ଡିସେମ୍ବର ୩୧ ଯାଏଁ ବଢିଲା ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେସିଆଲ୍ ଟ୍ରେନ ସେବା
ଭୁବନେଶ୍ୱର: ରାଉରକେଲା-ଭୁବନେଶ୍ୱର-ରାଉରକେଲା ଆନ୍ତ ରାଜ୍ୟ ଟ୍ରେନର ସେବାକୁ ୨୦୨୦ ମସିହା ୩୧ ଡିସେମ୍ବର ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।
ଜାଣନ୍ତୁ, ସମ୍ପୂର୍ଣ୍ଣ ବିବରଣୀ
୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ୱତନ୍ତ୍ର ଟ୍ରେନ ରାଉରକେଲାରୁ ଶନିବାର ଏବଂ…