଅଧିକ। । ବାସ୍ତୁବିତ୍ ପଣ୍ଡିତ ପ୍ରଫୁଲ୍ଲ ଭଟ୍ଟଙ୍କ କହିବାନୁସାରେ ବାସ୍ତୁଶାସ୍ତ୍ରରେ ହାତୀର…

ବିଷ୍ଣୁ ସେଠୀ ବିଧାନସଭା ବିରୋଧୀ ଦଳ ଉପନେତା ଭାବେ ନିଯୁକ୍ତ

ଭୁବନେଶ୍ୱର: ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ଓଡ଼ିଶା ବିଧାନସଭା ବିରୋଧୀ ଦଳ ଉପନେତା ଭାବେ ନିଯୁକ୍ତ ହୋଇଥିବା ନେଇ ଶନିବାର ଦିନ ରାଜ୍ୟ ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ଏହାବ୍ୟତୀତ, ବିଧାନସଭାରେ କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କୁ ବିଜେପି ମୁଖ୍ୟ ସଚେତକ ଭାବେ ନିଯୁକ୍ତ…

ମସଲା ଚିକେନ ପତ୍ରପୋଡ଼ା

ଚିକେନ ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ଚିକେନରୁ ତିଆରି ପ୍ରତିଟି ଆଇଟମ ବେଶ ସୁଆଦିଆ ହୋଇଥାଏ । ତେଣୁ ଆମେ ଆଜିପ୍ରସ୍ତୁତ କରିବା ଚିକେନର ଏକ ଆଇଟମ ‘ମସଲା ଚିକେନ ପତ୍ରପୋଡ଼ା’। ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ: ଚିକେନ : ବନଲେସ ୨୫୦ଗ୍ରାମ ହଳଦି : ଏକ ଚାମଚ ଅଦାରସୁଣ ବଟା : ୨ଚାମଚ…