Latest Odisha News

BREAKING NEWS

Browsing Tag

Akash Pathak

ଟାଟାର ସ୍ପଷ୍ଟୀକରଣ ‘ଆକାଶ କେବେ ବି ଟାଟାର କର୍ମଚାରୀ ନ ଥିଲେ’

ଭୁବନେଶ୍ୱର: ଆକାଶ ପାଠକଙ୍କୁ ନେଇ ପୁଣି ଥରେ ଟାଟା ମୋଟର୍ସର ସ୍ପଷ୍ଟୀକରଣ ଦେଇଛି । ଆକାଶ କେବେ ବି କମ୍ପାନିର କର୍ମଚାରୀ ନଥିଲେ କିମ୍ବା । ସ୍କାଏ କିଙ୍ଗ ସଂସ୍ଥା ସହ କମ୍ପାନିର କୌଣସି କାରବାର ନାହିଁ । ଏପରିକି ସ୍କାଏ କିଙ୍ଗ ଭାଉଚର ଉପରେ କେବେବି କମ୍ପାନି ଜିଏସଟି ଫେରସ୍ତ ଦାବି କରିନି…

ଆକାଶ ପାଠକଙ୍କ ସତ ଜାଣିବାକୁ ଟାଟା କର୍ତ୍ତୃପକ୍ଷଙ୍କୁ କମିଶନରେଟ ପୋଲିସର ଚିଠି

ଭୁବନେଶ୍ୱର: ଆଇଏଫଏସ୍ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ଟାଟାର ଏମଡି ଥିଲେ କି ନାହିଁ ? ନା ସେ ମିଛ କହୁଛନ୍ତି ? ଆକାଶଙ୍କ ସମ୍ପର୍କରେ ସତ ଜାଣିବା ପାଇଁ ଟାଟା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଖାରବେଳନଗର ଥାନା ପକ୍ଷରୁ ଚିଠି ଲେଖାଯାଇଛି । ଜବାବ ଆସିଲା ପରେ…

ଆକାଶ ପାଠକ ଟାଟା ମୋଟର୍ସର କର୍ମଚାରୀ ନୁହନ୍ତି

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଓ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ହାରା ଗିରଫ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସମ୍ପର୍କରେ ଆଜି ସଫେଇ ଦେଇଛି ଟାଟା ମୋଟର୍ସ । ପୂର୍ବରୁ ଆକାଶ ନିଜକୁ ଟାଟା ମୋଟର୍ସର ଏମଡି ବୋଲି କହୁଥିବା ବେଳେ ସେ…

ଖୋଲିବ IFS ଅଭୟକାନ୍ତ ପାଠକଙ୍କ ଜାଲିଆତି ପେଡି: ଭିଜିଲାନ୍ସରେ ହାଜର ହେଲେ ଡ୍ରାଇଭର ଓ କିଛି ବ୍ୟାଙ୍କ କର୍ମଚାରୀ

ଭୁବନେଶ୍ୱର: ଖୋଲିବ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଦୁର୍ନୀତି ପେଡ଼ି । କଳାଧନର ଗୁମର ଫିଟିବି । ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଛି । ଆଜି ଭିଜିଲାନ୍ସରେ ହାଜର ହୋଇଛନ୍ତି ଅଭୟକାନ୍ତଙ୍କ ଡ୍ରାଇଭର । କିଛି ବ୍ୟାଙ୍କ କର୍ମଚାରୀ ବି ହାଜର ହୋଇଛନ୍ତି । ସେମାନଙ୍କୁ ପଚରାଉଚରା କରିବେ ତଦନ୍ତକାରୀ…

ଖୋଲିବ ଆକାଶ ପାଠକଙ୍କ ଟାଟା ମୋଟର୍ସ ଠକେଇ ରହସ୍ୟ, ତଦନ୍ତ ପାଇଁ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଅ ଅଭିଯୋଗରେ ଗିରଫ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ଆସିଥିବା ଠକେଇର ଗୁମର । ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇର ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଆଜି ବ୍ରହ୍ମପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ…

ଝାରପଡ଼ା ଜେଲରେ ରାତି କାଟିଲେ ଆଇଏଫଏସ୍ ବାପା ଓ ସୌଖିନିଆ ପୁଅ

ଭୁବନେଶ୍ୱର: ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ନୂଆ ଠିକଣା ଭୁବନେଶ୍ୱର ଝାରପଡ଼ା ଜେଲ୍ । ବାପାଙ୍କ ସହ ପୁଅ ଆକାଶ ପାଠକ ବି ଜେଲରେ ରାତି କାଟିଛନ୍ତି । ହୋଟେଲ ତାଜ ସମେତ ଦେଶ ବିଦେଶର ହୋଟଲରେ ଅୟସ ଲାଇଫ ବିତାଉଥିବା ବାପା-ପୁଅ ଯୋଡ଼ି ଜେଲ ହାଓ୍ୱା ଖାଇଛନ୍ତି । ଗତକାଲି ସେମାନଙ୍କୁ ଝାରପଡ଼ା…