ଦିଲ୍ଲୀ-ଏନସିଆର ପ୍ରଦୂଷଣ ମାମଲା ଗ୍ରହଣ କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆାର ପ୍ରଦୂଷଣ ମାମଲାରେ ଦାଏର ହୋଇଥିବା ଆଉ ଏକ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଦିଲ୍ଲ ଏନସିଆାରରେ ବାୟୁ ପ୍ରଦୂଷଣ ନେଇ ଆଇନଜୀବୀ ଶଶାଙ୍କ ଶେଖର ଝା ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଥିଲେ । ଏଥିରେ କେନ୍ଦ୍ର ସରକାର,…