ଲାଉଙ୍ଗିମାନଙ୍କ ସଂକଳ୍ପ ବନାମ କୁହାମୁଣ୍ଡା କପିଳା ସରକାର
ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…
ମଣିଷର ନିଷ୍ଠା ଓ ସଂକଳ୍ପ ସାମ୍ନାରେ ପାହାଡ଼ର ଦର୍ପ ବି ଚୁନା ହୋଇଯାଏ, ଏକଥା ପ୍ରମାଣ କରିଥିଲେ ବିହାରର ଦାଶରଥୀ ମାନ୍ଝି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା ଓ ତାଙ୍କ ଉପରେ ଗୋଟେ ବଲିଉଡ଼୍ ଚଳଚ୍ଚିତ୍ର ବି ନିର୍ମାଣ…