Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ; କେବେ ଯାଏଁ ହେପାଜତରେ ରହିବେ ମେହବୁବା ମୁଫତି?

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ କେତେ ଦିନ ହେପାଜତରେ ରଖାଯାଇପାରିବ? ଜାମ୍ମୁ କାଶ୍ମୀର ପ୍ରଶାସନକୁ ଏଭଳି ପ୍ରଶ୍ନ ପଚାରିଛନ୍ତି ସୁପ୍ରିମକୋର୍ଟ । ଏପରିକି ତାଙ୍କ ଝିଅ ଇଲତିଜା ମୁଫତି ତାଙ୍କୁ ଦେଖା କରିବା ପାଇଁ ଅନୁମତି ମାଗିଛନ୍ତି ।…

ବାତିଲ ହେଲା ଉପନିର୍ବାଚନ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ମଙ୍ଗଳବାର କହିଛନ୍ତି ଯେ ଆସାମ, କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଉପ-ନିର୍ବାଚନକୁ ବାତିଲ କରିଦିଆଯାଇଛି । ନିର୍ବାଚନ ପରିଚାଳନାରେ ଅସୁବିଧା ଏବଂ ଏହା ସହ ଜଡିତ ପ୍ରସଙ୍ଗଗୁଡିକୁ ନେଇ ରାଜ୍ୟ ମୁଖ୍ୟ ସଚିବଙ୍କ ସହିତ ଆଲୋଚନା ପରେ ନିର୍ବାଚନ କମିଶନ ଏହି…

ଆଖି ବୁଜିଲା ନନ୍ଦନକାନନର ‘ସୁପ୍ରିୟା’

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକ ସିଂହୀର ମୃତ୍ୟୁ ହୋଇଛି। ଏହି ସିଂହୀର ନାମ ଥିଲା ସୁପ୍ରିୟା । ମୃତ୍ୟୁ ବେଳକୁ ତାର ବୟସ ୧୫ ବର୍ଷ ହୋଇଥିଲା। ସୁପ୍ରିୟା ଗତ କିଛିଦିନ ଧରି ଅସୁସ୍ଥ ଥିଲା । ଗତ ଅଗଷ୍ଟ ୨୮ରେ ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ…

ନଭେମ୍ବର ୩ରେ ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ଭୋଟ

ଭୁବନେଶ୍ୱର: ବାଜିଲା ବିଧାନସଭା ଉପନିର୍ବାଚନ ବିଗୁଲ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ନଭେମ୍ବର ୩ ତାରିଖରେ ପଡିବ ଭୋଟ । କୋଭିଡ ଗାଇଡ ଲାଇନ୍ ଅନୁଯାୟୀ ନିର୍ବାଚନ ହେବ । ଏନେଇ ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଅକ୍ଟୋବର…

IPL ସୁପର ଓଭରରେ ୨ଟି ମ୍ୟାଚ୍ ଜିତିଛି ବେଙ୍ଗାଳୁରୁ

ଦୁବାଇ: ଆଇପିଏଲର ଦୁଇଟି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ସୁପର ଓଭରରେ ବିଜୟୀ ହୋଇଛି । ଗୋଟିଏ ୨୦୧୩ରେ ଖେଳାଯାଇଥିଲା । ଆଉ ଗୋଟିଏ ମ୍ୟାଚ୍ ଚଳିତ ସିଜିନର ଗତକାଲିର ମୁକାବିଲାରେ ବିଜୟୀ ହୋଇଛି ବେଙ୍ଗାଳୁରୁ । ଦିଲ୍ଲୀ ବନାମ ବେଙ୍ଗାଳୁରୁ (୨୦୧୩ IPL)୨୦୧୩ IPL ସୁପର ଓଭର ମ୍ୟାଚ୍…

ଦେଶରେ ୮୩ % ଛୁଇଁଲା ସୁସ୍ଥତା ହାର

ନୂଆଦିଲ୍ଲୀ : କ୍ରମାଗତ ଭାବରେ ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଆରୋଗ୍ୟ ହାରରେ ଭାରତ ୮୩ % ପାର୍ କରିଛି । କ୍ରମାଗତ ଭାବରେ ଭାରତରେ ଆରୋଗ୍ୟଙ୍କ ହାର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୦,୫୮୯ ରହିଥିବା ବେଳେ ୮୪,୮୭୭ ଜଣ…

ଉତ୍ତରାଖଣ୍ଡରେ ଆରମ୍ଭ ହେଲା ‘ନମାମୀ ଗଙ୍ଗେ’ ମିଶନ

ନୂଆଦିଲ୍ଲୀ: ବିହାର ପରେ ଏବେ ଉତ୍ତରାଖଣ୍ଡବାସୀଙ୍କୁ ମିଳିଲା ବଡ ଭେଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନମାମୀ ଗଙ୍ଗେ ମିଶନର ଲୋକାର୍ପଣ କରିଛନ୍ତି । ଏହା ସହ ସେ ୬ଟି ମେଗା ପ୍ରୋଜେକ୍ଟ ମଧ୍ୟ ଲୋକାର୍ପଣ କରିଛନ୍ତି। ପିଏମ ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ…

କୋର୍ଟରେ ଏନସିବିର ସତ୍ୟପାଠ: ରିୟା, ସୌଭିକ ଡ୍ରଗ୍ସ କାରୋବାରରେ ଲିପ୍ତ

ମୁମ୍ବାଇ: ରିୟା ଚକ୍ରବର୍ତି ଓ ତାଙ୍କ ଭାଇ ସୌଭିକ ଅଡୁଆରେ ପଡିଛନ୍ତି । ମଙ୍ଗଳବାର ଏନସିବି ବମ୍ବେ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ରିୟା, ସୌଭିକ ଡ୍ରଗ୍ସ କାରୋବାରରେ ଲିପ୍ତ ଥିବା ସ୍ପଷ୍ଟ କରିଛି । ଏନସିବି ଜେନାଲ ଡାଇରେକ୍ଟର ସମୀର ୱାନଖେଡ ଦାଖଲ କରିଥିବା ଜବାବରେ ଉଲ୍ଲେଖ…

ଏଲ୍‌ଏସିରେ ଏବେ ନା ଅଛି ଯୁଦ୍ଧ ପରିସ୍ଥିତି ନା ଶାନ୍ତି: ବାୟୁ ସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ ଲାଗି ରହିଛି ସୀମା ବିବାଦ । ଉତ୍ତର ସୀମାରେ ଉତ୍ତେଜନା କମିବାର ନାଁ ନେଉନି । ପୂର୍ଣ୍ଣ ଏହାରି ଭିତରେ ପାକିସ୍ତାନ ପକ୍ଷରୁ ମଧ୍ୟ କ୍ରମାଗତ ଅନୁପ୍ରବେଶ ପ୍ରୟାସ ଲାଗି ରହିଛି। ଭାରତୀୟ ବାୟୁସେନା (ଆଇଏଏଫ) ମୁଖ୍ୟ ଆର କେ ଏସ ଭଦୋରିଆ କହିଛନ୍ତି ଉତ୍ତର ସୀମାରେ…

କୋଭିଡ ପଜିଟିଭ ଚିହ୍ନଟ ହେଲେ ସସ୍ମିତ ପାତ୍ର 

ଭୁବନେଶ୍ୱର: ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସସ୍ମିତ ଟ୍ୱିଟ କରି ଲେଖିଛନ୍ତି ଯେ, " ମୁଁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ମୁଁ ହୋମ ଆଇସୋଲେସନ ରେ ରହିଛି"। କିଛି ଦିନ ମଧ୍ୟରେ ମୋ…