ସାଙ୍ଗ ବାହାଘରକୁ ଯାଉଥିଲେ ୩ ସାଙ୍ଗ, ବାଟରେ ଜୀବନ ନେଇଗଲା ଯମ
ଅନୁଗୁଳ: ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପରିବା ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କାରେ ୩ ଜଣ ଯୁବକ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି ।
ସୂଚନା ଅନୁସାରେ, ବାଇକରେ କୁଳେଇ ଗାଁର ୩…