Latest Odisha News

BREAKING NEWS

Browsing Tag

AIIMS Delhi

କିଏ ହେବେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ? ରେସରେ ତିନି ପ୍ରମୁଖ ଡାକ୍ତର

ନୂଆଦିଲ୍ଲୀ : କିଏ ହେବେ ନୂଆଦିଲ୍ଲୀସ୍ଥିତ ଏମ୍ସର ନିର୍ଦ୍ଦେଶକ ? ମାର୍ଚ୍ଚ ୨୪ରେ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । କିନ୍ତୁ କେନ୍ଦ୍ର ସରକାର ଏବେ ଆଉ ତିନି ମାସ ତାଙ୍କର ଚାକିରି ଅବଧି ବଢ଼ାଇଛନ୍ତି। ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଏମ୍ସ…

ଟୀକା ପାଇଁ ସାଧାରଣ ଲୋକଙ୍କୁ ୨୦୨୨ ଯାଏଁ ଅପେକ୍ଷା କରିବାକୁ ପଡିବ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କରୋନାଭାଇରସ୍ ଟୀକାକୁ ସତେ ଯେପରି ଲୋକମାନେ ଚାତକ ପରି ଚାହିଁ ବସିଛନ୍ତି। ତେବେ ଲୋକଙ୍କ ଏହି ଅପେକ୍ଷାର ଅନ୍ତ ବୋଧେ ଏବେ ହେବ ନାହିଁ। ଏମ୍ସ ନିର୍ଦ୍ଦେଶକ ଡ଼. ରଣଦୀପ ଗୁଲେରିଆ ଦେଇଥିବ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ , ଟୀକା ପାଇଁ ସାଧାରଣ ଲୋକଙ୍କୁ ୨୦୨୨ ଯାଏଁ…

କରୋନା ସଂକ୍ରମଣ ଭୟ: ଦୁଇ ସପ୍ତାହ ପାଇଁ ବନ୍ଦ ହେଲା ନୂଆଦିଲ୍ଲୀ ଏମସ୍ ଓପିଡି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଏମସ୍‌ର ବାହ୍ୟ ରୋଗୀ ସେବା(ଓପିଡି)କୁ ଦୁଇ ସପ୍ତାହ ପାଇଁ ସାମୟିକ ଭାବେ ବନ୍ଦ ରଖାଯାଇଛି । ଆଗକୁ ପରିସ୍ଥିତି ଦେଖି କେବେ ଖୋଲିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଏମସ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଆଜି ଦିଲ୍ଲୀରେ…

ଦିଲ୍ଲୀରେ ବର୍ଷା ପାଣିରେ ବୁଡ଼ିଲା ବସ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଜି ସକାଳୁ ରାଜଧାନୀ ଦିଲ୍ଲୀରେ ମୂଷଳ ଧାରାରେ ବର୍ଷା ହୋଇଛି । କେଇ ଘଣ୍ଟାର ବର୍ଷାରେ ଦିଲ୍ଲୀ ହାଲ୍ ବେହାଲ୍ । ଚାରିଆଡ ଜଳାର୍ଣ୍ଣବ । ଯୁଆଡ଼େ ଦେଖିଲେ ଖାଲି ପାଣି ଆଉ ପାଣି । ଉଛୁଳିଛି ଡ୍ରେନ୍ । ମିଣ୍ଟୋ ବ୍ରିଜ ତଳେ ଜମିଥିବା ପାଣି ରାଜଧାନୀର ଡ୍ରେନେଜ୍ ସିଷ୍ଟମର ପୋଲ୍ ଖୋଲି…

ଦିଲ୍ଲୀ ଏମ୍ସ କୋଠାରୁ ଡେଇଁ ଜୀବନ ହାରିଲେ କୋଭିଡ୍ ପଜିଟିଭ୍ ସାମ୍ବାଦିକ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ସାମ୍ବାଦିକଙ୍କ ଆତ୍ମହତ୍ୟା । ଦିଲ୍ଲୀ ଏମ୍ସର ଚାରି ମହଲା କୋଠା ଉପରୁ ଡେଇଁ ଜୀବନ ହାରିଛନ୍ତି ଜଣେ ସାମ୍ବାଦିକ । ତାଙ୍କ ନାଁ ତରୁଣ ସିସୋଦିଆ । ବୟସ ୩୭ ବର୍ଷ । ଘର ଦିଲ୍ଲୀର ଭଜନପୁରାରେ । ସେ ଏକ ହିନ୍ଦୀ ପେପରରେ କାର‌୍ୟ୍ୟ କରୁଥିଲେ । ତେବେ ସେ କାହିଁକି…