Latest Odisha News

BREAKING NEWS

Browsing Tag

Angul

ଡିଜିଟାଲ ପରାମର୍ଶ ବଦଳାଇଲା ଅନୁଗୁଳର ଚାଷୀ ସରୋଜଙ୍କ ଭାଗ୍ୟ ଜାଣନ୍ତୁ କେମିତି?

ଅନୁଗୁଳ : ସଠିକ ସୂଚନାର ଅଭାବ ଓ ପରାମର୍ଶ ଅଭାବରୁ ଚାଷ କାମରେ ଅନେକ କ୍ଷତିର ସମ୍ମୁଖୀନ ହେଉଥିଲେ ଅନୁଗୁଳ ଆଠମଲ୍ଲିକ ବ୍ଲକ ପାତ୍ରପଡା ଗାଁର ଚାଷୀ ସରୋଜ କୁମାର ପାତ୍ର । କିନ୍ତୁ ହଠାତ୍ ଚମତ୍କାର ହେଲା ଭଳି କିଛି ହେଲା ତାଙ୍କ କ୍ଷେତ୍ରରେ ଯାହା ତାଙ୍କ ସମସ୍ୟାର ସମାଧାନ ଆଣିଦେଲା । ଆଉ ଏବେ…

ଜେଏସ୍‌ପିଏଲ୍ ଅନୁଗୁଳ କାରଖାନା ପରିଦର୍ଶନ କଲ‌େ ଖୋର୍ଦ୍ଧା ରେଳ ଡି.ଆର୍‌.ଏମ୍‌

ଅନୁଗୁଳ: ପୂର୍ବତଟ ରେଳ ଅନ୍ତର୍ଗତ ଖୋର୍ଦ୍ଧା ଡିଭିଜନ୍‌ର ଡିଭିଜନାଲ୍ ରେଲ୍‌ୱେ ମ୍ୟାନେଜର ଶଶୀକାନ୍ତ ସିଂହ ଗୁରୁବାର ଦିନ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର ଲିଃ (ଜେଏସ୍‌ପିଏଲ୍‌)ର ଅନୁଗୁଳ ସମନ୍ୱୀତ ଇସ୍ପାତ କାରଖାନା ପରିଦର୍ଶନ କରିଛନ୍ତି। ଏହି ସମୟରେ ଉଭୟ ରେଳବାଇ ଓ ଜେଏସ୍‌ପିଏଲ୍…

ଭାଉଜକୁ ଶିଳପୁଆରେ ଛେଚି ହତ୍ୟା କଲା ଦିଅର

ଅନୁଗୁଳ : ଅନୁଗୁଳ ସଦର ଥାନା ସୁସୁଡା ଗାଁରେ ଅଭାବନୀୟ ଘଟଣା । ଭାଉଜକୁ ଶିଳପୁଆରେ ଛେଚି ହତ୍ୟା କଲା ଦିଅର । ଏହା ପରେ ଅଭିଯୁକ୍ତ ସୁବାସ ଭୋଇ ଅନୁଗୁଳ ଥାନାରେ ଆତ୍ମସମର୍ପଣ କରିଛି । ସୂଚନା ଅନୁସାରେ ସୁସୁଡା ସ୍କୁଲ ସମ୍ମୁଖରେ ରହୁଥିବା ସଙ୍ଗୀତା ଭୋଇଙ୍କ ସ୍ୱାମୀ ନୀଳମଣି ବ।।ହାରକୁ କାମ…

ଉଲଗ୍ନ ହୋଇ ଥାନା ସାମ୍ନାରେ ମହିଳାଙ୍କ ଉନ୍ମତ୍ତକାଣ୍ଡ

ପାଲଲହଡା: ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳସ୍ଥିତ ଏକ ଥାନା ସମ୍ମୁଖରେ ଜଣେ ମହିଳାଙ୍କ ଉଲଗ୍ନ ହୋଇ ଲୋକଙ୍କୁ ମାରପିଟ ସହ ରାସ୍ତା ଅବରୋଧ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଜଣେ ମହିଳା ଥାନା ସମୁଖରେ ପହଞ୍ଚିଥିଲେ। ପରେ କୌଣସି କାରଣ ବଶତଃ ସେ ହଠାତ୍…

ଦୁଇ ଭାଇଙ୍କ ଉପରେ ଗୁଳିମାଡ଼ ଓ ଭୂଜାଲିରେ ହାଣିଲେ ଦୁର୍ବୃତ୍ତ, ଜଣେ ମୃତ

ଅନୁଗୋଳ: ଦୁଇ ଭାଇଙ୍କ ଉପରେ ସଂଘବଦ୍ଧ ଆକ୍ରମଣ । ଭୂଜାଲୀରେ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଅନ୍ୟ ଜଣେ ଭାଇ ଗୁରୁତର ହୋଇଛନ୍ତି । ଅନୁଗୋଳ ଜିଲ୍ଲା ମୁଷାପାପୁଲୀ ଛକରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ମୃତକ ହେଲେ ରନ୍ତଲେଇ ଗାଁର ଦୁଃଶାସନ ସେନାପତି । ତାଙ୍କ ଭାଇ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଅନୁଗୁଳ: ଭିଜିଲାନ୍ସ ଜାଲରେ ଅନୁଗୁଳର ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କ ସରକାରୀ କାର୍ଯ୍ୟାଳୟ ଓ କ୍ୱାଟର୍ସରେ ଭିଜିଲାନ୍ସ ଚଢ଼ାଉ କରିଛି…

[ଭିଡ଼ିଓ] ସରକାରୀ ଖଟକୁ ବେସରକାରୀ କୁକୁର !

ଅନୁଗୁଳ: ମଣ୍ଡାପାଳ ସବ୍‌-ଡିଭିଜିନାଲ ହସ୍ପିଟାଲର ଦୃଶ୍ୟ । ଖାଲି ଅଛି ବେଡ୍ ହେଲେ ରୋଗୀ ନାହିଁ । ବାହ୍ୟରୋଗୀ ବିଭାଗରେ ପଡିଛି ଚିକ୍କଣିଆ ଚୌକି ହେଲେ ଡାକ୍ତରଙ୍କ ଦର୍ଶନ ନାହିଁ । ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ବେଡ୍‌ରେ ଶୋଇଛନ୍ତି ବାରବୁଲା କୁକୁର । ତେବେ ପରିତ୍ୟକ୍ତ ଗୃହ ନୁହେଁ ବରଂ…

ଦେଶୀ ଓ ନକଲି ମଦର ଭୂସ୍ୱର୍ଗ ଅନୁଗୁଳ !

ଅନୁଗୁଳ: ଦେଶୀ ମଦର ଭୂସ୍ୱର୍ଗ ପାଲଟିଛି ଅନୁଗୁଳ । ଜିଲ୍ଲାରେ ବେଧଡକ ପୋଲିସ ନାକତଳେ ତିଆରି ଓ ବିକ୍ରି ହେଉଛି । ହେଲେ ପ୍ରଶାସନର ନିଘା ନାହିଁ । ଦିନ ଦ୍ୱିପହରେ ହେଉ କି ରାତି ଖୁଲମଖୋଲା ଚାଲାଣ ହେଉଛି ଦେଶୀ ମଦ । ଶୁକ୍ରବାର ତାଳଚେର ଅବକାରୀ ବିଭାଗ ପକ୍ଷରୁ ରେଙ୍ଗାଳି ଥାନା ପୋଲିସ ଚଢାଉ…

[ଭିଡିଓ] କୁକୁର ପାଇଁ ସାକ୍ଷୀ ଦେଇ ଫସିଗଲେ ବାବୁଲି !

ଅନୁଗୁଳ: ମହଙ୍ଗା ପଡିଲା ବିଦେଶୀ କୁକୁର ପାଇଁ ସାକ୍ଷୀ ଦେବା । ଉଦ୍ଧାର ପାଇଲା କୁକୁର । ଧରାପଡିଲା ଚୋର । ହେଲେ ପୋଲିସକୁ ସହାୟତା କରି ବଳିପଡିଲା ଏକ ନିରୀହ ପରିବାର । ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଅନୁଗୁଳ ଜିଲ୍ଲା । ଅନୁଗୁଳ ସନ୍ଥପଡାର ବାବୁଲି ସାମଲ । ଘର ଆଗରେ ଲଗାଇଥିଲେ…

କରୋନା ଧାରରେ କଟୁଛି ସମ୍ପର୍କର ଡୋରି !

ନା ଥିଲା ଘୃଣାଭାବ ନା ଥିଲା ବିଦ୍ୱେଷ । ତଥାପି ମୃତ ବାପାକୁ ମୁଖାଗ୍ନି ଦେଇପାରିନଥିଲା ଅଭାଗା ପୁଅ । କରୋନା ଆଶଙ୍କାରେ ଅନୁଗୁଳର କଳମଛୁଇଁ ଗାଁର ଜଣେ ବ୍ୟକ୍ତି ନିଜ ଶେଷ ସମୟରେ ଏକାକି ହୋଇପଡିଥିଲେ । ସୁରେଶ ନାମକ ଜଣେ ବ୍ୟକ୍ତିଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ପରିବାର ଲୋକେ ତାଙ୍କ…