Latest Odisha News

BREAKING NEWS

Browsing Tag

+2 Student

ବେକରେ ଦଉଡ଼ି ଦେଇ ହଷ୍ଟେଲରେ ଝୁଲିପଡ଼ିଲେ +୨ ଛାତ୍ରୀ 

ବ୍ରହ୍ମପୁର : ପୁଣି ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା । ବେକରେ ଦଉଡ଼ି ଦେଇ ଝୁଲିପଡ଼ିଲେ ଛାତ୍ରୀ । ଏପରି ଦୁଃଖଦ ଘଟଣା  ଗିରିରୋଡ ସ୍ଥିତ ପଦ୍ମାବତୀ ନାମକ ଏକ ଘରୋଇ ଛାତ୍ରୀ ନିବାସରେ ଘଟିଛି । ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣକ ହେଲେ ଶେରଗଡ ବ୍ଲକ ଗୋବିନ୍ଦପୁର ଅଞ୍ଚଳର ସୁଜ୍ଞାନୀ ସ୍ୱାଇଁ ।…

୫୦୦ ଛାତ୍ରୀ ଦେଖି ବେହୋସ୍‌ ହେଲା ଛାତ୍ର, ଭିଡିଓ ହେଉଛି ଭାଇରାଲ୍‌…

ବିହାର: ପରୀକ୍ଷା ହଲରେ ୫୦୦ ଝିଅ ଦେଖି ଅଚେତ ହୋଇପଡିଲେ ଯୁବକ । ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ବିହାରର ନାଳନ୍ଦା ଅଞ୍ଚଳରେ । ଜଣେ ଯୁକ୍ତ ଦୁଇ ଛାତ୍ର ପରୀକ୍ଷା ହଲରେ ୫୦୦ ଛାତ୍ରୀଙ୍କୁ ଦେଖି ବେହୋସ ହୋଇ ପଡିଥିଲେ ।  ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ଚକିତ କରିଛି । ଛାତ୍ର…

ଝୁଲନ୍ତା ଅବସ୍ଥାରେ ମିଳିଲା ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତଦେହ

ପୁରୀ : ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ସୁମିତ୍ରା ପଣ୍ଡାଙ୍କ ମୃତ ଦେହ ଉଦ୍ଧାର  । ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା  ଅବସ୍ଥାରେ ଉଦ୍ଧାର ହୋଇଛି। କଲେଜ ପରିସରରେ ଥିବା ସୁକନ୍ୟା ଛାତ୍ରୀନିବାସ ୧୨ ନମ୍ବର ରୁମ୍ ରେ ଛାତ୍ରୀଙ୍କ ମୃତ ଦେହ ମିଳିଛି…

ସେପ୍ଟେମ୍ୱର ୨୨ରୁ +୨ ପାଠପଢା

ଭୁବନେଶ୍ୱର : ସେପ୍ଟେମ୍ୱର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି  +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଶ୍ରେଣୀଗୃହ ପାଠପଢା । ଏନେଇ ଆଜି  ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀଙ୍କ କହିବା ଅନୁସାରେ, ଚଳିତ ବର୍ଷ ୩.୫ ଲକ୍ଷ ପିଲା ବର୍ତ୍ତମାନ ସୁଦ୍ଧା…

ବନ୍ୟା ଦୃଷ୍ଟିରୁ ଘୁଞ୍ଚିଲା ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା

ଭୁବନେଶ୍ବର : ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା ତାରିଖ ବୃଦ୍ଧି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅନୁମୋଦନ କ୍ରମେ ଯୁକ୍ତ ୨ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ଯସୂଚୀ ପ୍ରସ୍ତୁତ ହୋଇଛି।…

ପୁଣି ବିଜେବି କଲେଜରେ ରାଗିଂ ! ବଡ଼ଗଡ଼ ଥାନାରେ ଛାତ୍ରଙ୍କ ଏତଲା

ଭୁବନେଶ୍ୱର: ବିଜେବି କଲେଜ ପିଛା ଛାଡ଼ୁନି ରାଗିଂ ଅଭିଯୋଗ । ଗତ ୨ ତାରିଖରେ ରାଗିଂକୁ ସାମ୍ନା ନକରି ପାରି ହଷ୍ଟେଲ ରୁମରେ ଜୀବନ ହାରିଥିଲେ ରୁଚିକା ମହାନ୍ତି । ରୁଚିକାଙ୍କ ଆତ୍ମହତ୍ୟାକୁ ୬ ଦିନ ବିତିଥିବା ବେଳେ ଧରାପଡ଼ି ନାହାନ୍ତି ୩ ସିନିୟର । ଅନ୍ୟପଟେ ବିଜେବି କଲେଜର ଜଣେ ଯୁକ୍ତ ୨…